ଆସନ୍ତା ୨୦ରୁ ମାଟ୍ରିକ୍‌ ଖାତା ଦେଖା ଆରମ୍ଭ

କଟକ: ଆସନ୍ତା ୨୦ ତାରିଖରୁ ମାଟ୍ରିକ୍‌ ପରୀକ୍ଷା ଖାତା ଦେଖା ଆରମ୍ଭ ହେବ। ୬୦ଟି କେନ୍ଦ୍ରରେ ୧୪,୦୦୦ରୁ ଅଧିକ ପରୀକ୍ଷକ ଖାତା ଦେଖିବେ। ଆସନ୍ତା ୧୯ ତାରିଖ ସୁଦ୍ଧା ସବୁ କେନ୍ଦ୍ରରେ ଖାତା ପହଞ୍ଚିବାକୁ ନିର୍ଦ୍ଦେଶ ଦିଆଯାଇଛି। ମାଟ୍ରିକ୍‌ ଖାତା ଦେଖା ପାଇଁ  ୭୦୩ ଜଣ ମୁଖ୍ୟ ପରୀକ୍ଷକ, ୨,୯୦୦ ଉପ ମୁଖ୍ୟ ପରୀକ୍ଷକ ଓ ୧୧,୨୬୫ ଜଣ ପରୀକ୍ଷକ ଖାତା ଦେଖିବେ। ଆସନ୍ତା ୧୦ ଦିନ ଭିତରେ ଖାତା ଦେଖା ସରିବ ବୋଲି ବୋର୍ଡ ସଭାପତି […]

matric exam

matric exam

Rakesh Mallick
  • Published: Saturday, 18 March 2017
  • Updated: 18 March 2017, 11:01 PM IST

Sports

Latest News

କଟକ: ଆସନ୍ତା ୨୦ ତାରିଖରୁ ମାଟ୍ରିକ୍‌ ପରୀକ୍ଷା ଖାତା ଦେଖା ଆରମ୍ଭ ହେବ। ୬୦ଟି କେନ୍ଦ୍ରରେ ୧୪,୦୦୦ରୁ ଅଧିକ ପରୀକ୍ଷକ ଖାତା ଦେଖିବେ। ଆସନ୍ତା ୧୯ ତାରିଖ ସୁଦ୍ଧା ସବୁ କେନ୍ଦ୍ରରେ ଖାତା ପହଞ୍ଚିବାକୁ ନିର୍ଦ୍ଦେଶ ଦିଆଯାଇଛି।

ମାଟ୍ରିକ୍‌ ଖାତା ଦେଖା ପାଇଁ  ୭୦୩ ଜଣ ମୁଖ୍ୟ ପରୀକ୍ଷକ, ୨,୯୦୦ ଉପ ମୁଖ୍ୟ ପରୀକ୍ଷକ ଓ ୧୧,୨୬୫ ଜଣ ପରୀକ୍ଷକ ଖାତା ଦେଖିବେ। ଆସନ୍ତା ୧୦ ଦିନ ଭିତରେ ଖାତା ଦେଖା ସରିବ ବୋଲି ବୋର୍ଡ ସଭାପତି ସୁଶାନ୍ତ ଦାସ କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story