ତହସିଲଦାରଙ୍କ ଅଫିସରେ ମାଓ ପୋଷ୍ଟର

Ordigital Desk
  • Published: Sunday, 26 November 2017
  • , Updated: 26 November 2017, 09:18 AM IST
<p>କଲ୍ୟାଣସିଂହପୁର: ରାୟଗଡ଼ା ଜିଲ୍ଲା କଲ୍ୟାଣସିଂହପୁର ତହସିଲଦାର କାର୍ଯ୍ୟାଳୟରେ&nbsp; ୨ଟି ମାଓ ପୋଷ୍ଟର ଲାଗିଥିବା ଦେଖିବାକୁ ମିଳିଛି। ଏଥିରେ ସିପିଆଇ ମାଓବାଦୀ&nbsp; ରାୟଗଡ଼ା ଡିଭିଜନ ବୋଲି ଉଲ୍ଲେଖ ରହିଛି।</p> <p>କମ୍ୱିଂ ଅପରେସନ୍ ବନ୍ଦ ଓ ନିୟମଗିରିକୁ&nbsp; ସଡ଼କ ପଥ ନିର୍ମାଣ ବନ୍ଦ କରିବାକୁ ପୋଷ୍ଟରରେ ଦାବି କରାଯାଇଛି। ଏହାସହିତ କମ୍ୱିଂ ଅପରେସନ ମୁଖ୍ୟ ସୁରେଶ କୁମାର ବଳ, ଠିକାଦାର ଓ ପୋଲିସ ଇନ୍&zwnj;ଫରମାନଙ୍କୁ ମାଓ ବିରୋଧୀ କାର୍ଯ୍ୟରୁ ନିବୃତ୍ତ ରହିବା ପାଇଁ ମଧ୍ୟ ପରାମର୍ଶ ଦିଆଯାଇଛି।</p>

Related story