ଦେବୀ ମିଶ୍ରଙ୍କ ଘର ଘେରିଲା ନିଖିଳ ଓଡ଼ିଶା ଗ୍ରାମ ରୋଜଗାର ସେବକ ସଂଘ

ଭୁବନେଶ୍ୱର: ଜିଆରଏସ୍‌ମାନଙ୍କୁ ସ୍ଥାୟୀ ନିଯୁକ୍ତି ସହ ଖାଲି ପଡ଼ିଥିବା ପିଇଓ ପଦବୀରେ ଶତପ୍ରତିଶତ ନିଯୁକ୍ତି ଦାବି କରି ନିଖିଳ ଓଡ଼ିଶା ଗ୍ରାମ ରୋଜଗାର ସେବକ ସଂଘ ପକ୍ଷରୁ ଆଜି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ଦେବୀ ମିଶ୍ରଙ୍କ ବାସଭବନ ଘେରାଉ କରାଯାଇଛି। ଜିଆରଏସ୍‌ମାନଙ୍କୁ  ସ୍ଥାୟୀ ନିଯୁକ୍ତି ଦାବି ନେଇ ଗତ ଫେବୃଆରୀରେ ସଂଘ ରାଜ୍ୟାବ୍ୟାପୀ କାର୍ଯ୍ୟବନ୍ଦ ଆନ୍ଦୋଳନ ଡାକରା ଦେଇଥିଲା। ପଞ୍ଚାୟତ ସ୍ତରରେ ସମସ୍ତ କାର୍ଯ୍ୟ ବାଧାପ୍ରାପ୍ତ ହେବା ପରେ ରାଜ୍ୟ ସରକାର ସଂଘ ସହ ଆଲୋଚନା […]

minister

minister

Rakesh Mallick
  • Published: Saturday, 01 October 2016
  • Updated: 01 October 2016, 11:56 AM IST

Sports

Latest News

ଭୁବନେଶ୍ୱର: ଜିଆରଏସ୍‌ମାନଙ୍କୁ ସ୍ଥାୟୀ ନିଯୁକ୍ତି ସହ ଖାଲି ପଡ଼ିଥିବା ପିଇଓ ପଦବୀରେ ଶତପ୍ରତିଶତ ନିଯୁକ୍ତି ଦାବି କରି ନିଖିଳ ଓଡ଼ିଶା ଗ୍ରାମ ରୋଜଗାର ସେବକ ସଂଘ ପକ୍ଷରୁ ଆଜି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ଦେବୀ ମିଶ୍ରଙ୍କ ବାସଭବନ ଘେରାଉ କରାଯାଇଛି।

ଜିଆରଏସ୍‌ମାନଙ୍କୁ  ସ୍ଥାୟୀ ନିଯୁକ୍ତି ଦାବି ନେଇ ଗତ ଫେବୃଆରୀରେ ସଂଘ ରାଜ୍ୟାବ୍ୟାପୀ କାର୍ଯ୍ୟବନ୍ଦ ଆନ୍ଦୋଳନ ଡାକରା ଦେଇଥିଲା। ପଞ୍ଚାୟତ ସ୍ତରରେ ସମସ୍ତ କାର୍ଯ୍ୟ ବାଧାପ୍ରାପ୍ତ ହେବା ପରେ ରାଜ୍ୟ ସରକାର ସଂଘ ସହ ଆଲୋଚନା କରିଥିଲେ। ସରକାର ପ୍ରତିଶ୍ରୁତି ଦେବା ପରେ  ସଂଘ ଆନ୍ଦୋଳନ ପ୍ରତ୍ୟାହୃତ କରିଥିଲା।

ଆଜି ଯାଏଁ ଦାବି ପୂରଣ ହୋଇ ନ ଥିବାରୁ ଜିଆରଏସ୍‌ମାନେ ଗତ ୨୬ ତାରିଖରୁ ପୁଣି ଆନ୍ଦୋଳନକୁ ଓହ୍ଲାଇଛନ୍ତି। ଦାବି ପୂରଣ ନ ହେଲେ ଆନ୍ଦୋଳନ ଜୋରଦାର କରାଯିବ ବୋଲି ସଂଘ ଚେତାବନୀ ଦେଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story