ସାନ ଭାଇକୁ ଗୋଡ଼ାଇ ଗୋଡ଼ାଇ ହାଣିଲା ବଡ଼ ଭାଇ!

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଭାଇ ହେଲା ଭଗାରି। ସମସ୍ତଙ୍କ ସାମ୍ନାରେ ଦିନ ଦି’ପହରରେ ସାନ ଭାଇକୁ ବଡ଼ ଭାଇ ହତ୍ୟା କରିଥିବା ଅଭିଯୋଗ ହୋଇଛି। ବହୁ ଲୋକେ ଏହି ଜଘନ୍ୟକାଣ୍ଡ ଦେଖିଥିଲେ ମଧ୍ୟ କେହି ଅଟକାଇବାକୁ ସାହସ କରିପାରିନଥିଲେ। ହତ୍ୟା ପରେ ଅଭିଯୁକ୍ତ ସେଠାରୁ ଖସି ପଳାଇଯାଉଥିବାର ଦୃଶ୍ୟ କ୍ୟାମେରାରେ କଏଦ ହୋଇଛି। ଭୁବନେଶ୍ୱର ଉପଖଣ୍ଡ ବାଲିଅନ୍ତାରେ ଏପରି ଘଟଣା ଘଟିଛି। କଟକ ଜିଲ୍ଲା ମାହାଙ୍ଗା ଥାନା ହରିପୁର ଗାଁର ମାମୁନ ରାଉତରାୟ ବାଲିଅନ୍ତା ପଞ୍ଚମୁଖୀ ଆପାର୍ଟମେଣ୍ଟରେ ତିନି […]

crime

crime

Manoranjan Sial
  • Published: Saturday, 08 June 2019
  • Updated: 08 June 2019, 07:42 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଭାଇ ହେଲା ଭଗାରି। ସମସ୍ତଙ୍କ ସାମ୍ନାରେ ଦିନ ଦି’ପହରରେ ସାନ ଭାଇକୁ ବଡ଼ ଭାଇ ହତ୍ୟା କରିଥିବା ଅଭିଯୋଗ ହୋଇଛି। ବହୁ ଲୋକେ ଏହି ଜଘନ୍ୟକାଣ୍ଡ ଦେଖିଥିଲେ ମଧ୍ୟ କେହି ଅଟକାଇବାକୁ ସାହସ କରିପାରିନଥିଲେ। ହତ୍ୟା ପରେ ଅଭିଯୁକ୍ତ ସେଠାରୁ ଖସି ପଳାଇଯାଉଥିବାର ଦୃଶ୍ୟ କ୍ୟାମେରାରେ କଏଦ ହୋଇଛି। ଭୁବନେଶ୍ୱର ଉପଖଣ୍ଡ ବାଲିଅନ୍ତାରେ ଏପରି ଘଟଣା ଘଟିଛି।

କଟକ ଜିଲ୍ଲା ମାହାଙ୍ଗା ଥାନା ହରିପୁର ଗାଁର ମାମୁନ ରାଉତରାୟ ବାଲିଅନ୍ତା ପଞ୍ଚମୁଖୀ ଆପାର୍ଟମେଣ୍ଟରେ ତିନି ବର୍ଷ ହେଲା ରହୁଛନ୍ତି। ସାଥୀରେ ତାଙ୍କର ସ୍ତ୍ରୀ, ବାପା ଓ ସାନ ଭାଇ ପ୍ରୀତମ ରାଉତରାୟ ମଧ୍ୟ ରୁହନ୍ତି। ଦୁଇ ଭାଇ ସାଥୀରେ ରହୁଥିଲେ ମଧ୍ୟ ସେମାନଙ୍କ ମଧ୍ୟରେ ସମ୍ପର୍କ ଭଲ ନଥିଲା ଓ ଗଣ୍ଡଗୋଳ ଲାଗି ରହୁଥିଲା।

ଗତକାଲି ବଡ଼ ଭାଇ ମାମୁନ ରକ୍ତମୁଖା ହୋଇପଡ଼ିଥିଲା। ଦିନ ଦି’ପ୍ରହରରେ ସାନ ଭାଇକୁ ଗୋଡ଼ାଇ ଗୋଡ଼ାଇ ନିଜ ଘର ଆଗରେ ଧାରୁଆ ଅସ୍ତ୍ରରେ ହାଣିଥିବା ଅଭିଯୋଗ ହୋଇଛି। ପରେ ସେହି ଧାରୁଆ ଅସ୍ତ୍ରରେ ଲାଗିଥିବା ରକ୍ତକୁ ଗାମୁଛାରେ ପୋଛି ସେଠାରୁ ପଳାଇ ଯାଉଥିବାର ଦୃଶ୍ୟ କ୍ୟାମେରାରେ ରେକର୍ଡ ହୋଇଯାଇଛି। ଏହି ସମୟରେ ସେଠାରେ ଅନେକ ଲୋକ ଥିଲେ ମଧ୍ୟ ଅଭିଯୁକ୍ତକୁ ରୋକିବାକୁ କେହି ସାହସ କରିପାରିନଥିଲେ। ଏପରିକି ଆପାର୍ଟମେଣ୍ଟର ସୁରକ୍ଷାକର୍ମୀ ମଧ୍ୟ ଅଭିଯୁକ୍ତଙ୍କ ଉଗ୍ର ରୂପ ଦେଖି ଡରରେ ଲୁଚି ଯାଇଥିଲା

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story