କରୋନା ରୋକିବାକୁ ନିୟମାବଳୀ; କାନ୍ଥକୁ ଅନାଇ ଯିବାକୁ ଦିଆଗଲା ପରାମର୍ଶ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟରେ କରୋନା ସଂକ୍ରମଣ ବଢୁଥିବାରୁ ଏଥିରୁ ରକ୍ଷା ପାଇବା ଲାଗି ରାଜ୍ୟ ସରକାର ନୂଆ ନିୟମାବଳୀ ଜାରି କରିଛନ୍ତି। ଜାରି ହୋଇଥିବା ନିୟମାବଳୀ କଡ଼ାକଡ଼ି ପାଳନ କରିବା ଲାଗି ସରକାରଙ୍କ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି। ସମସ୍ତ ସରକାରୀ ବିଭାଗ ଓ କାର୍ଯ୍ୟାଳୟରେ ସାମାଜିକ ଦୂରତା ବଜାୟ ରଖିବା ଲାଗି ସରକାରଙ୍କ ପକ୍ଷରୁ ଏହି ନିୟମାବଳୀରେ ନିର୍ଦ୍ଦେଶ ଦିଆଯାଇଛି । ଅଫିସର ସମସ୍ତ କର୍ମଚାରୀ ଓ ଅଧିକାରୀ ଡ୍ୟୁଟି ସମୟରେ ମାସ୍କ ପିନ୍ଧିବାକୁ ବାଧ୍ୟତାମୂଳକ କରାଯାଇଛି […]

_covid-19-

_covid-19-

Niharika Rout
  • Published: Tuesday, 09 June 2020
  • Updated: 09 June 2020, 02:54 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟରେ କରୋନା ସଂକ୍ରମଣ ବଢୁଥିବାରୁ ଏଥିରୁ ରକ୍ଷା ପାଇବା ଲାଗି ରାଜ୍ୟ ସରକାର ନୂଆ ନିୟମାବଳୀ ଜାରି କରିଛନ୍ତି। ଜାରି ହୋଇଥିବା ନିୟମାବଳୀ କଡ଼ାକଡ଼ି ପାଳନ କରିବା ଲାଗି ସରକାରଙ୍କ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି।

ସମସ୍ତ ସରକାରୀ ବିଭାଗ ଓ କାର୍ଯ୍ୟାଳୟରେ ସାମାଜିକ ଦୂରତା ବଜାୟ ରଖିବା ଲାଗି ସରକାରଙ୍କ ପକ୍ଷରୁ ଏହି ନିୟମାବଳୀରେ ନିର୍ଦ୍ଦେଶ ଦିଆଯାଇଛି । ଅଫିସର ସମସ୍ତ କର୍ମଚାରୀ ଓ ଅଧିକାରୀ ଡ୍ୟୁଟି ସମୟରେ ମାସ୍କ ପିନ୍ଧିବାକୁ ବାଧ୍ୟତାମୂଳକ କରାଯାଇଛି । ଏଥିରେ ଖିଲାପ କଲେ ଶୃଙ୍ଖଳା ଭଙ୍ଗ ଅଭିଯୋଗରେ କାର୍ଯ୍ୟାନୁଷ୍ଠାନ ନିଆଯିବ ।

ଅଫିସରେ ବସିବା ବେଳେ ସାମାଜିକ ଦୂରତା ଯେପରି ନିଶ୍ଚିତ ଭାବେ ବଜାୟ ରହିବ, ତାକୁ ସମସ୍ତେ ପ୍ରାଧାନ୍ୟ ଦେବେ।  ବିଭାଗୀୟ ଡ୍ରାଇଭର, ସୁରକ୍ଷାକର୍ମୀ ଓ ଜଗୁଆଳିଙ୍କ ସମେତ ସମସ୍ତେ ମାସ୍କ ପିନ୍ଧିବେ । ନିୟମିତ ହାତ ଧୋଇବେ ଓ ସାମାଜିକ ଦୂରତା ବଜାୟ ରଖିବେ।

ସେହିପରି ଅଫିସ ପରିସରରେ ଛେପ ପକାଇବାକୁ ସଂପୂର୍ଣ୍ଣ ନିଷେଧ କରାଯାଇଛି । ଏହା କର୍ମଚାରୀ ଓ ଭିଜିଟର ଉଭୟଙ୍କ ପାଇଁ ଲାଗୁ ହେବ । ଖିଲାପ କଲେ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ନିୟମାବଳୀରେ ରହିଛି । ସ୍ୱାସ୍ଥ୍ୟଗତ ସମସ୍ୟା ଥିବା ବୟସ୍କ ଓ ଗର୍ଭବତୀ କର୍ମଚାରୀ ସାଧାରଣ ଲୋକଙ୍କ ସଂସ୍ପର୍ଶରେ ନ ଆସିବାକୁ କୁହାଯାଇଛି ।

ଅଫିସ୍‌ରେ ଲିଫ୍ଟ ଭିତରେ ୪ରୁ ଅଧିକ ଲୋକ ଯିବାକୁ ବାରଣ କରାଯାଇଛି।  ଯଥାସମ୍ଭବ ଲିଫ୍ଟ ବ୍ୟବହାର ନ କରି ଶିଢ଼ିରେ ଯିବାକୁ ପରାମର୍ଶ ଦିଆଯାଇଛି । ଏହାବ୍ୟତୀତ ସମସ୍ତେ କାନ୍ଥ ଆଡ଼କୁ ଅନାଇ ଯିବାକୁ ନିୟମାବଳୀରେ ପରାମର୍ଶ ଦିଆଯାଇଛି।

ବାରମ୍ବାର ହାତ ଲାଗୁଥିବା ଉପକରଣକୁ ନିୟମିତ ସାନିଟାଇଜ କରାଯିବ । ଓ୍ୱାର୍କଷ୍ଟେସନ, କି-ବୋର୍ଡ, ଟେଲିଫୋନ୍, ଶିଢ଼ି ରେଲିଂ, ଦୁଆର ହ୍ୟାଣ୍ଡେଲ ଆଦି ସ୍ଥାନକୁ ସାବୁନ କିମ୍ବା ବିଶୋଧକ ସାମଗ୍ରୀରେ ସଫା କରିବାକୁ ହେବ । ଯଥାସମ୍ଭବ ଅନ୍ୟର ମୋବାଇଲ୍, ଡେସ୍କ ଓ ଅନ୍ୟ ବ୍ୟବହାର ସାମଗ୍ରୀଠାରୁ ଦୂରେଇ ରହିବାକୁ ମଧ୍ୟ ପରାମର୍ଶ ଦିଆଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story