ଆହୁରି ବର୍ଷିବ: ୧୯ ଜିଲ୍ଲାକୁ ସତର୍କ କଲା ପାଣିପାଗ ବିଭାଗ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଲଗାଣ ବର୍ଷା ଯୋଗୁ ରାଜ୍ୟର ଅନେକ ଅଞ୍ଚଳ ଜଳାର୍ଣ୍ଣବ ହୋଇଯାଇଛି। ଭୁବନେଶ୍ୱର ଓ କଟକ ବି ଏଥିରୁ ବାଦ୍ ପଡ଼ିନି। ସହରର ଅନେକ ଅଞ୍ଚଳରେ ପାଣି ଲହଡ଼ି ଭାଙ୍ଗୁଛି। ପୁରୀରେ ମଧ୍ୟ ସମାନ ଅବସ୍ଥା। ଏଠି ବଡ଼ଦାଣ୍ଡରେ ପାଖାପାଖି ଆଣ୍ଠୁଏ ଉଚ୍ଚରେ ପାଣି ବହୁଛି। ବ୍ରହ୍ମଗିରିର ପ୍ରସିଦ୍ଧ ଅଲାରନାଥ ମନ୍ଦିରରେ ବି ପାଣି ପଶିଯାଇଛି। ବ୍ରହ୍ମପୁରର ଅନେକ ତଳି ଅଞ୍ଚଳରେ ପାଣି ପଶିଯାଇଛି। କଳାହାଣ୍ଡି ଜିଲ୍ଲାର ଅନେକ ଅଞ୍ଚଳ ଜଳାର୍ଣ୍ଣବ ହୋଇଯାଇଛି।  ରାୟଗଡ଼ାରେ […]

55

55

Rakesh Mallick
  • Published: Saturday, 21 July 2018
  • Updated: 21 July 2018, 10:18 AM IST

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଲଗାଣ ବର୍ଷା ଯୋଗୁ ରାଜ୍ୟର ଅନେକ ଅଞ୍ଚଳ ଜଳାର୍ଣ୍ଣବ ହୋଇଯାଇଛି। ଭୁବନେଶ୍ୱର ଓ କଟକ ବି ଏଥିରୁ ବାଦ୍ ପଡ଼ିନି। ସହରର ଅନେକ ଅଞ୍ଚଳରେ ପାଣି ଲହଡ଼ି ଭାଙ୍ଗୁଛି। ପୁରୀରେ ମଧ୍ୟ ସମାନ ଅବସ୍ଥା। ଏଠି ବଡ଼ଦାଣ୍ଡରେ ପାଖାପାଖି ଆଣ୍ଠୁଏ ଉଚ୍ଚରେ ପାଣି ବହୁଛି। ବ୍ରହ୍ମଗିରିର ପ୍ରସିଦ୍ଧ ଅଲାରନାଥ ମନ୍ଦିରରେ ବି ପାଣି ପଶିଯାଇଛି। ବ୍ରହ୍ମପୁରର ଅନେକ ତଳି ଅଞ୍ଚଳରେ ପାଣି ପଶିଯାଇଛି। କଳାହାଣ୍ଡି ଜିଲ୍ଲାର ଅନେକ ଅଞ୍ଚଳ ଜଳାର୍ଣ୍ଣବ ହୋଇଯାଇଛି।  ରାୟଗଡ଼ାରେ ନାଗାବଳୀ ଓ ବଂଶଧାରା ନଦୀ ଫୁଲୁଛି। ଗୁଣୁପୁରଠାରେ ବଂଶଧାରା ବିପଦ ସଙ୍କେତ ନିକଟରେ ରହିଛି। ତେବେ ଏତିକିରେ ବିପଦ ଟଳି ନାହିଁ। ଆହୁରି ବର୍ଷା ହେବାର ସମ୍ଭାବନା ରହିଛି। ଏଥିପାଇଁ ପାଣିପାଗ ବିଭାଗ ରାଜ୍ୟର ୧୯ଟି ଜିଲ୍ଲାକୁ ସତର୍କ ସୂଚନା ଜାରି କରିଛି। ଦିନ ୧ଟା ୧୫ ମିନିଟ୍ ପର୍ଯ୍ୟନ୍ତ ସତର୍କ ରହିବାକୁ କୁହାଯାଇଛି। ଏହି ସମୟ ମଧ୍ୟରେ ବଜ୍ରପାତ ସହିତ ପ୍ରବଳ ବର୍ଷା ହେବାର ସମ୍ଭାବନା ଥିବା କୁହାଯାଇଛି। ବାଲେଶ୍ୱର, ମୟୂରଭଞ୍ଜ, ଭଦ୍ରକ, କେନ୍ଦୁଝର, ଢେଙ୍କାନାଳ, ଯାଜପୁର, କେନ୍ଦ୍ରାପଡ଼ା, ଜଗତସିଂହପୁର, କଟକ, ପୁରୀ, ଖୋର୍ଦ୍ଧା, ନୟାଗଡ଼, ଗଞ୍ଜାମ, ଗଜପତି, ରାୟଗଡ଼ା, ମାଲକାନଗିରି, ସମ୍ବଲପୁର, ଦେବଗଡ଼ ଓ କୋରାପୁଟ ଜିଲ୍ଲାବାସୀଙ୍କୁ ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story