ରାଉରକେଲାରେ ଚାଞ୍ଚଲ୍ୟ: ଘରେ ପଶି ଗୁଳି ମାରିଲେ

ରାଉରକେଲା (ସତ୍ୟାନନ୍ଦ ମହାନ୍ତି): ରାଉରକେଲାରେ ଚାଞ୍ଚଲ୍ୟ। ୧ ନମ୍ବର ସେକ୍ଟରରେ ଜଣେ ଆର୍‌ଏସ୍‌ପି କର୍ମଚାରୀଙ୍କୁ ତାଙ୍କ ଘରେ ଗୁଳିକରି ହତ୍ୟା କରାଯାଇଛି। ତାଙ୍କ ନାଁ ନୃସିଂହଚରଣ ସାହୁ ଓରଫ କୈଳାସ ସାହୁ। ତାଙ୍କ ମୁଣ୍ଡରେ ଗୁଳି ବାଜିଥିଲା। ତାଙ୍କୁ ଗୁରୁତର ଅବସ୍ଥାରେ ଇସ୍ପାତ ଜେନେରାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ତେବେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଗତକାଲି ଚାରି ଜଣ ଲୋକ ତାଙ୍କ ଘରକୁ ଆସିଥିଲେ। ଟଙ୍କା ନେଣଦେଣକୁ ନେଇ ଯୁକ୍ତିତର୍କ ହେବା ପରେ […]

deadbody

deadbody

Jitendra Garnayak
  • Published: Friday, 28 December 2018
  • Updated: 28 December 2018, 01:37 PM IST

Sports

Latest News

ରାଉରକେଲା (ସତ୍ୟାନନ୍ଦ ମହାନ୍ତି): ରାଉରକେଲାରେ ଚାଞ୍ଚଲ୍ୟ। ୧ ନମ୍ବର ସେକ୍ଟରରେ ଜଣେ ଆର୍‌ଏସ୍‌ପି କର୍ମଚାରୀଙ୍କୁ ତାଙ୍କ ଘରେ ଗୁଳିକରି ହତ୍ୟା କରାଯାଇଛି। ତାଙ୍କ ନାଁ ନୃସିଂହଚରଣ ସାହୁ ଓରଫ କୈଳାସ ସାହୁ।

ତାଙ୍କ ମୁଣ୍ଡରେ ଗୁଳି ବାଜିଥିଲା। ତାଙ୍କୁ ଗୁରୁତର ଅବସ୍ଥାରେ ଇସ୍ପାତ ଜେନେରାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ତେବେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

ଗତକାଲି ଚାରି ଜଣ ଲୋକ ତାଙ୍କ ଘରକୁ ଆସିଥିଲେ। ଟଙ୍କା ନେଣଦେଣକୁ ନେଇ ଯୁକ୍ତିତର୍କ ହେବା ପରେ ସେମାନେ ନୃସିଂହଚରଣ ଓରଫ କୈଳାଶଙ୍କୁ ଗୁଳି କରିଥିଲେ। ଅଭିଯୁକ୍ତମାନଙ୍କୁ ପୁଲିସ୍ ଚିହ୍ନଟ କରିସାରିଥିବା ସୂଚନା ମିଳିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos