ମନ୍ତ୍ରୀ ଅରୁଣ ସାହୁଙ୍କୁ କଳାପତାକା ଦେଖାଇବାକୁ ଉଦ୍ୟମ, ୬ ବିଜେପି କର୍ମୀ ଅଟକ

ନୟାଗଡ଼: ନୟାଗଡ଼ର ରଣପୁରରେ ଆଇନମନ୍ତ୍ରୀ ଅରୁଣ ସାହୁଙ୍କୁ କଳାପତାକା ଦେଖାଇବାକୁ ଉଦ୍ୟମ କରୁଥିବା ବେଳେ ୬ ଜଣ ବିଜେପି କର୍ମୀଙ୍କୁ ପୋଲିସ୍‌ ଅଟକ ରଖିଛି। ରଣପୁର ତାରିଆରେ  ଆଜି ମନ୍ତ୍ରୀ ଅରୁଣ ସାହୁ ବିଜୁ ଶତବାର୍ଷିକୀ ପାଳନ ଉତ୍ସବରେ ଯୋଗ ଦେବାକୁ ଯାଉଥିବା ବେଳେ  ରଣପୁର ନିକଟରେ  କିଛି ବିଜେପି କର୍ମୀ ମନ୍ତ୍ରୀଙ୍କୁ କଳାପତାକା  ଦେଖାଇବାକୁ ଉଦ୍ୟମ କରିଥିଲେ। ମନ୍ତ୍ରୀ ଅରୁଣ ସାହୁ କହିଛନ୍ତି, “ଜଣେ ସ୍ୱାଧୀନତା ସଂଗ୍ରାମୀଙ୍କୁ  ଶ୍ରଦ୍ଧାଞ୍ଜଳି ଦେଲାବେଳେ ଏଭଳି ଉଦ୍ୟମ କରିବା ଅରୁଚିକର […]

nayagrah

nayagrah

Rakesh Mallick
  • Published: Wednesday, 20 July 2016
  • Updated: 20 July 2016, 01:17 PM IST

Sports

Latest News

ନୟାଗଡ଼: ନୟାଗଡ଼ର ରଣପୁରରେ ଆଇନମନ୍ତ୍ରୀ ଅରୁଣ ସାହୁଙ୍କୁ କଳାପତାକା ଦେଖାଇବାକୁ ଉଦ୍ୟମ କରୁଥିବା ବେଳେ ୬ ଜଣ ବିଜେପି କର୍ମୀଙ୍କୁ ପୋଲିସ୍‌ ଅଟକ ରଖିଛି। ରଣପୁର ତାରିଆରେ  ଆଜି ମନ୍ତ୍ରୀ ଅରୁଣ ସାହୁ ବିଜୁ ଶତବାର୍ଷିକୀ ପାଳନ ଉତ୍ସବରେ ଯୋଗ ଦେବାକୁ ଯାଉଥିବା ବେଳେ  ରଣପୁର ନିକଟରେ  କିଛି ବିଜେପି କର୍ମୀ ମନ୍ତ୍ରୀଙ୍କୁ କଳାପତାକା  ଦେଖାଇବାକୁ ଉଦ୍ୟମ କରିଥିଲେ।

ମନ୍ତ୍ରୀ ଅରୁଣ ସାହୁ କହିଛନ୍ତି, “ଜଣେ ସ୍ୱାଧୀନତା ସଂଗ୍ରାମୀଙ୍କୁ  ଶ୍ରଦ୍ଧାଞ୍ଜଳି ଦେଲାବେଳେ ଏଭଳି ଉଦ୍ୟମ କରିବା ଅରୁଚିକର ମାନସିକତାର ପରିଚୟ। ବିଜୁ ବାବୁଙ୍କ ଶତବାର୍ଷିକୀରେ ଉତ୍ସାହର ସହ ହଜାର ହଜାର  ଲୋକ ଯୋଗ ଦେଇଥିଲେ। ଏହା ସଫଳତାର ସହ ଶେଷ ହୋଇଛି। କିଏ କଳା ପତାକା ଦେଖାଇଛି  ଆମ ପାଖରେ ଖବର ନାହିଁ।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story