ପ୍ରେମ ବିବାହ କରିବାରୁ ଟାଙ୍ଗିଆରେ ଜ୍ଵାଇଁ ଗୋଡ଼ ହାଣି ଛିଣ୍ଡାଇ ଦେଲା ଶ୍ୱଶୁର

ବୌଦ୍ଧ(ଭାର୍ଜନ ପ୍ରଧାନ): ଝିଅକୁ ପ୍ରେମ ବିବାହ କରିଥିବାରୁ ଜ୍ୱାଇଁର ଗୋଡ଼ ହାଣି ଛିଣ୍ଡାଇ ଦେଇଛନ୍ତି ଶ୍ୱଶୁର। ଏପରି ଅଭାବନୀୟ ଘଟଣା ବୌଦ୍ଧ ଜିଲ୍ଲା କଣ୍ଟାମାଳ ଥାନା ଅଞ୍ଚଳରେ ଘଟିଛି। ଏନେଇ ଅଭିଯୋଗ ହେବା ପରେ ପୁଲିସ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି। ଅନ୍ୟପକ୍ଷରେ ଗୁରୁତର ଆହତ ହୋଇଥିବା ଜ୍ୱାଇଁଙ୍କୁ ବୁର୍ଲା ମେଡିକାଲ୍‌କୁ ସ୍ଥାନାନ୍ତରିତ କରାଯାଇଛି। ପୂରା ଘଟଣା ଏମିତି। ଡୁଙ୍ଗୁରିଗୁଡ଼ା ଗାଁର ଶଶୀ ମହାଳିକଙ୍କ ଝିଅ ଜ୍ୟୋତ୍ସ୍ନା ଜଣେ ଅଙ୍ଗନବାଡ଼ି କର୍ମୀ। ତାଙ୍କୁ […]

boudha

boudha

Manoranjan Sial
  • Published: Tuesday, 20 August 2019
  • Updated: 20 August 2019, 08:08 PM IST

ବୌଦ୍ଧ(ଭାର୍ଜନ ପ୍ରଧାନ): ଝିଅକୁ ପ୍ରେମ ବିବାହ କରିଥିବାରୁ ଜ୍ୱାଇଁର ଗୋଡ଼ ହାଣି ଛିଣ୍ଡାଇ ଦେଇଛନ୍ତି ଶ୍ୱଶୁର। ଏପରି ଅଭାବନୀୟ ଘଟଣା ବୌଦ୍ଧ ଜିଲ୍ଲା କଣ୍ଟାମାଳ ଥାନା ଅଞ୍ଚଳରେ ଘଟିଛି। ଏନେଇ ଅଭିଯୋଗ ହେବା ପରେ ପୁଲିସ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି। ଅନ୍ୟପକ୍ଷରେ ଗୁରୁତର ଆହତ ହୋଇଥିବା ଜ୍ୱାଇଁଙ୍କୁ ବୁର୍ଲା ମେଡିକାଲ୍‌କୁ ସ୍ଥାନାନ୍ତରିତ କରାଯାଇଛି।

ପୂରା ଘଟଣା ଏମିତି। ଡୁଙ୍ଗୁରିଗୁଡ଼ା ଗାଁର ଶଶୀ ମହାଳିକଙ୍କ ଝିଅ ଜ୍ୟୋତ୍ସ୍ନା ଜଣେ ଅଙ୍ଗନବାଡ଼ି କର୍ମୀ। ତାଙ୍କୁ ବରପଦର ଗାଁର ସୌରଭ ଦଣ୍ଡିଆ ପ୍ରେମ ବିବାହ କରିଥିଲେ। ଯାହାକୁ ଶଶୀ ବିରୋଧ କରୁଥିଲେ। ଏହାକୁ ନେଇ ଶ୍ୱଶୁର ଓ ଜ୍ୱାଇଁଙ୍କ ମଧ୍ୟରେ ବିବାଦ ଲାଗି ରହିଥିଲା। ରାଗରେ ଶଶୀ ତାଙ୍କ ଜ୍ୱାଇଁ ସୌରଭଙ୍କୁ ଆକ୍ରମଣ କରିବା ପାଇଁ ସୁଯୋଗ ଉଣ୍ଡୁଥିଲେ। ମାତ୍ର ଉପଯୁକ୍ତ ସ୍ଥାନ ଓ ସମୟ ପାଉନଥିଲେ।

ତେବେ ସବୁଦିନ ପରି ଆଜି ସୌରଭ ତାଙ୍କ ପତ୍ନୀ ଜ୍ୟୋତ୍ସ୍ନାଙ୍କୁ ଛାଡ଼ିବା ପାଇଁ ଡୁଙ୍ଗୁରିଗୁଡ଼ା ଅଙ୍ଗନବାଡ଼ି କେନ୍ଦ୍ରକୁ ଆସିଥିଲେ। ପତ୍ନୀକୁ ଛାଡ଼ି ଘରକୁ ଫେରୁଥିବା ବେଳେ ରାସ୍ତାରେ ଛପି ରହିଥିବା ଶ୍ୱଶୁର ଶଶୀ, ତାଙ୍କୁ ଆକ୍ରମଣ କରିଥିଲେ। ଏକ ଟାଙ୍ଗିଆରେ ସୌରଭଙ୍କ ଗୋଡ଼କୁ ହାଣି ଦୁଇ ଖଣ୍ଡ କରି ଦେଇଥିଲେ। ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ ସୁବର୍ଣ୍ଣପୁର ମେଡ଼ିକାଲ୍‌ରେ ଭର୍ତ୍ତି କରାଯାଇଥିଲା। ତେବେ ତାଙ୍କର ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ହେବାରୁ ବୁର୍ଲା ମେଡ଼ିକାଲ୍‌କୁ ସ୍ଥାନାନ୍ତରିତ କରାଯାଇଛି। ସୌରଭଙ୍କ ବାପାଙ୍କ ଅଭିଯୋଗ କ୍ରମେ ପୁଲିସ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି। ଅନ୍ୟପକ୍ଷରେ ସୌରଭଙ୍କୁ ଆକ୍ରମଣ କରିବା ପରେ ଶଶୀ ଫେରାର ହୋଇଯାଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story