ମାପଚୁପ ପରେ ତ୍ରାହି ଅଚ୍ୟୁତ ଆଶ୍ରମରେ ଜବରଦଖଲ ଉଚ୍ଛେଦ ଲାଗି ହାଇକୋର୍ଟଙ୍କ ନିର୍ଦ୍ଦେଶ

କଟକ: ଝିଇଣ୍ଟି ଶାସନରେ ଥିବା ତ୍ରାହି ଅଚ୍ୟୁତ ଆଶ୍ରମରେ ମାପଚୁପ କରିବା ପରେ ଉଚ୍ଛେଦ କରିବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଆସନ୍ତାକାଲି ବିବାଦୀୟ ଅଞ୍ଚଳରେ ମାପଚୁପ କରିବାକୁ ବାଲିଅନ୍ତା ତହସିଲଦାରଙ୍କୁ କୋର୍ଟ ଏହି ନିର୍ଦ୍ଦେଶ ଦେଇଛନ୍ତି। ତ୍ରାହି ଅଚ୍ୟୁତ ଟ୍ରଷ୍ଟର ଆବେଦନ ଶୁଣାଣି କରି କୋର୍ଟ ଏହା କହିଛନ୍ତି। ଗତକାଲି ପ୍ରଶାସନ ପକ୍ଷରୁ ଆଶ୍ରମରେ ଜବରଦଖଲ ଉଚ୍ଛେଦ ପ୍ରକ୍ରିୟା ଆରମ୍ଭ ହୋଇଥିଲା। ଆଶ୍ରମ ନିଜସ୍ୱ ଯାଗା ଉପରେ ରହିଛି, ଏହାକୁ ମାପଚୁପ ନ କରି ଭଙ୍ଗାଯିବା ବେଆଇନ […]

ashrama

ashrama

Rakesh Mallick
  • Published: Thursday, 07 April 2016
  • Updated: 08 April 2016, 04:16 AM IST

Sports

Latest News

କଟକ: ଝିଇଣ୍ଟି ଶାସନରେ ଥିବା ତ୍ରାହି ଅଚ୍ୟୁତ ଆଶ୍ରମରେ ମାପଚୁପ କରିବା ପରେ ଉଚ୍ଛେଦ କରିବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଆସନ୍ତାକାଲି ବିବାଦୀୟ ଅଞ୍ଚଳରେ ମାପଚୁପ କରିବାକୁ ବାଲିଅନ୍ତା ତହସିଲଦାରଙ୍କୁ କୋର୍ଟ ଏହି ନିର୍ଦ୍ଦେଶ ଦେଇଛନ୍ତି। ତ୍ରାହି ଅଚ୍ୟୁତ ଟ୍ରଷ୍ଟର ଆବେଦନ ଶୁଣାଣି କରି କୋର୍ଟ ଏହା କହିଛନ୍ତି।

ଗତକାଲି ପ୍ରଶାସନ ପକ୍ଷରୁ ଆଶ୍ରମରେ ଜବରଦଖଲ ଉଚ୍ଛେଦ ପ୍ରକ୍ରିୟା ଆରମ୍ଭ ହୋଇଥିଲା। ଆଶ୍ରମ ନିଜସ୍ୱ ଯାଗା ଉପରେ ରହିଛି, ଏହାକୁ ମାପଚୁପ ନ କରି ଭଙ୍ଗାଯିବା ବେଆଇନ ବୋଲି ଟ୍ରଷ୍ଟ ପକ୍ଷରୁ ଅଭିଯୋଗ କରାଯାଇଥିଲା। ମାମଲାର ପ୍ରାରମ୍ଭିକ ଶୁଣାଣିରେ କେତେ ପରିମାଣର ଯାଗା ଜବରଦଖଲରେ ରହିଛି କୋର୍ଟ ଜାଣିବାକୁ ଚାହିଁ ଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story