ବିଜେପୁରରେ କେବେ ହେବ ଉପନିର୍ବାଚନ: ବିଜେପି ଜାଣିଛି କି?

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ୫ ଆସନରେ ଉପନିର୍ବାଚନ ପାଇଁ ଗତକାଲି ତାରିଖ ଘୋଷଣା ହୋଇଛି। ମାତ୍ର ସେଥିରେ  ବିଜେପୁରର ନାଁ ନାହିଁ। ଏହାକୁ ନେଇ ଆଜି ବିଜେଡି ଓ କଂଗ୍ରେସ କେନ୍ଦ୍ରରେ ନେତୃତ୍ୱାଧୀନ ବିଜେପିକୁ ଟାର୍ଗେଟ କରିଛନ୍ତି। ଜାଣିଶୁଣି ବିଜେପୁର ଉପନିର୍ବାଚନକୁ ବିଜେପି ବିଳମ୍ୱ କରୁଛି ବୋଲି ଏହି ଦୁଇ ଦଳ ଅଭିଯୋଗ ଆଣିଛନ୍ତି। ଏପରି ସ୍ଥିତିରେ ବିଜେପୁର ଉପନିର୍ବାଚନ ପାଇଁ ବିଜେପି ପ୍ରସ୍ତୁତି ଜୋରଦାର କରିଦେଇଛି। ଲୋକଙ୍କ ଆସ୍ତାଭାଜନ ହେବା ପାଇଁ ପ୍ରଧାନମନ୍ତ୍ରୀଙ୍କ ‘ମନ୍ କି […]

man-ki-bat-in-bijepur-bielection

man-ki-bat-in-bijepur-bielection

Rakesh Mallick
  • Published: Friday, 29 December 2017
  • Updated: 29 December 2017, 09:08 PM IST

Sports

Latest News

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ୫ ଆସନରେ ଉପନିର୍ବାଚନ ପାଇଁ ଗତକାଲି ତାରିଖ ଘୋଷଣା ହୋଇଛି। ମାତ୍ର ସେଥିରେ  ବିଜେପୁରର ନାଁ ନାହିଁ। ଏହାକୁ ନେଇ ଆଜି ବିଜେଡି ଓ କଂଗ୍ରେସ କେନ୍ଦ୍ରରେ ନେତୃତ୍ୱାଧୀନ ବିଜେପିକୁ ଟାର୍ଗେଟ କରିଛନ୍ତି। ଜାଣିଶୁଣି ବିଜେପୁର ଉପନିର୍ବାଚନକୁ ବିଜେପି ବିଳମ୍ୱ କରୁଛି ବୋଲି ଏହି ଦୁଇ ଦଳ ଅଭିଯୋଗ ଆଣିଛନ୍ତି। ଏପରି ସ୍ଥିତିରେ ବିଜେପୁର ଉପନିର୍ବାଚନ ପାଇଁ ବିଜେପି ପ୍ରସ୍ତୁତି ଜୋରଦାର କରିଦେଇଛି। ଲୋକଙ୍କ ଆସ୍ତାଭାଜନ ହେବା ପାଇଁ ପ୍ରଧାନମନ୍ତ୍ରୀଙ୍କ ‘ମନ୍ କି ବାତ’ କାର୍ଯ୍ୟକ୍ରମ ଶୁଣାଇବାକୁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି। ବିଜେପିର ଏପରି କାର୍ଯ୍ୟକ୍ରମ ପ୍ରସ୍ତୁତିକୁ ନେଇ ଏବେ ପ୍ରଶ୍ନ ଉଠିବାରେ ଲାଗିଛି। କଣ ସତରେ ବିଜେପୁର ଉପନିର୍ବାଚନ କେବେ ହେବ, ତାହା ଖବର ବିଜେପି ଅଛି?

ବିଜେପୁର ଉପନିର୍ବାଚନ ପାଇଁ ବିଜେପି କରିଛି ସ୍ୱତନ୍ତ୍ର ଯୋଜନା। ଡିସେମ୍ବର ୩୧ରେ ବିଜେପୁରର ୨୭୦ ବୁଥ୍‌ରେ ଲୋକଙ୍କୁ ପ୍ରଧାନମନ୍ତ୍ରୀଙ୍କ ‘ମନ କି ବାତ’ ଶୁଣାଯିବ। ଏଥିସହ କେନ୍ଦ୍ରୀୟ ଯୋଜନା ଓ ରାଜ୍ୟ ସରକାରଙ୍କ ଦୁର୍ନୀତି ବିଷୟରେ ଲୋକଙ୍କୁ ଅବଗତ କରାଯିବାର କାର୍ଯ୍ୟକ୍ରମ ରହିଛି।

ବିଜେପୁର ଉପନିର୍ବାଚନ ସୁପରିଚାଳନା ପାଇଁ ଚାଲିଛି କର୍ମଶାଳା। ତାଲିମ୍ ନେଉଛନ୍ତି ନିର୍ବାଚନ ଅଧିକାରୀ। ବରଗଡ଼ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଚାଲିଛି ଏହି କର୍ମଶାଳା। ଅନ୍ୟପକ୍ଷରେ ବିଜେଡି, ବିଜେପି ଓ କଂଗ୍ରେସ ନିଜ ସପକ୍ଷରେ ବିଜୟକୁ ନେବା ପାଇଁ ପ୍ରସ୍ତୁତି ଜୋରଦାର ଚାଲିଛି। ଏହା ସତ୍ତ୍ୱେ ଉପନିର୍ବାଚନ ପାଇଁ ତାରିଖ ଘୋଷଣା କରାଯାଉ ନାହିଁ। ତାହାହେଲେ ଏଠି ପ୍ରଶ୍ନ ଉଠିଛି କାହିଁକି ଘୁଞ୍ଚି ଘୁଞ୍ଚି ଚାଲିଛି ବିଜେପୁର ଉପନିର୍ବାଚନ ତାରିଖ? ଉପନିର୍ବାଚନ ବିଳମ୍ବ ପଛରେ କାମ କରୁଛିକି ଅଦୃଶ୍ୟ ଶକ୍ତି? ଏହାକୁ ନେଇ ଆରମ୍ଭ ହୋଇଛି ଆରୋପ ଓ ପ୍ରତ୍ୟାରୋପ ରାଜନୀତି। କଂଗ୍ରେସ ଓ ବିଜେଡି ନିର୍ବାଚନ କମିଶନଙ୍କୁ ଟାର୍ଗେଟ କରିଛନ୍ତି।

ଅଗଷ୍ଟ ୨୨ରେ ବିଜେପୁର ବିଧାୟକ ସୁବଳ ସାହୁଙ୍କ ଦେହାନ୍ତ ହୋଇଥିଲା। ସେହିପରି ସେପ୍ଟେମ୍ୱର ୧୭ ତାରିଖରେ ରାଜସ୍ଥାନ ଅଲଓ୍ୱର ଆସନରେ ବିଜେପି ସାଂସଦ ମହନ୍ତ ଚାନ୍ଦ ନାଥଙ୍କ ମୃତ୍ୟୁ ହୋଇଥିବା ବେଳେ ଅଗଷ୍ଟ ୨୮ରେ ରାଜସ୍ଥାନ ମଣ୍ଡଲାଗଡ଼ରେ ବିଜେପି ବିଧାୟିକା କିର୍ତ୍ତି କୁମାରୀଙ୍କ ମୃତ୍ୟୁ ହୋଇଥିଲା। ମାତ୍ର ବିଜେପୁରକୁ ଛାଡ଼ି ଏହି ଦୁଇ ଆସନରେ ଉପନିର୍ବାଚନ ପାଇଁ ଗତକାଲି ତାରିଖ ଘୋଷଣା ହୋଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story