ବିଜୁ ପଟ୍ଟନାୟକଙ୍କ ଜନ୍ମ ଶତବାର୍ଷିକୀ ଉତ୍ସବରେ ଯୋଗଦେବେ ବହୁ ଜାତୀୟ ନେତା

ଭୁବନେଶ୍ୱର: ମାର୍ଚ୍ଚ ୫ ତାରିଖରେ ପାରାଦୀପରେ ପାଳନ ହେବ ବିଜୁ ଜନ୍ମ ଶତବାର୍ଷିକୀ ଉତ୍ସବ। ପାରାଦୀପ ବିଜୁ ପଟ୍ଟନାୟକ ମେମୋରିଆଲ୍ ଟ୍ରଷ୍ଟ୍ ଏହାକୁ ଆୟୋଜନ କରିବ। ଏ ନେଇ ଆଜି ଟ୍ରଷ୍ଟ କାର୍ଯ୍ୟାଳୟରେ ଏକ ସାମ୍ୱାଦିକ ସମ୍ମିଳନୀ କରାଯାଇ ସୂଚନା ଦିଆଯାଇଛି। ଏହି ଉତ୍ସବରେ ରାଜ୍ୟପାଳ ଏସ୍‌.ସି ଜମିର ମୁଖ୍ୟଅତିଥି ଭାବେ ଯୋଗଦେବେ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ଏଥିରେ ସାମିଲ ହେବେ। ଗୁରୁତ୍ୱପୂର୍ଣ୍ଣ କଥା ହେଲା ଏଥିରେ ବହୁ ଜାତୀୟସ୍ତରର ନେତା ଯୋଗଦେବେ। ବିଶେଷ କରି […]

Biju-Patnaik

Biju-Patnaik

Rakesh Mallick
  • Published: Sunday, 21 February 2016
  • Updated: 22 February 2016, 03:59 AM IST

Sports

Latest News

ଭୁବନେଶ୍ୱର: ମାର୍ଚ୍ଚ ୫ ତାରିଖରେ ପାରାଦୀପରେ ପାଳନ ହେବ ବିଜୁ ଜନ୍ମ ଶତବାର୍ଷିକୀ ଉତ୍ସବ। ପାରାଦୀପ ବିଜୁ ପଟ୍ଟନାୟକ ମେମୋରିଆଲ୍ ଟ୍ରଷ୍ଟ୍ ଏହାକୁ ଆୟୋଜନ କରିବ। ଏ ନେଇ ଆଜି ଟ୍ରଷ୍ଟ କାର୍ଯ୍ୟାଳୟରେ ଏକ ସାମ୍ୱାଦିକ ସମ୍ମିଳନୀ କରାଯାଇ ସୂଚନା ଦିଆଯାଇଛି। ଏହି ଉତ୍ସବରେ ରାଜ୍ୟପାଳ ଏସ୍‌.ସି ଜମିର ମୁଖ୍ୟଅତିଥି ଭାବେ ଯୋଗଦେବେ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ଏଥିରେ ସାମିଲ ହେବେ। ଗୁରୁତ୍ୱପୂର୍ଣ୍ଣ କଥା ହେଲା ଏଥିରେ ବହୁ ଜାତୀୟସ୍ତରର ନେତା ଯୋଗଦେବେ। ବିଶେଷ କରି ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର, ଶରଦ ପାୱାର, ସମାଜବାଦୀ ପାର୍ଟି ମୁଖ୍ୟ ମୁଲାୟମ୍ ସିଂହ ଯାଦବ ଓ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ପ୍ରମୁଖ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି।

ପ୍ରତିବର୍ଷ ବିଜୁ ବାବୁଙ୍କ ଜୟନ୍ତୀ ଉତ୍ସବକୁ ପାରାଦୀପଠାରେ ମହାଆଡ଼ମ୍ୱରରେ ପାଳନ କରାଯାଉଛି। ଚଳତବର୍ଷ ତାଙ୍କର ୧୦୦ତମ ଜୟନ୍ତୀ ହୋଇଥିବାରୁ ଏହାକୁ ଜାକଜମକରେ ପାଳନ କରିବା ପାଇଁ ବ୍ୟାପକ ବ୍ୟବସ୍ଥା କରାଯାଇଛି। ଏହି ଅବସରରେ ବିଜୁବାବୁଙ୍କ ଜୀବନଶୈଳୀକୁ ନେଇ ଏକ ଫଟୋ ପ୍ରଦର୍ଶନୀ ଆୟୋଜନ କରାଯିବ। ଏହାସହ ଏକ ୩୦ ମିନିଟ୍‌ର ଟେଲି ଫିଲ୍ମ ପ୍ରଦର୍ଶନ କରାଯିବା ସହିତ ଏକ ସୋଭେନିୟର୍ ମଧ୍ୟ ପ୍ରକାଶ କରାଯିବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story