ଭିନ୍ନକ୍ଷମ ତାଲିମ କେନ୍ଦ୍ରରେ ସେକ୍ସ ରାକେଟ୍ ମାମଲା: ମୁଖ୍ୟ ଅଭିଯୁକ୍ତ ସୁରେଶ ଗିରଫ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଭୁବନେଶ୍ୱର ପଲାସପଲ୍ଲୀ ଭିନ୍ନକ୍ଷମ ତାଲିମ କେନ୍ଦ୍ରର ସାଧାରଣ ସମ୍ପାଦକ ସୁରେଶଙ୍କୁ ଗିରଫ କରାଯାଇଛି। ଭିନ୍ନକ୍ଷମ ତାଲିମ କେନ୍ଦ୍ରରେ ସେକ୍ସ କାରବାର ଓ ଦିବ୍ୟାଙ୍ଗଙ୍କୁ ନିର୍ଯାତନା ମାମଲାରେ ମୁଖ୍ୟ ଅଭିଯୁକ୍ତ ସୁରେଶ ବେହେରାଙ୍କୁ ଶୁକ୍ରବାର ଅଟକ ରଖାଯାଇଥିଲା। ଏହି ମାମଲାରେ ଅନ୍ୟ ୬ ଜଣଙ୍କୁ ବି ଗିରଫ କରାଯାଇଛି। ଯେଉଁଥିରେ ଖୋର୍ଦ୍ଧା ଜିଲ୍ଲା ସମାଜ ମଙ୍ଗଳ କାର୍ଯ୍ୟାଳୟର କିରାଣୀ ସଂଗ୍ରାମ ଦାଶ ବି ଅଛନ୍ତି। ଏହାଛଡ଼ା ଭିନ୍ନକ୍ଷମ ତାଲିମ କେନ୍ଦ୍ରର ୨ ଜଣ କର୍ମଚାରୀଙ୍କୁ […]

suresh

suresh

Ranjit Kumar Jena
  • Published: Sunday, 07 February 2021
  • Updated: 07 February 2021, 06:27 PM IST

Sports

Latest News

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଭୁବନେଶ୍ୱର ପଲାସପଲ୍ଲୀ ଭିନ୍ନକ୍ଷମ ତାଲିମ କେନ୍ଦ୍ରର ସାଧାରଣ ସମ୍ପାଦକ ସୁରେଶଙ୍କୁ ଗିରଫ କରାଯାଇଛି। ଭିନ୍ନକ୍ଷମ ତାଲିମ କେନ୍ଦ୍ରରେ ସେକ୍ସ କାରବାର ଓ ଦିବ୍ୟାଙ୍ଗଙ୍କୁ ନିର୍ଯାତନା ମାମଲାରେ ମୁଖ୍ୟ ଅଭିଯୁକ୍ତ ସୁରେଶ ବେହେରାଙ୍କୁ ଶୁକ୍ରବାର ଅଟକ ରଖାଯାଇଥିଲା। ଏହି ମାମଲାରେ ଅନ୍ୟ ୬ ଜଣଙ୍କୁ ବି ଗିରଫ କରାଯାଇଛି। ଯେଉଁଥିରେ ଖୋର୍ଦ୍ଧା ଜିଲ୍ଲା ସମାଜ ମଙ୍ଗଳ କାର୍ଯ୍ୟାଳୟର କିରାଣୀ ସଂଗ୍ରାମ ଦାଶ ବି ଅଛନ୍ତି।

ଏହାଛଡ଼ା ଭିନ୍ନକ୍ଷମ ତାଲିମ କେନ୍ଦ୍ରର ୨ ଜଣ କର୍ମଚାରୀଙ୍କୁ ଗିରଫ କରାଯାଇ ତଦନ୍ତ କରାଯାଉଛି। ମାମଲାରେ ଭୁବନେଶ୍ୱରର ଜଣେ ଦଲାଲ ଓ କଟକର ଜଣେ ରାଣୀ ମହୁମାଛି ବି ରହିଛନ୍ତି। ଏହି ମାମଲାରେ ଏମାନଙ୍କୁ ରିମାଣ୍ଡରେ ଆଣିବାକୁ ପ୍ରୟାସ କରାଯିବା ସହ ଭିନ୍ନକ୍ଷମ କେନ୍ଦ୍ରର ସିସିଟିଭି ଯାଞ୍ଚ କରାଯିବ ବୋଲି ଭୁବନେଶ୍ୱର ଡିସିପି ଉମାଶଙ୍କର ଦାସ ସୂଚନା ଦେଇଛନ୍ତି। କେଉଁ ସମୟରେ, କେଉଁ ଭଳି ଭାବେ ଏବଂ ଏହି ମାମଲାରେ କିଏ କିଏ ସାମିଲ ଅଛନ୍ତି, ସେ ଦିଗକୁ ଆଖି ଆଗରେ ରଖି ତଦନ୍ତ କରାଯିବ ବୋଲି ଡିସିପି କହିଛନ୍ତି।

ଅଭିଯୋଗ ଅନୁସାରେ ଭିନ୍ନକ୍ଷମ ତାଲିମ କେନ୍ଦ୍ରରେ ହାଇ ପ୍ରୋଫାଇଲ ସେକ୍ସ ରାକେଟ ଚାଲିଥିଲା। ଏପରିକି ଦିବ୍ୟାଙ୍ଗଙ୍କୁ ମଧ୍ୟ ନିର୍ଯାତନା ଦିଆଯାଉଥିଲା। ଏହାର ଏକ ଭିଡିଓ ଭାଇରାଲ ହେବା ପରେ କେଳେଙ୍କାରୀର ଗୁମର ଫିଟିଥିଲା। କେମିତି ହୁଏ ଡିଲ୍ ତାହାର ଏକ ଭିଡିଓ ସାମ୍ନାକୁ ଆସିବା ପରେ ସମଗ୍ର ରାଜ୍ୟରେ ହଇଚଇ ସୃଷ୍ଟି ହୋଇଥିଲା। ଦିନରେ ୨୫ ଶହ, ରାତି ପାଇଁ ୫ ହଜାର ଟଙ୍କାରେ ହୁଏ ଡିଲ୍। ବାହାରୁ ଯୁବତୀ ଆସନ୍ତି। ଆଉ ତାଙ୍କ ପାଇଁ ନାମୀଦାମୀ ଗ୍ରାହକ ଠିକ୍ କରନ୍ତି ସୁରେଶ ଚନ୍ଦ୍ର ବେହେରା।

ଏମିତିକି ତାଲିମ କେନ୍ଦ୍ର ତଦାରଖ କରିବାକୁ ଆସୁଥିବା କିଛି ସରକାରୀ ବାବୁଙ୍କ ପାଇଁ ଏଠାରେ ଥିଲା ସ୍ୱତନ୍ତ୍ର ରୁମ୍ ସହ ସ୍ୱତନ୍ତ୍ର ବ୍ୟବସ୍ଥା। ବଡ କଥା ହେଲା କେବେ କେବେ ବାହାରୁ ଯୁବତୀ ଆସି ନ ପାରିଲେ, ସେଠାରେ ରହୁଥିବା ଭିନ୍ନକ୍ଷମ ଯୁବତୀଙ୍କୁ ମଧ୍ୟ ବାଧ୍ୟ କରାଯାଇ ବ୍ୟବହାର କରାଯାଉଥିବାର ସାଂଘାତିକ ଅଭିଯୋଗ ହୋଇଛି।

ଭିନ୍ନକ୍ଷମ ତାଲିମ କେନ୍ଦ୍ରରେ ଏଭଳି ଅନୈତିକ କାଣ୍ଡ ନେଇ ଡିସେମ୍ବରରୁ ଏୟାରପୋର୍ଟ ଥାନାରେ ଅଭିଯୋଗ ହୋଇଥିଲେ ବି ଚାପରେ ପଡ଼ି ତଦନ୍ତ ଆଗକୁ ବଢ଼ିନଥିବା ଅଭିଯୋଗ ହୋଇଥିଲା। ତେବେ ଘଟଣା ସାମ୍ନାକୁ ଆସିବା ପରଠୁ ସାଧାରଣ ସଂପାଦକ ସୁରେଶ ଚନ୍ଦ୍ର ବେହେରାଙ୍କ ପତ୍ତା ମିଳୁ ନ ଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story