ଅରୁଣ ସାହୁଙ୍କୁ ଘେରିଲେ ବିରୋଧୀ: ପଚାରିଲେ, କେଉଁ ଆଧାରରେ ବଣ୍ଟା ଯାଉଛି କାଳିଆ ଟଙ୍କା?

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟରେ ଚାଷୀ ସଂଖ୍ୟ କେତେ? କେଉଁ ଆଧାରରେ ବଣ୍ଟା ଯାଉଛି କାଳିଆ ଟଙ୍କା? ଏହି ପ୍ରସଙ୍ଗରେ ଆଜି ବିଧାନସଭାରେ ସରକାରଙ୍କୁ ଘେରିଛନ୍ତି ବିରୋଧୀ। ଏପରିକି ଶାସକ ଦଳ ସଦସ୍ୟମାନେ ଏହି ପ୍ରସଙ୍ଗରେ କୃଷି ମନ୍ତ୍ରୀଙ୍କୁ ଅଡୁଆରେ ପକାଇଛନ୍ତି। ଆଜି ପ୍ରଶ୍ନ ଉତ୍ତର କାଳରେ କୃଷିମନ୍ତ୍ରୀ ଅରୁଣ ସାହୁଙ୍କ ଉଦ୍ଦେଶ୍ୟରେ ଆଜି ପ୍ରଥମ ପ୍ରଶ୍ନ ଥିଲା କଂଗ୍ରେସ ବିଧାୟକ ତାରାପ୍ରସାଦ ବାହିନୀପତିଙ୍କର। ୨୦୧୦ ବେଳକୁ ରାଜ୍ୟରେ କେତେ ଲୋକ କୃଷି ଉପରେ ନିର୍ଭର କରୁଥିଲେ ଓ […]

aruna-sahoo

aruna-sahoo

Manoranjan Sial
  • Published: Wednesday, 26 June 2019
  • Updated: 26 June 2019, 05:05 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟରେ ଚାଷୀ ସଂଖ୍ୟ କେତେ? କେଉଁ ଆଧାରରେ ବଣ୍ଟା ଯାଉଛି କାଳିଆ ଟଙ୍କା? ଏହି ପ୍ରସଙ୍ଗରେ ଆଜି ବିଧାନସଭାରେ ସରକାରଙ୍କୁ ଘେରିଛନ୍ତି ବିରୋଧୀ। ଏପରିକି ଶାସକ ଦଳ ସଦସ୍ୟମାନେ ଏହି ପ୍ରସଙ୍ଗରେ କୃଷି ମନ୍ତ୍ରୀଙ୍କୁ ଅଡୁଆରେ ପକାଇଛନ୍ତି।

ଆଜି ପ୍ରଶ୍ନ ଉତ୍ତର କାଳରେ କୃଷିମନ୍ତ୍ରୀ ଅରୁଣ ସାହୁଙ୍କ ଉଦ୍ଦେଶ୍ୟରେ ଆଜି ପ୍ରଥମ ପ୍ରଶ୍ନ ଥିଲା କଂଗ୍ରେସ ବିଧାୟକ ତାରାପ୍ରସାଦ ବାହିନୀପତିଙ୍କର। ୨୦୧୦ ବେଳକୁ ରାଜ୍ୟରେ କେତେ ଲୋକ କୃଷି ଉପରେ ନିର୍ଭର କରୁଥିଲେ ଓ ୨୦୧୯ରେ ସେମାନଙ୍କ ସଂଖ୍ୟା କେତେ ହ୍ରାସ ପାଇଛି ବୋଲି ତାରା ପଚାରିଥିଲେ।

ଉତ୍ତରରେ କୃଷିମନ୍ତ୍ରୀ ଅରୁଣ ସାହୁ ୨୦୧୧ ଜନଗଣନା ରିପୋର୍ଟକୁ ଆଧାର କରି ରାଜ୍ୟରେ ୩୨ ଲକ୍ଷ ୮୦ ହଜାର କୃଷକ ଓ ୨୪ ଲକ୍ଷ ୨୦ ହଜାର କୃଷି ଶ୍ରମିକ ଥିବା କହିଥିଲେ। ତେବେ କଂଗ୍ରେସ ନେତା ନରସିଂହ ମିଶ୍ର ମନ୍ତ୍ରୀଙ୍କ ଏହି ଉତ୍ତରରେ ଆପତ୍ତି ଉଠାଇଥିଲେ। ରାଜ୍ୟରେ କୃଷକଙ୍କ ବର୍ତ୍ତମାନର ସଂଖ୍ୟା ଯଦି ନାହିଁ, ତାହାହେଲେ ସରକାର କେଉଁ ଆଧାରରେ କାଳିଆ ଟଙ୍କା ବାଣ୍ଟିଲେ ବୋଲି ନରସିଂହ ପ୍ରଶ୍ନ କରିଥିଲେ। ସରକାରଙ୍କ ପାଖରେ କ୍ଷୁଦ୍ର ଚାଷୀ, ଭାଗଚାଷୀ, ନାମମାତ୍ର ଚାଷୀ ଓ କୃଷି ଶ୍ରମିକଙ୍କ ତଥ୍ୟ ନଥିବା ଅଭିଯୋଗ ମଧ୍ୟ ନରସିଂହ କରିଥିଲେ। ଏହାର ଉତ୍ତରରେ ମନ୍ତ୍ରୀ କହିଥିଲେ, ଡିବିଟିରେ ୨୨ ଲକ୍ଷ ଚାଷୀଙ୍କୁ କାଳିଆ ଯୋଜନାରେ ଅନ୍ତର୍ଭୁକ୍ତ କରାଯାଇଛି। ପରେ ଗ୍ରୀନ୍ ଫର୍ମରେ ବହୁ ଚାଷୀ ଆବେଦନ କରିଛନ୍ତି। ଏନେଇ ତର୍ଜମା ଚାଲିଛି, ଖୁବ୍ ଶୀଘ୍ର ତଥ୍ୟ ଆସିବ। ତେବେ ବର୍ତ୍ତମାନ ସୁଦ୍ଧା ୫୦ ଲକ୍ଷ ଚାଷୀଙ୍କୁ କାଳିଆ ଟଙ୍କା ବଣ୍ଟାଯାଇଛି ବୋଲି ମନ୍ତ୍ରୀ ସୂଚନା ଦେଇଥିଲେ।

ତେବେ ମନ୍ତ୍ରୀଙ୍କ ଏଭଳି ଉତ୍ତରକୁ ନେଇ ଗୃହରେ କଂଗ୍ରେସ ସଦସ୍ୟ ସନ୍ତୋଷ ସିଂହ ସାଲୁଜା, ଶାସକ ଦଳ ବିଧାୟକ ଦେବୀ ମିଶ୍ର, ପ୍ରଫୁଲ୍ଲ ସାମଲ ପ୍ରମୁଖ ମଧ୍ୟ ଅତିରିକ୍ତ ପ୍ରଶ୍ନ ପଚାରି ମନ୍ତ୍ରୀଙ୍କ ଠାରୁ ସ୍ପଷ୍ଟୀକରଣ ଚାହିଁଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story