ପୁଲିସ-ବିଜେପି ଯୁବ ମୋର୍ଚ୍ଚା ମୁହାଁମୁହିଁ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ରାଜଧାନୀରେ ବିଜେପି ଯୁବମୋର୍ଚ୍ଚା ଶକ୍ତି ପ୍ରଦର୍ଶନ କରିଛି। ଲୋୟର ପିଏମ୍‌ଜି, ୧୨୦ ବାଟାଲିୟନ୍ ଓ ଆର୍‌.ବି.ଆଇ. ଛକରେ ପୁଲିସ ସହ ଯୁବମୋର୍ଚ୍ଚା କର୍ମାଙ୍କର ଧସ୍ତାଧସ୍ତି ହୋଇଛି। ବିଧାନସଭା ଘେରାଉ କରିବାକୁ ଯାଉଥିବା ବେଳେ ଆଜି ଏପରି ପରିସ୍ଥିତି ସୃଷ୍ଟି ହୋଇଛି। ଯୁବମୋର୍ଚ୍ଚା କର୍ମୀମାନେ ବିଜେପି କାର୍ଯ୍ୟାଳୟରୁ ବିଶାଳ ଶୋଭାଯାତ୍ରାରେ ବାହାରିଥିଲେ। ସେମାନେ ବିଧାନସଭା ଅଭିମୁଖେ ଯାଉଥିବା ବେଳେ ପୁଲିସ ଅଟକାଇଥିଲା। ଫଳରେ ଉଭୟଙ୍କ ମଧ୍ୟରେ ଖଣ୍ଡଯୁଦ୍ଧ ହୋଇଥିଲା। ଶହ ଶହ ବିଜେପି ଯୁବ […]

bjp

bjp

Manoranjan Sial
  • Published: Thursday, 07 February 2019
  • Updated: 07 February 2019, 05:33 PM IST

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ରାଜଧାନୀରେ ବିଜେପି ଯୁବମୋର୍ଚ୍ଚା ଶକ୍ତି ପ୍ରଦର୍ଶନ କରିଛି। ଲୋୟର ପିଏମ୍‌ଜି, ୧୨୦ ବାଟାଲିୟନ୍ ଓ ଆର୍‌.ବି.ଆଇ. ଛକରେ ପୁଲିସ ସହ ଯୁବମୋର୍ଚ୍ଚା କର୍ମାଙ୍କର ଧସ୍ତାଧସ୍ତି ହୋଇଛି। ବିଧାନସଭା ଘେରାଉ କରିବାକୁ ଯାଉଥିବା ବେଳେ ଆଜି ଏପରି ପରିସ୍ଥିତି ସୃଷ୍ଟି ହୋଇଛି।

ଯୁବମୋର୍ଚ୍ଚା କର୍ମୀମାନେ ବିଜେପି କାର୍ଯ୍ୟାଳୟରୁ ବିଶାଳ ଶୋଭାଯାତ୍ରାରେ ବାହାରିଥିଲେ। ସେମାନେ ବିଧାନସଭା ଅଭିମୁଖେ ଯାଉଥିବା ବେଳେ ପୁଲିସ ଅଟକାଇଥିଲା। ଫଳରେ ଉଭୟଙ୍କ ମଧ୍ୟରେ ଖଣ୍ଡଯୁଦ୍ଧ ହୋଇଥିଲା। ଶହ ଶହ ବିଜେପି ଯୁବ ମୋର୍ଚ୍ଚା କର୍ମୀଙ୍କୁ ଆନ୍ଦୋଳନ ସ୍ଥଳରୁ ଉଠାଇ ନେଇଥିଲା ପୁଲିସ। ପରେ ଆନ୍ଦୋଳନକାରୀ ଅନ୍ୟ ରାସ୍ତା ଦେଇ ବିଧାନସଭା ଘେରଉ ପାଇଁ ଆସୁଥିଲେ। ପୁଲିସ ସେମାନଙ୍କୁ ଅଟକାଇଥିଲା।

ଏପରିକି ବିଜେପି ଯୁବ ମୋର୍ଚ୍ଚା ରାଷ୍ଟ୍ରୀୟ ସାଧାରଣ ସମ୍ପାଦକ ସୌରଭ ଚୌଧୁରୀଙ୍କୁ ପୁଲିସ ଅଟକ ରଖିଛି। ବେକାରୀ ସମସ୍ୟା, ଯୁବ ମାରଣ ନୀତି ଓ ରାଜ୍ୟ ସରକାରଙ୍କ ଅପାରଗତା ଅଭିଯୋଗ କରି ଗର୍ଜିଛି ବିଜେପି ଯୁବ ମୋର୍ଚ୍ଚା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story