ବାଣ ଦୋକାନରେ ବିସ୍ଫୋରଣ ଘଟଣା: ଆଖି ବୁଜିଲେ ଜଣେ ଆହତ

କାମାକ୍ଷାନଗର(ଓଡ଼ିଶା ରିପୋର୍ଟର): ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଥାନା ବଡ଼ସୁଆଁଳ ଗାଁ ବାଣ ଦୋକାନ ବିସ୍ଫୋରଣ ଘଟଣାରେ ଜଣଙ୍କ ମୃତ୍ୟୁ ଘଟିଛି। କଟକ ବଡ଼ ମେଡିକାଲରେ ଚିକିତ୍ସିତ ହେଉଥିବା ୩ ଜଣଙ୍କ ମଧ୍ୟରୁ ଜଣେ ଆଖି ବୁଜିଛନ୍ତି। ବିସ୍ଫୋରଣରେ ଆହତ ହୋଇଥିବା ଦୁଷ୍ମନ୍ତ ନାୟକଙ୍କର ସନ୍ଧ୍ୟାରେ ମୃତ୍ୟୁ ହୋଇଛି। ଏବେ ବି ଦୁଷ୍ମନ୍ତଙ୍କ ୯ ବର୍ଷର ପୁଅ ପ୍ରତୀକ ଚିକିତ୍ସାଧୀନ ଅଛନ୍ତି। ସେହିପରି ଅନ୍ୟ ଜଣେ ନାବାଳିକା ଅନ୍ୱେଷା ପାଲଙ୍କର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସା ଚାଲିଛି। ଆଜି […]

blast1

blast1

Hemant Lenka
  • Published: Monday, 24 October 2022
  • Updated: 24 October 2022, 09:50 PM IST

Sports

Latest News

କାମାକ୍ଷାନଗର(ଓଡ଼ିଶା ରିପୋର୍ଟର): ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଥାନା ବଡ଼ସୁଆଁଳ ଗାଁ ବାଣ ଦୋକାନ ବିସ୍ଫୋରଣ ଘଟଣାରେ ଜଣଙ୍କ ମୃତ୍ୟୁ ଘଟିଛି। କଟକ ବଡ଼ ମେଡିକାଲରେ ଚିକିତ୍ସିତ ହେଉଥିବା ୩ ଜଣଙ୍କ ମଧ୍ୟରୁ ଜଣେ ଆଖି ବୁଜିଛନ୍ତି। ବିସ୍ଫୋରଣରେ ଆହତ ହୋଇଥିବା ଦୁଷ୍ମନ୍ତ ନାୟକଙ୍କର ସନ୍ଧ୍ୟାରେ ମୃତ୍ୟୁ ହୋଇଛି। ଏବେ ବି ଦୁଷ୍ମନ୍ତଙ୍କ ୯ ବର୍ଷର ପୁଅ ପ୍ରତୀକ ଚିକିତ୍ସାଧୀନ ଅଛନ୍ତି। ସେହିପରି ଅନ୍ୟ ଜଣେ ନାବାଳିକା ଅନ୍ୱେଷା ପାଲଙ୍କର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସା ଚାଲିଛି।

ଆଜି ବାଣ ଦୋକାନ ବିସ୍ଫୋରଣରେ ୪ ଜଣ ଗୁରୁତର ହୋଇଥିଲେ। ସେମାନଙ୍କ ମଧ୍ୟରୁ ଜଣେ କାମାକ୍ଷାନଗରରେ ଚିକିତ୍ସାଧୀନ ବେଳେ ୩ ଜଣ କଟକ ସ୍ଥାନାନ୍ତର ହୋଇଥିଲେ।

ସୂଚନା ଅନୁଯାୟୀ, ବଡ଼ସୁଆଁଳ ଗାଁରେ ଶିଶିର ପାଲ ବାଣ ଦୋକାନ କରିଥିଲେ। ଆଜି ଦୀପାବଳି ଥିବାରୁ ତାଙ୍କ ଠାରୁ ବାଣ କିଣିବାକୁ କିଛି ଲୋକ ଆସିଥିଲେ। ସେହିପରି ଆଖପାଖ ଅଞ୍ଚଳର କିଛି ପିଲା ମଧ୍ୟ ଦୋକାନ ପାଖରେ ବୁଲାବୁଲି କରୁଥିଲେ। ତେବେ ହଠାତ୍‌ ଦୋକାନରେ ବିକ୍ରି ହେଉଥିବା ବାଣ ବିସ୍ଫୋରଣ ହୋଇଥିଲା। ଚାହୁଁଚାହୁଁ ଆଖପାଖ ଅଞ୍ଚଳରେ ବିସ୍ଫୋରଣ ଯୋଗୁ ଜିନିଷପତ୍ର ଛିଟିକି ପଡ଼ିଥିଲା।

ଦୋକାନ ପାଖରେ ଥିବା ପ୍ରାୟ ୧୨ ଜଣ ଲୋକ ଏଥିରେ ଆହତ ହୋଇଥିଲେ। ଏମାନଙ୍କ ମଧ୍ୟରୁ ୪ ଜଣଙ୍କ ଅବସ୍ଥା ଅତ୍ୟନ୍ତ ଗୁରୁତର ରହିଥିଲା।  ଏହି ୪ ଜଣଙ୍କୁ ପ୍ରଥମେ କାମାକ୍ଷାନଗର ଓ ପରେ ସେମାନଙ୍କ ମଧ୍ୟରୁ ଦୁଷ୍ମନ୍ତ ନାୟକ, ତାଙ୍କର ୯ ବର୍ଷର ପୁଅ ପ୍ରତୀକ ଓ ଅନ୍ୟ ଜଣେ ନାବାଳିକା ଅନ୍ୱେଷା ପାଲଙ୍କୁ କଟକ ରେଫର କରାଯାଇଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story