ଆମ୍ୱ ଗଛରେ ଫୁଟିଛି ଅଜବ ଫୁଲ

କୋଣାର୍କ(ଓଡ଼ିଶା ରିପୋର୍ଟର): ପୁରୀ ଜିଲ୍ଲା କାକଟପୁର ବ୍ଳକ୍ ଅନ୍ତର୍ଗତ  ରସୁଲପୁର ଗାଁରେ ଦେଖିବାକୁ ମିଳିଛି ପ୍ରକୃତିର ବିଚିତ୍ର ଚିତ୍ର। ଏହି ଗାଁର ଶେଖ୍‌ ଖଲିଲ୍‌ଙ୍କ ଘର ସାମ୍ନାରେ ଥିବା ଏକ ଆମ୍ୱ ଗଛରେ ଅଜବ ଫୁଲ ଫୁଟିଥିବା ଦେଖିବାକୁ ମିଳିଛି। ଏହି ଫୁଲକୁ ଦେଖିବାକୁ  ଲୋକଙ୍କ ଭିଡ଼ ଲାଗିଛି। ଶିବରାତ୍ରି ଦିନ ଏହି ଫୁଲ ଫୁଟିଛି। ତେଣୁ ଏହି ଫୁଲର ସୁରକ୍ଷା ପାଇଁ  ଶେଖ୍‌ ଖଲିଲ୍‌ ଏହା ଉପରେ ଏକ କପଡ଼ା ଢାଙ୍କି ରଖିଛନ୍ତି। ଏହି ଫୁଲ […]

Flower

Flower

Rakesh Mallick
  • Published: Friday, 16 February 2018
  • Updated: 16 February 2018, 12:32 PM IST

Sports

Latest News

କୋଣାର୍କ(ଓଡ଼ିଶା ରିପୋର୍ଟର): ପୁରୀ ଜିଲ୍ଲା କାକଟପୁର ବ୍ଳକ୍ ଅନ୍ତର୍ଗତ  ରସୁଲପୁର ଗାଁରେ ଦେଖିବାକୁ ମିଳିଛି ପ୍ରକୃତିର ବିଚିତ୍ର ଚିତ୍ର। ଏହି ଗାଁର ଶେଖ୍‌ ଖଲିଲ୍‌ଙ୍କ ଘର ସାମ୍ନାରେ ଥିବା ଏକ ଆମ୍ୱ ଗଛରେ ଅଜବ ଫୁଲ ଫୁଟିଥିବା ଦେଖିବାକୁ ମିଳିଛି। ଏହି ଫୁଲକୁ ଦେଖିବାକୁ  ଲୋକଙ୍କ ଭିଡ଼ ଲାଗିଛି। ଶିବରାତ୍ରି ଦିନ ଏହି ଫୁଲ ଫୁଟିଛି। ତେଣୁ ଏହି ଫୁଲର ସୁରକ୍ଷା ପାଇଁ  ଶେଖ୍‌ ଖଲିଲ୍‌ ଏହା ଉପରେ ଏକ କପଡ଼ା ଢାଙ୍କି ରଖିଛନ୍ତି।

ଏହି ଫୁଲ ଫୁଟିବା ଆଶ୍ଚର୍ଯ୍ୟଜନକ ନୁହେଁ। ଏହା ଏକ ପାରା  ସ୍ପାଇଟ୍‌ ପ୍ଲାଣ୍ଟ ବା ମଲାଙ୍ଗ ଜାତିର ଫୁଲ ବୋଲି କହିଛନ୍ତି  କୃଷି ଓ ଉଦ୍ୟାନବିଦ ପଣ୍ଡିତ ତ୍ରିଲୋଚନ ମିଶ୍ର।

ସେ କହିଛନ୍ତି,“ ଏହା ଏକ ପ୍ରକାର ମଲାଙ୍ଗ। ଜଙ୍ଗଲରେ ଅନେକ ସୁସ୍ଥ ଗଛର ଡାଳରେ ଥାଆନ୍ତି। ପବନରେ  ତାଙ୍କର ମଞ୍ଜି ଯେଉଁଠି ପଡ଼ିଥାଏ ସେଠି ବଂଶ ବିସ୍ତାର ହୋଇଥାଏ। ଏହା ପ୍ରାକୃତିକ ଫୁଲ ନୁହେଁ। ଏକ ପ୍ରକାର ମଲାଙ୍ଗର ଅଂଶ। ଏହି ଫୁଲ କେବେ ଏହି ଅଞ୍ଚଳରେ ଦେଖିବାକୁ ମିଳିନଥିଲା। ବଲାଙ୍ଗିର ଓ କଳାହାଣ୍ଡି ଭଳି ଜଙ୍ଗଲିଆ ଅଞ୍ଚଳରେ ଫୁଲରେ ମଲାଙ୍ଗ ଲାଗିଥିବା ଦେଖିବାକୁ ମିଳିଥାଏ।

http://odishareporter.in/odisha/mango-tree-witnesses-a-different-flower/

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story