ପୁଣି ଫେଲ୍‌ ମାରିଲା ମନ୍ତ୍ରୀ ଓ ଶିକ୍ଷକଙ୍କ ଆଲୋଚନା: ଜାରି ରହିବ ଆନ୍ଦୋଳନ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଘନ ଘନ ବୈଠକ ଓ ଆଲୋଚନା ସତ୍ତ୍ୱେ ଶିକ୍ଷକଙ୍କ ସମସ୍ୟାର ସମାଧାନ ନେଇ ବାଟ ଫିଟୁନି। ସଂଘ ସଭାପତିଙ୍କ ଆନ୍ଦୋଳନ ସ୍ଥଗିତ ହେବା ଘୋଷଣା କରିବାର କିଛି ସମୟ ପରେ ଆନ୍ଦୋଳନରତ ଶିକ୍ଷକଙ୍କ ମଧ୍ୟରେ ଦେଖା ଦେଇଥିଲା ଉତ୍ତେଜନା। ଶିକ୍ଷକମାନେ ସଭାପତିଙ୍କ ଘୋଷଣାକୁ ସିଧା ସିଧା ପ୍ରତ୍ୟାଖାନ କରି ଲୋୟର ପିଏମ୍‌ଜିରେ ରାସ୍ତା ଅବରୋଧ କରିଥିଲେ। ଏପରି ସ୍ଥିତିରେ କିଛି ନା କିଛି ବାଟ ବାହାର କରିବାକୁ ପୁଣି ଥରେ ଶି୪କ ନେତାଙ୍କୁ […]

teacher

teacher

Rakesh Mallick
  • Published: Thursday, 09 November 2017
  • Updated: 09 November 2017, 10:31 PM IST

Sports

Latest News

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଘନ ଘନ ବୈଠକ ଓ ଆଲୋଚନା ସତ୍ତ୍ୱେ ଶିକ୍ଷକଙ୍କ ସମସ୍ୟାର ସମାଧାନ ନେଇ ବାଟ ଫିଟୁନି। ସଂଘ ସଭାପତିଙ୍କ ଆନ୍ଦୋଳନ ସ୍ଥଗିତ ହେବା ଘୋଷଣା କରିବାର କିଛି ସମୟ ପରେ ଆନ୍ଦୋଳନରତ ଶିକ୍ଷକଙ୍କ ମଧ୍ୟରେ ଦେଖା ଦେଇଥିଲା ଉତ୍ତେଜନା। ଶିକ୍ଷକମାନେ ସଭାପତିଙ୍କ ଘୋଷଣାକୁ ସିଧା ସିଧା ପ୍ରତ୍ୟାଖାନ କରି ଲୋୟର ପିଏମ୍‌ଜିରେ ରାସ୍ତା ଅବରୋଧ କରିଥିଲେ। ଏପରି ସ୍ଥିତିରେ କିଛି ନା କିଛି ବାଟ ବାହାର କରିବାକୁ ପୁଣି ଥରେ ଶି୪କ ନେତାଙ୍କୁ ଆଲୋଚନା ପାଇଁ ଡକାଇଥିଲେ ଗଣଶିକ୍ଷା ମନ୍ତ୍ରୀ। ହେଲେ ଏଥିରୁ ମଧ୍ୟ କିଛି ଫଲ ବାହାରିଲାନାହିଁ। ଦାବି ପୂରଣ ପାଇଁ ନିର୍ଦ୍ଧିଷ୍ଟ ତାରିଖ ଘୋଷଣା କରିବାକୁ ଶିକ୍ଷା ସହାୟକ ସଂଘ ଏବଂ ରାଜ୍ୟ ପ୍ରାଥମିକ ଶିକ୍ଷକ ସଂଘ ଅଡି ବସିଥିଲେ। ଫଳରେ ଆଲୋଚନା ବିଫଳ ହୋଇଯାଇଥିଲା।

ଏବେ ଆନ୍ଦୋଳନ ଜାରି ରଖିବାକୁ ଶିକ୍ଷା ସହାୟକ ସଂଘ ଏବଂ ପ୍ରାଥମିକ ଶିକ୍ଷକ ସଂଘ ନିଷ୍ପତ୍ତି ନେଇଥିବା ଶିକ୍ଷା ସହାୟକ ସଂଘ ସଭାପତି ମଳୟ ଜେନା ସୂଚନା ଦେଇଛନ୍ତି। ଏହା ପୂର୍ବରୁ ୩ ଦଫା ଦାବି ନେଇ ଲୋୟର ପିଏମ୍‌ରେ ଧାରଣାରତ ଶିକ୍ଷକଙ୍କ ସହ ଆଲୋଚନା କରିଥିଲେ ମନ୍ତ୍ରୀ। ୨୨ଶହରୁ ୨୮ଶହ ଗ୍ରେଡ ପେ ପ୍ରଦାନ, ଶିକ୍ଷା ସହାୟକ ପଦବୀ ଉଚ୍ଛେଦ କରି ଜୁନିୟର ଶିକ୍ଷକ ଭାବେ ନିଯୁକ୍ତି ପ୍ରଦାନ ଆଦି ପ୍ରମୁଖ ଦଫା ଦାବି ପ୍ରସଙ୍ଗ ନେଇ ଆଲୋଚନା ହୋଇଥିଲା। ଆଲୋଚନା ପରେ ଶିଶୁଦିବସ ପାଳନ ପାଇଁ ଆନ୍ଦୋଳନ ସ୍ଥଗିତ ରଖାଗଲା ବୋଲି ଗଣମାଧ୍ୟମକୁ ସଂଘ ସଭାପତି ସୂଚନା ଦେଇଥିଲେ। କିନ୍ତୁ ସଂଘର ଆନ୍ଦୋଳନ ସ୍ଥଗିତ ନିଷ୍ପତ୍ତିକୁ ଅନ୍ୟ ସଦସ୍ୟମାନେ ବିରୋଧ କରିଥିଲେ।ଏହାସହ ସଭାପତିଙ୍କ ଇସ୍ତଫା ଦାବି କରିଥିଲେ।

ଶିକ୍ଷକଙ୍କ ଆନ୍ଦୋଳନକୁ ସମର୍ଥନ କରି ରାଜ୍ୟ ସରକାରଙ୍କୁ ସମାଲୋଚନା କରିଛନ୍ତି ବିଜେପି ମୁଖପାତ୍ର ସଜ୍ଜନ ଶର୍ମା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story