ନିର୍ମାଣଧୀନ ମେଡାକାଲ କଲେଜର ଭିତ୍ତିଭୂମି ପରଖିଲେ ଏମ୍‌ସିଆଇ ଟିମ୍‌

ବଲାଙ୍ଗୀର (ଓଡ଼ିଶା ରିପୋର୍ଟର): ବଲାଙ୍ଗୀରରେ ନିର୍ମାଣାଧୀନ ମେଡିକାଲ କଲେଜର ଭିତ୍ତିଭୂମି ପରଖିଛନ୍ତି ଏମ୍‌ସିଆଇ ଟିମ୍‌। ଆଜି ଟିମ୍‌ ସଦସ୍ୟମାନେ ଡିନଙ୍କ ଉପସ୍ଥିତିରେ ମେଡ଼ିକାଲ କଲେଜକୁ ଯାଇ ନିର୍ମାଣ କାମର ଅନୁଧ୍ୟାନ କରିଛନ୍ତି। ଏହା ସହିତ କ୍ଲାସ ରୁମ, କମନ ରୁମ, ଲାଇବ୍ରେରୀ ଆଦି ବୁଲି ଦେଖିଛନ୍ତି। ଏହାପରେ ଏମ୍‌ସିଆଇ ଟିମ୍‌ ବଲାଙ୍ଗୀର ମୁଖ୍ୟ ଚିକିତ୍ସାଳୟ ପରିଦର୍ଶନ କରିଥିଲେ। କାରଣ ୩ ବର୍ଷ ପାଇଁ ମେଡିକାଲ କଲେଜର ହସ୍ପିଟାଲ ଭାବେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ କାମରେ ଲଗାଯିବ। ଏହି […]

bolangir mci team

bolangir mci team

Rakesh Mallick
  • Published: Wednesday, 01 November 2017
  • Updated: 01 November 2017, 10:03 PM IST

ବଲାଙ୍ଗୀର (ଓଡ଼ିଶା ରିପୋର୍ଟର): ବଲାଙ୍ଗୀରରେ ନିର୍ମାଣାଧୀନ ମେଡିକାଲ କଲେଜର ଭିତ୍ତିଭୂମି ପରଖିଛନ୍ତି ଏମ୍‌ସିଆଇ ଟିମ୍‌। ଆଜି ଟିମ୍‌ ସଦସ୍ୟମାନେ ଡିନଙ୍କ ଉପସ୍ଥିତିରେ ମେଡ଼ିକାଲ କଲେଜକୁ ଯାଇ ନିର୍ମାଣ କାମର ଅନୁଧ୍ୟାନ କରିଛନ୍ତି। ଏହା ସହିତ କ୍ଲାସ ରୁମ, କମନ ରୁମ, ଲାଇବ୍ରେରୀ ଆଦି ବୁଲି ଦେଖିଛନ୍ତି।

ଏହାପରେ ଏମ୍‌ସିଆଇ ଟିମ୍‌ ବଲାଙ୍ଗୀର ମୁଖ୍ୟ ଚିକିତ୍ସାଳୟ ପରିଦର୍ଶନ କରିଥିଲେ। କାରଣ ୩ ବର୍ଷ ପାଇଁ ମେଡିକାଲ କଲେଜର ହସ୍ପିଟାଲ ଭାବେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ କାମରେ ଲଗାଯିବ। ଏହି ତିନି ଜଣିଆ ଟିମ୍‌ ଦୁଇଦିନ ବଲାଙ୍ଗୀରରେ ରହି ଭିତ୍ତିଭୂମି ଯାଞ୍ଚ କରିବେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story