ଯୁବକଙ୍କ ଉନ୍ମତ୍ତ କାଣ୍ଡ, ଦୁଇ ଭାଇଙ୍କୁ ଟାଙ୍ଗିଆରେ ହାଣିଦେଲା

କେନ୍ଦୁଝର(ପ୍ରଣୟ କୁମାର ପାଣି):ସାମାନ୍ୟ କଥାକୁ କେନ୍ଦ୍ର କରି ବିଚ୍‌ ରାସ୍ତାରେ ଦୁଇ ଭାଇଙ୍କୁ ଜଣେ ନିଶାସକ୍ତ ଉନ୍ମତ୍ତ ଯୁବକ ଟାଙ୍ଗିଆରେ ହାଣି ହତ୍ୟା କରିଥିବା ଅଭିଯୋଗ ହୋଇଛି। ଆଜି ଏପରି ଘଟଣା କେନ୍ଦୁଝର ଜିଲ୍ଲାରେ ଘଟିଛି। ପୁଲିସ ଅଭିଯୁକ୍ତ ଯୁବକଙ୍କୁ ଅଟକ ରଖି ଘଟଣାର ତଦନ୍ତ ଆରମ୍ଭ କରିଛି। ପୂରା ଘଟଣା ଏମିତି। ବାମେବାରୀ ଥାନା କାଶିଆ ଗାଁର ଉଦ୍ଧବ ନାଏକ ଆଜି ଜଙ୍ଗଲକୁ କାଠ ହାଣିବାକୁ ଯାଇଥିଲେ। ପୂର୍ବାହ୍ନ ୧୧ଟା ବେଳେ କାଠ ବିକି ଘରକୁ […]

crime

crime

Manoranjan Sial
  • Published: Thursday, 06 June 2019
  • Updated: 06 June 2019, 04:44 PM IST

କେନ୍ଦୁଝର(ପ୍ରଣୟ କୁମାର ପାଣି):ସାମାନ୍ୟ କଥାକୁ କେନ୍ଦ୍ର କରି ବିଚ୍‌ ରାସ୍ତାରେ ଦୁଇ ଭାଇଙ୍କୁ ଜଣେ ନିଶାସକ୍ତ ଉନ୍ମତ୍ତ ଯୁବକ ଟାଙ୍ଗିଆରେ ହାଣି ହତ୍ୟା କରିଥିବା ଅଭିଯୋଗ ହୋଇଛି। ଆଜି ଏପରି ଘଟଣା କେନ୍ଦୁଝର ଜିଲ୍ଲାରେ ଘଟିଛି। ପୁଲିସ ଅଭିଯୁକ୍ତ ଯୁବକଙ୍କୁ ଅଟକ ରଖି ଘଟଣାର ତଦନ୍ତ ଆରମ୍ଭ କରିଛି।

ପୂରା ଘଟଣା ଏମିତି। ବାମେବାରୀ ଥାନା କାଶିଆ ଗାଁର ଉଦ୍ଧବ ନାଏକ ଆଜି ଜଙ୍ଗଲକୁ କାଠ ହାଣିବାକୁ ଯାଇଥିଲେ। ପୂର୍ବାହ୍ନ ୧୧ଟା ବେଳେ କାଠ ବିକି ଘରକୁ ଫେରୁଥିବା ରାସ୍ତାରେ ସମ୍ଭାର ନାଏକଙ୍କୁ ଭେଟିଥିଲେ। ସେଠାରେ ଉଭୟଙ୍କ ମଧ୍ୟରେ କୌଣସି କଥାକୁ ନେଇ ପାଟିତୁଣ୍ଡ ହୋଇଥିଲା। ପରେ ଉଦ୍ଧବ ଉତ୍‌କ୍ଷିପ୍ତ ହୋଇ ଟାଙ୍ଗିଆରେ ସମ୍ଭାରଙ୍କୁ ଆକ୍ରମଣ କରିଥିଲେ। ନିଜର ବଡ଼ଭାଇକୁ ବଞ୍ଚାଇବାକୁ ଯାଇ ସାନ ଭାଇ କରମୁ ମଧ୍ୟ ଟାଙ୍ଗିଆ ଆକ୍ରମଣରେ ଶିକାର ହୋଇଥିଲା। ଘଟଣାସ୍ଥଳରେ ସମ୍ଭାରଙ୍କ ମୃତ୍ୟୁ ଘଟିଥିଲା। ଗାଁ ଲୋକେ କରମୁଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି କେନ୍ଦୁଝର ମୁଖ୍ୟ ଚିକିତ୍ସାଳରେ ଭର୍ତ୍ତି କରିଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

ଅନ୍ୟପକ୍ଷରେ ଗାଁ ଲୋକେ ଉଦ୍ଧବଙ୍କୁ କାବୁ କରି ଥାନାକୁ ଖବର ଦେଇଥିଲେ। ପୁଲିସ ଗାଁରେ ପହଞ୍ଚି ମୃତଦେହ ଜବତ କରିବା ସହିତ ଉଦ୍ଧବଙ୍କୁ ଅଟକ କରି ଘଟଣାର ତଦନ୍ତ ଆରମ୍ଭ କରିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story