କନ୍ଧମାଳ ଓ ରାୟଗଡ଼ାରେ ମାଓବାଦୀ-ପୋଲିସ୍‌ ମୁହାଁମୁହିଁ

କନ୍ଧମାଳ/ରାୟଗଡ଼ା: କମ୍ବିଂ ଅପରେଶନ ବେଳେ କନ୍ଧମାଳ ଓ ରାୟଗଡା ଜିଲ୍ଲାରେ ମାଓବାଦୀଙ୍କ ସହ ସୁରକ୍ଷା କର୍ମୀ ମୁହାଁମୁହିଁ ହୋଇଛନ୍ତି। ଏଥିରେ କେହି ମୃତାହତ ହୋଇ ନ ଥିଲେ ମଧ୍ୟ ପୋଲିସ୍‌କୁ ଏକ ବଡ଼ ସଫଳତା ମିଳିଛି। କନ୍ଧମାଳର ଫିରିଙ୍ଗିଆ ଜାଜଶପଙ୍ଗା ଜଙ୍ଗଲକୁ ସିଆରପିଏଫ୍‌ ଓ ଡିଭିଏଫ୍‌ ଯବାନ କମ୍ବିଂ ପାଇଁ ଯାଇଥିବା ବେଳେ ମାଓବାଦୀଙ୍କ ସହ ଗୁଳି ବିନିମୟ ହୋଇଥିଲା। ସେହିପରି ରାୟଗଡ଼ା ଜିଲ୍ଲା ଅମ୍ବାଦଳା ଥାନା ଅନ୍ତର୍ଗତ ସମରଝୋଲା ଜଙ୍ଗଲରେ ମାଓବାଦୀ ଓ ପୋଲିସ ମଧ୍ୟରେ […]

maobadi

maobadi

Rakesh Mallick
  • Published: Friday, 28 April 2017
  • Updated: 28 April 2017, 05:10 PM IST

Sports

Latest News

କନ୍ଧମାଳ/ରାୟଗଡ଼ା: କମ୍ବିଂ ଅପରେଶନ ବେଳେ କନ୍ଧମାଳ ଓ ରାୟଗଡା ଜିଲ୍ଲାରେ ମାଓବାଦୀଙ୍କ ସହ ସୁରକ୍ଷା କର୍ମୀ ମୁହାଁମୁହିଁ ହୋଇଛନ୍ତି। ଏଥିରେ କେହି ମୃତାହତ ହୋଇ ନ ଥିଲେ ମଧ୍ୟ ପୋଲିସ୍‌କୁ ଏକ ବଡ଼ ସଫଳତା ମିଳିଛି।

କନ୍ଧମାଳର ଫିରିଙ୍ଗିଆ ଜାଜଶପଙ୍ଗା ଜଙ୍ଗଲକୁ ସିଆରପିଏଫ୍‌ ଓ ଡିଭିଏଫ୍‌ ଯବାନ କମ୍ବିଂ ପାଇଁ ଯାଇଥିବା ବେଳେ ମାଓବାଦୀଙ୍କ ସହ ଗୁଳି ବିନିମୟ ହୋଇଥିଲା।

ସେହିପରି ରାୟଗଡ଼ା ଜିଲ୍ଲା ଅମ୍ବାଦଳା ଥାନା ଅନ୍ତର୍ଗତ ସମରଝୋଲା ଜଙ୍ଗଲରେ ମାଓବାଦୀ ଓ ପୋଲିସ ମଧ୍ୟରେ ଗୁଳି ବିନିମୟ ହୋଇଛି। ଗତକାଲି ରାତି ଠାରୁ ଆଜି ସକାଳ ପର୍ଯ୍ୟନ୍ତ ଉଭୟ ପକ୍ଷ ମଧ୍ୟରେ ଗୁଳି ବିନିମୟ ହୋଇଥିଲା।

ଗତକାଲି ରାତିରେ ସୁରକ୍ଷା କର୍ମୀ କମ୍ବିଂ କରୁଥିବା ବେଳେ ଏକ ମାଓ କ୍ୟାମ୍ପ ଠାବ କରିଥିଲା। ସେଠାରେ ଉଭୟ ପକ୍ଷ ମଧ୍ୟରେ ଗୁଳି ବିନିମୟ ହୋଇଥିଲା। ଏଥିରେ ମାଓ କ୍ୟାମ୍ପ ଧ୍ୱଂସ ହୋଇଯାଇଛି। କ୍ୟାମ୍ପରୁ ବିପୁଳ ପରିମାଣରେ ବିସ୍ଫୋରକ ଓ ଅନ୍ୟାନ୍ୟ ମାଓ ସାମଗ୍ରୀ ଜବତ କରାଯାଇ ଥିବା ବିଷମକଟକ ଏସ୍‌ଡିପିଓ ସୂଚନା ଦେଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story