ରୋଗୀ ଆଗେ, ସିଏମ ପଛେ: ସାବାସ୍‌ ଟ୍ରାଫିକ୍‌ କନଷ୍ଟେବଳ ଜଗନ୍ନାଥ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କିଛି ଦିନ ତଳେ ଟ୍ରାଫିକ୍‌ ଜାମରେ ଫସି ଜଣେ ଶିଶୁ ମୃତ୍ୟକୁ ଘଟଣାକୁ ନିନ୍ଦା ଅପବାଦର ବୋଝ ମୁଣ୍ଡାଇଥିବା ଭୁବନେଶ୍ୱର ଟ୍ରାଫିକ୍‌ ପୁଲିସ ଏଥର ମାନବିକତା ଦେଖାଇ ଚର୍ଚ୍ଚାକୁ ଆସିଛି। ଏଥର ଆମ୍ବୁଲାନ୍ସ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ କାରକେଡକୁ ଅଟକିବାକୁ ପଡ଼ିଛି। ରୋଗୀ ପାଇଁ ମୁଖ୍ୟମନ୍ତ୍ରୀଙ୍କ କାରକେଡକୁ ଅଟକାଇଥିବା ଟ୍ରାଫିକ୍‌ କନଷ୍ଟେବଳଙ୍କ ପ୍ରତି ଏବେ ପ୍ରଶଂସାର ସୁଅ ଛୁଟିଛି। ଆଉ ସେଇ କନଷ୍ଟେବଳ ଜଣଙ୍କ ହେଉଛନ୍ତି ଜଗନ୍ନାଥ ଜୟସିଂ। ଗତକାଲି ସମୟ ରାତି […]

690

690

Tapas Behera
  • Published: Monday, 02 March 2020
  • Updated: 02 March 2020, 06:36 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କିଛି ଦିନ ତଳେ ଟ୍ରାଫିକ୍‌ ଜାମରେ ଫସି ଜଣେ ଶିଶୁ ମୃତ୍ୟକୁ ଘଟଣାକୁ ନିନ୍ଦା ଅପବାଦର ବୋଝ ମୁଣ୍ଡାଇଥିବା ଭୁବନେଶ୍ୱର ଟ୍ରାଫିକ୍‌ ପୁଲିସ ଏଥର ମାନବିକତା ଦେଖାଇ ଚର୍ଚ୍ଚାକୁ ଆସିଛି। ଏଥର ଆମ୍ବୁଲାନ୍ସ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ କାରକେଡକୁ ଅଟକିବାକୁ ପଡ଼ିଛି। ରୋଗୀ ପାଇଁ ମୁଖ୍ୟମନ୍ତ୍ରୀଙ୍କ କାରକେଡକୁ ଅଟକାଇଥିବା ଟ୍ରାଫିକ୍‌ କନଷ୍ଟେବଳଙ୍କ ପ୍ରତି ଏବେ ପ୍ରଶଂସାର ସୁଅ ଛୁଟିଛି। ଆଉ ସେଇ କନଷ୍ଟେବଳ ଜଣଙ୍କ ହେଉଛନ୍ତି ଜଗନ୍ନାଥ ଜୟସିଂ। ଗତକାଲି ସମୟ ରାତି ପ୍ରାୟ ୭ଟା ୪୫ରେ  ମୁଖ୍ୟମନ୍ତ୍ରୀଙ୍କ କାରକେଡ ଏଜି ଛକ ପାର୍ଶ୍ୱରୁ ନବୀନ ନିବାସ  ଅଭିମୁଖେ ଦ୍ରୁତ ଗତିରେ ଯାଉଥିଲା।

ଏଥିପାଇଁ ଟ୍ରାଫିକ ବ୍ୟବସ୍ଥା ମଧ୍ୟ କଡ଼ାକଡ଼ି କରାଯାଇଥିଲା। କ୍ୟାପିଟାଲ ହସ୍ପିଟାଲ ଟ୍ରାଫିକ ଛକରେ ଡ୍ୟୁଟିରେ ଥିଲେ ଜଗନ୍ନାଥ। ହେଲେ ମୁଖ୍ୟମନ୍ତ୍ରୀଙ୍କ କାରକେଡ ପହଞ୍ଚି ସାରିଥିଲା ବେଳେ ଆମ୍ବୁଲାନ୍ସ ସାଇରନ ବାଜିଲା।  ଆଉ ହଠାତ୍‌ ମୁଖ୍ୟମନ୍ତ୍ରୀଙ୍କ କାରକେଡକୁ ଅଟାକାଇଥିଲେ ଜଗନ୍ନାଥ।  ଆମ୍ବୁଲାନ୍ସ ଯିବା ପରେ ମୁଖ୍ୟମନ୍ତ୍ରୀଙ୍କ କାରକେଡ ଯାଇଥିଲା।

ଏହି ଘଟଣାରେ ନିଜର ପ୍ରତିକ୍ରିୟା ଦେଇ ଜଗନ୍ନାଥ କହିଛନ୍ତି ଯେ, ଯେତେବେଳେ ମୁଖ୍ୟମନ୍ତ୍ରୀଙ୍କ କାରକେଡ୍‌ ଏଜି ଛକରୁ ଆସୁଥିଲା।  ସେଇ ସମୟରେ  ଶିଶୁଭବନ ଛକରୁ ମେସେଜ୍‌ ଆସିଲାକି ଏକ ଆମ୍ବୁଲାନ୍ସ ଆସୁଛି। ତେଣୁ ପ୍ରଥମେ ଇମାରଜେନ୍ସି ଗାଡ଼ି ଯିବା ଉଚିତ ବୋଲି ମୁଁ ଅନୁଭବ କଲି। ତେଣୁ ମୁଁ ପ୍ରଥମେ ସିଏମଙ୍କ କାରକେଡ୍‌କୁ ଅଟକାଇବା ପାଇଁ ମୁଁ ଅନୁରୋଧ କରିଥିଲି । ଏହି ସମୟରେ ଆଉ ଗୋଟିଏ ଆମ୍ବୁଲାନ୍ସ ମଧ୍ୟ ଆସୁଥିଲା। ତେଣୁ ଉଭୟଙ୍କୁ ଛାଡ଼ିବା ପରେ ମୁଖ୍ୟମନ୍ତ୍ରୀ କାରକେଡ୍‌ ଯାଇଥିଲା।  ଯେହେତୁ ଜଣେ ରୋଗୀର ଜୀବନ ମରଣ କଥା ତେଣୁ ସେମାନଙ୍କୁ ଆଗେ ଛଡ଼ାଯିବା ଉଚିତ୍ ବୋଲି ସେ କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story