ମାଓ କ୍ୟାମ୍ପରେ ଚଢ଼ାଉ: ବନ୍ଧୁକ ଜବତ

ମାଲକାନଗିରି: ମାଲକାନଗିରି ସୀମାନ୍ତ ଛତିଶଗଡ଼ ସୁକମାର ଭେଜି ଜଙ୍ଗଲରେ ଏକ ମାଓ କ୍ୟାମ୍ପ ଠାବ ହୋଇଛି। ଭେଜି ଜଙ୍ଗଲରେ ମାଓ ଶିବିର ଚାଲିଥିବା ଖବର ପାଇ ୨୦୨ କୋବ୍ରା ଟିମ୍ ଅପରେସନ କରିଥିଲେ। ଚଢ଼ଉ ବେଳେ ମାଓବାଦୀମାନେ ଖସିଯାଇଥିଲେ ମଧ୍ୟ ବିପୁଳ ପରିମାଣର ମାଓ ସାମଗ୍ରୀ ଜବତ ହୋଇଛି। ଘଟଣାସ୍ଥଳରୁ ଯବାନ ଦୁଇଟି ବନ୍ଧୁକ, କିଟ୍ ବ୍ୟାଗ, ଗୁଳି, ସୋଲାର ଲାଇଟ ସହ ପୋଷାକ ଜବତ କରିଛନ୍ତି। ମାଓବାଦୀମାନେ କୌଣସି ବଡ଼ ଧରଣର ଯୋଜନା କରୁଥିବା ଅନୁମାନ […]

mao

mao

Rakesh Mallick
  • Published: Friday, 08 December 2017
  • Updated: 08 December 2017, 02:02 PM IST

Sports

Latest News

ମାଲକାନଗିରି: ମାଲକାନଗିରି ସୀମାନ୍ତ ଛତିଶଗଡ଼ ସୁକମାର ଭେଜି ଜଙ୍ଗଲରେ ଏକ ମାଓ କ୍ୟାମ୍ପ ଠାବ ହୋଇଛି। ଭେଜି ଜଙ୍ଗଲରେ ମାଓ ଶିବିର ଚାଲିଥିବା ଖବର ପାଇ ୨୦୨ କୋବ୍ରା ଟିମ୍ ଅପରେସନ କରିଥିଲେ। ଚଢ଼ଉ ବେଳେ ମାଓବାଦୀମାନେ ଖସିଯାଇଥିଲେ ମଧ୍ୟ ବିପୁଳ ପରିମାଣର ମାଓ ସାମଗ୍ରୀ ଜବତ ହୋଇଛି।

ଘଟଣାସ୍ଥଳରୁ ଯବାନ ଦୁଇଟି ବନ୍ଧୁକ, କିଟ୍ ବ୍ୟାଗ, ଗୁଳି, ସୋଲାର ଲାଇଟ ସହ ପୋଷାକ ଜବତ କରିଛନ୍ତି। ମାଓବାଦୀମାନେ କୌଣସି ବଡ଼ ଧରଣର ଯୋଜନା କରୁଥିବା ଅନୁମାନ କରି ଅପରେସନକୁ ଜୋରଦାର କରାଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story