ବନ୍ଧୁକ ଛାଡ଼ିଲେ, ସମାଜର ମୁଖ୍ୟସ୍ରୋତରେ ସାମିଲ ହେଲେ

<p>ମାଲକାନଗିରି: ମାଲକାନଗିରିରେ ହାର୍ଡକୋର ମାଓ ଦମ୍ପତି ଆତ୍ମସମର୍ପଣ କରିଛନ୍ତି।&nbsp; ସେମାନେ ହେଲେ ବିଜଲ କାଡ୍&zwnj;ମେ ଓ ସୋନି ଓୟାମ। ମାଲାକାନଗିରି ଏସପିଙ୍କ ନିକଟରେ ବିଜଲ ଓ ସୋନି ଆତ୍ମସମର୍ପଣ କରିଛନ୍ତି।&nbsp; ଉଭୟଙ୍କ ଘର ଛତିଶଗଡ଼ ବିଜାପୁର ଜିଲ୍ଲାରେ ବୋଲି ଜଣାପଡ଼ିଛି।</p> <p>୨୦୦୮ମସିହାରୁ ଏମାନେ ମାଓ ସଂଗଠନ ପାଇଁ କାମ କରୁଥିଲେ।&nbsp; ଉଭୟଙ୍କୁ ଧରାଇ ଦେଲେ ୨ ଲକ୍ଷ ଟଙ୍କା ଲେଖାଏଁ ପୁରସ୍କାର ମିଳିବା ନେଇ ପୂର୍ବରୁ ଘୋଷଣା ହୋଇଥିଲା।&nbsp; ଦୁହିଁଙ୍କ ନାଁରେ ଓଡ଼ିଶା ଓ ଛତିଶଗଡ଼ରେ ୧୭ରୁ ଅଧିକ ମାମଲା ରହିଥିବା ସୂଚନା ମିଳିଛି।</p>

Ordigital Desk
  • Published: Friday, 24 November 2017
  • Updated: 24 November 2017, 11:02 AM IST

Sports

Latest News

<p>ମାଲକାନଗିରି: ମାଲକାନଗିରିରେ ହାର୍ଡକୋର ମାଓ ଦମ୍ପତି ଆତ୍ମସମର୍ପଣ କରିଛନ୍ତି।&nbsp; ସେମାନେ ହେଲେ ବିଜଲ କାଡ୍&zwnj;ମେ ଓ ସୋନି ଓୟାମ। ମାଲାକାନଗିରି ଏସପିଙ୍କ ନିକଟରେ ବିଜଲ ଓ ସୋନି ଆତ୍ମସମର୍ପଣ କରିଛନ୍ତି।&nbsp; ଉଭୟଙ୍କ ଘର ଛତିଶଗଡ଼ ବିଜାପୁର ଜିଲ୍ଲାରେ ବୋଲି ଜଣାପଡ଼ିଛି।</p><p>୨୦୦୮ମସିହାରୁ ଏମାନେ ମାଓ ସଂଗଠନ ପାଇଁ କାମ କରୁଥିଲେ।&nbsp; ଉଭୟଙ୍କୁ ଧରାଇ ଦେଲେ ୨ ଲକ୍ଷ ଟଙ୍କା ଲେଖାଏଁ ପୁରସ୍କାର ମିଳିବା ନେଇ ପୂର୍ବରୁ ଘୋଷଣା ହୋଇଥିଲା।&nbsp; ଦୁହିଁଙ୍କ ନାଁରେ ଓଡ଼ିଶା ଓ ଛତିଶଗଡ଼ରେ ୧୭ରୁ ଅଧିକ ମାମଲା ରହିଥିବା ସୂଚନା ମିଳିଛି।</p>

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos