ଅନୁଭବଙ୍କ ନାଁରେ ଥାନାରେ ଲିଖିତ ଅଭିଯୋଗ କଲେ ବିଜେଡି ଯୁବନେତା

କଟକ(ଓଡ଼ିଶା ରିପୋର୍ଟର): ବିଜେଡି ନେତା ତଥା କେନ୍ଦ୍ରାପଡ଼ା ସାଂସଦ ଅନୁଭବ ମହାନ୍ତି ଓ ବିଜେଡି ଯୁବ ନେତା ମନଜିତ ଦାସଙ୍କ ବିବାଦ ବଢ଼ିଲା। ଅନୁଭବଙ୍କ ନାଁରେ ମନଜିତ ଦାସ ଥାନାରେ ଲିଖିତ କରିଛନ୍ତି। ସେ କହିଛନ୍ତି,“ସୋଶାଲ ମିଡିଆରେ ଅନୁଭବ ମୋ ନାଁରେ ଅପପ୍ରଚାର କରୁଛନ୍ତି। ଅପପ୍ରଚାର ଯୋଗୁଁ ମୋର ମାନହାନି ଘଟିଛି। ଏତଲାରେ IT ଆକ୍ଟରେ ଅନୁଭବଙ୍କୁ ଦଣ୍ଡିତ କରିବାକୁ ପ୍ରାର୍ଥନା କରାଯାଇଛି। ଯେଉଁ ମିଡିଆରେ ଅପପ୍ରଚାର କରିଛନ୍ତି, ସେହିଥିରେ ଅନୁଭବ ଭୁଲ ମାଗନ୍ତୁ।” ଅଭିଯୋଗରୁ ପ୍ରକାଶ, […]

anubhab

anubhab

Manoranjan Sial
  • Published: Tuesday, 22 October 2019
  • Updated: 22 October 2019, 07:01 PM IST

କଟକ(ଓଡ଼ିଶା ରିପୋର୍ଟର): ବିଜେଡି ନେତା ତଥା କେନ୍ଦ୍ରାପଡ଼ା ସାଂସଦ ଅନୁଭବ ମହାନ୍ତି ଓ ବିଜେଡି ଯୁବ ନେତା ମନଜିତ ଦାସଙ୍କ ବିବାଦ ବଢ଼ିଲା। ଅନୁଭବଙ୍କ ନାଁରେ ମନଜିତ ଦାସ ଥାନାରେ ଲିଖିତ କରିଛନ୍ତି। ସେ କହିଛନ୍ତି,“ସୋଶାଲ ମିଡିଆରେ ଅନୁଭବ ମୋ ନାଁରେ ଅପପ୍ରଚାର କରୁଛନ୍ତି। ଅପପ୍ରଚାର ଯୋଗୁଁ ମୋର ମାନହାନି ଘଟିଛି। ଏତଲାରେ IT ଆକ୍ଟରେ ଅନୁଭବଙ୍କୁ ଦଣ୍ଡିତ କରିବାକୁ ପ୍ରାର୍ଥନା କରାଯାଇଛି। ଯେଉଁ ମିଡିଆରେ ଅପପ୍ରଚାର କରିଛନ୍ତି, ସେହିଥିରେ ଅନୁଭବ ଭୁଲ ମାଗନ୍ତୁ।”

ଅଭିଯୋଗରୁ ପ୍ରକାଶ, ସାଂସଦ ଅନୁଭବ ମହାନ୍ତିଙ୍କୁ ତାଙ୍କ ପଡ଼ୋଶୀ ମନଜିତ ଦାସ ନିୟମିତ ହଇରାଣ କରୁଥିଲେ। ଏଥିପାଇଁ ସେ କମିଶନରେଟ୍‌ ପୁଲିସର ସହାୟତା ମାଗିଥିଲେ। ଏପରିକି ଟ୍ୱିଟ୍ କରି ସେ ଅଭଯୋଗ କରିଥିଲେ। ତେବେ ଅନ୍ୟ ଏକ ଟ୍ୱିଟ୍‌ରେ କଟକ ପୁରୀଘାଟ ଥାନା ଆଇଆଇସି ତାଙ୍କୁ ଦୁର୍ବ୍ୟବହାର ପ୍ରଦର୍ଶନ କରିଥିବା ଅନୁଭବ ଲେଖିଥିଲେ। ଯାହାକୁ ନେଇ ତାଙ୍କ ପଡୋଶୀ ତଥା ଛାତ୍ର ବିଜେଡି ରାଜ୍ୟ ଉପସଭାପତି ମଞ୍ଜିତ ଦାସ ମୁହଁ ଖୋଲିବା ସହ ଅନୁଭବଙ୍କ ବିରୋଧରେ ପାଲଟା ଦୁର୍ବ୍ୟବହାରର ଅଭିଯୋଗ କରିଥିଲେ।

ଅଧିକ ପଢ଼ନ୍ତୁ: ସାମ୍ବାଦିକାଙ୍କ ମାମଲାରେ ଅନୁଭବଙ୍କୁ ସୁରକ୍ଷା ଦେଉଥିବା ପୋଲିସ ଆଜି ତାଙ୍କ ହାତ ଛାଡ଼ିଦେଲା !

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story