ମାଛ ଧରିବାକୁ ଯାଇଥିଲେ,ଟାଣି ନେଲା କୁମ୍ଭୀର!

ଆଳି(ଓଡ଼ିଶା ରିପୋର୍ଟର): ବ୍ରାହ୍ମଣୀ ନଦୀକୁ ମାଛ ଧରିବାକୁ ଯାଇ ଜଣେ ଯୁବକ ନିଖୋଜ ହୋଇଯାଇଛନ୍ତି। ଏଭଳି ଘଟଣା ଘଟିଛି କେନ୍ଦ୍ରାପଡ଼ା ଜିଲ୍ଲା ଆଳିରେ। ନିଖୋଜ ଯୁବକ ଜଣଙ୍କ ହେଲେ ଆଳି ଥାନା ଅନ୍ତର୍ଗତ ନଳପାହୀ ଗାଁର ଶିବ ପ୍ରସାଦ ବେହେରା। ଗତକାଲି ରାତିରେ ଶିବ ବ୍ରାହ୍ମଣୀ ନଦୀକୁ ମାଛ ଧରିବାକୁ ଯାଇ ଆଉ ଫେରି ନଥିଲେ। ରାତି ହେବାରୁ ଶିବ ଘରକୁ ନ ଫେରିବାରୁ ପରିବାର ଲୋକ ବ୍ୟସ୍ତ ହୋଇ ଖୋଜାଖୋଜି କରିଥିଲେ। ହେଲେ ପାଇ ନଥିଲେ। […]

ali

ali

Tapaswini Nayak
  • Published: Thursday, 05 May 2022
  • Updated: 05 May 2022, 11:31 AM IST

ଆଳି(ଓଡ଼ିଶା ରିପୋର୍ଟର): ବ୍ରାହ୍ମଣୀ ନଦୀକୁ ମାଛ ଧରିବାକୁ ଯାଇ ଜଣେ ଯୁବକ ନିଖୋଜ ହୋଇଯାଇଛନ୍ତି। ଏଭଳି ଘଟଣା ଘଟିଛି କେନ୍ଦ୍ରାପଡ଼ା ଜିଲ୍ଲା ଆଳିରେ। ନିଖୋଜ ଯୁବକ ଜଣଙ୍କ ହେଲେ ଆଳି ଥାନା ଅନ୍ତର୍ଗତ ନଳପାହୀ ଗାଁର ଶିବ ପ୍ରସାଦ ବେହେରା।

ଗତକାଲି ରାତିରେ ଶିବ ବ୍ରାହ୍ମଣୀ ନଦୀକୁ ମାଛ ଧରିବାକୁ ଯାଇ ଆଉ ଫେରି ନଥିଲେ। ରାତି ହେବାରୁ ଶିବ ଘରକୁ ନ ଫେରିବାରୁ ପରିବାର ଲୋକ ବ୍ୟସ୍ତ ହୋଇ ଖୋଜାଖୋଜି କରିଥିଲେ। ହେଲେ ପାଇ ନଥିଲେ। ନଦୀପଠାରୁ ତାଙ୍କ ଗାମୁଛା ଓ  ଅନ୍ୟ ଜିନିଷ ପଡ଼ିଥିବା ଦେଖିଥିଲେ।

ଏନେଇ ଅଗ୍ନିଶମ ବାହିନୀ ଓ ଓଡ୍ରାଫ ଟିମକୁ ଖବର ଦେଇଥିଲେ। ସେମାନେ ପହଞ୍ଚି ଶିବଙ୍କୁ ଖୋଜାଖୋଜି କରୁଛନ୍ତି। ସ୍ଥାନୀୟ ଲୋକେ ମଧ୍ୟ ଦେଶୀ ଡଙ୍ଗା ସାହାଯ୍ୟରେ ଖୋଜାଖୋଜି କରୁଛନ୍ତି। ଶିବଙ୍କୁ କୁମ୍ଭୀର ଟାଣି ନେଇଥିବା  ଗ୍ରାମବାସୀ ସନ୍ଦେହ କରୁଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story