ଗୁହାରି ଶୁଣିଲେନି ଜିଲ୍ଲାପାଳ, ବିଷ ପିଇଦେଲେ ବସ୍ତିବାସିନ୍ଦା

ବାଲେଶ୍ୱର(ଓଡ଼ିଶା ରିପୋର୍ଟର):  ‘ଜାଗା ମିଶନରେ ଜାଗା ମିଳିନି। ହେଲେ ତା’ ପୂର୍ବରୁ ଘର ଖାଲି କରିବାକୁ ନୋଟିସ ମାରିଲେଣି ସରକାର। ଛୋଟ ଛୁଆ ଧରି କୁଆଡ଼େ ଯିବୁ । କେଉଁଠି ମୁଣ୍ଡ ଗୁଞ୍ଜିବୁ। ’ ଏପରି ଅଭିଯୋଗ  ଧରି ଜିଲ୍ଲାପାଳଙ୍କ ନିକଟକୁ ବାଲେଶ୍ୱର ଗୋଧିବସାର ଶତାଧିକ ବସ୍ତି ବାସିନ୍ଦା ଯାଇଥିବା ବେଳେ ଶଙ୍କର୍ଷଣ ରାଉତ ନାମକ ଜଣେ ବ୍ୟକ୍ତି ବିଷ ପିଇ ଦେଇଥିବା ଅଭିଯୋଗ ହୋଇଛି। ଆସନ୍ତା ୧୦ ତାରିଖ ଉଚ୍ଛେଦ ନେଇ ନୋଟିସ ମରାଯିବା ପରେ […]

poision

poision

Niharika Rout
  • Published: Thursday, 06 January 2022
  • Updated: 06 January 2022, 11:23 AM IST

ବାଲେଶ୍ୱର(ଓଡ଼ିଶା ରିପୋର୍ଟର):  ‘ଜାଗା ମିଶନରେ ଜାଗା ମିଳିନି। ହେଲେ ତା’ ପୂର୍ବରୁ ଘର ଖାଲି କରିବାକୁ ନୋଟିସ ମାରିଲେଣି ସରକାର। ଛୋଟ ଛୁଆ ଧରି କୁଆଡ଼େ ଯିବୁ । କେଉଁଠି ମୁଣ୍ଡ ଗୁଞ୍ଜିବୁ। ’ ଏପରି ଅଭିଯୋଗ  ଧରି ଜିଲ୍ଲାପାଳଙ୍କ ନିକଟକୁ ବାଲେଶ୍ୱର ଗୋଧିବସାର ଶତାଧିକ ବସ୍ତି ବାସିନ୍ଦା ଯାଇଥିବା ବେଳେ ଶଙ୍କର୍ଷଣ ରାଉତ ନାମକ ଜଣେ ବ୍ୟକ୍ତି ବିଷ ପିଇ ଦେଇଥିବା ଅଭିଯୋଗ ହୋଇଛି।

ଆସନ୍ତା ୧୦ ତାରିଖ ଉଚ୍ଛେଦ ନେଇ ନୋଟିସ ମରାଯିବା ପରେ  ଗୋଧିବସା ବସ୍ତି ବାସିନ୍ଦା ଜିଲ୍ଲାପାଳଙ୍କୁ ନିଜର ଗୁହାରି ଶୁଣାଇବାକୁ ଯାଇଥିଲେ । ହେଲେ ଜିଲ୍ଲାପାଳଙ୍କ ଅଫିସ ପରିସରରେ ଶଙ୍କର୍ଷଣ ରାଉତ ନାମକ  ବାସିନ୍ଦା  ବିଷ ପିଇ ଦେଇଥିବା ଅଭିଯୋଗ ହୋଇଛି ।  ଗୁରୁତର ଅବସ୍ଥାରେ ତାଙ୍କୁ ବାଲେଶ୍ୱର ମେଡିକାଲରେ ଭର୍ତ୍ତି କରାଯାଇଛି । ତେବେ ଏନେଇ ଜିଲ୍ଲା କିମ୍ବା ପୋଲିସ ପ୍ରଶାସନର ପ୍ରତିକ୍ରିୟା ମିଳିପାରିନି । ତେବେ ଏହି ଘଟଣାକୁ ନେଇ ସ୍ଥିତି କ୍ରମଶଃ ଜଟିଳ ହେବାକୁ ଲାଗିବାରୁ ପ୍ରଶାସନିକ ଅଧିକାରୀ ଉତ୍ତ୍ୟକ୍ତ  ଲୋକଙ୍କୁ ବୁଝାଶୁଝା କରିଥିବା ଜଣାଯାଇଛି।

[caption id="attachment_704416" align="aligncenter" width="650"]tension ପ୍ରଶାସନିକ ଅଧିକାରୀ ଉତ୍ତ୍ୟକ୍ତ ଏଲୋକଙ୍କୁ ବୁଝାଶୁଝା କରୁଛନ୍ତି।[/caption]

ଏନେଇ ଶଙ୍କର୍ଷଣଙ୍କ ପତ୍ନୀ ଲଷ୍ମୀ ରାଉତ କହିଛନ୍ତି,  ଆମେ ଗରିବ ଲୋକ । ସରକାର ଆମକୁ ଉଠାଇଦେଲେ ଆମେ କୁଆଡେ ଯିବୁ। ଆମକୁ ଜାଗା ମିଶନରେ ଜାଗା ଦେଇଦେଲେ ଆମେ ଖୁସିରେ ପଳାଇବୁ । ନହେଲେ ଆମେ ଛୋଟ ଛୁଆ ଧରି କୁଆଡ଼େ ଯିବୁ ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story