ପିପିଲି ଦୁଷ୍କର୍ମ ପୀଡ଼ିତାକୁ ମାରିଲା କିଏ? ମହାରଥୀ କହିଲେ-‘ସମୟ’

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ବହୁଚର୍ଚ୍ଚିତ ପିପିଲି ଦୁଷ୍କର୍ମ ଓ ହତ୍ୟା ମାମଲାର ଦୁଇ ଅଭିଯୁକ୍ତ ଭାଇ ଦୋଷମୁକ୍ତ ହୋଇଛନ୍ତି। ପ୍ରମାଣ ଅଭାବରୁ ଭୁବନେଶ୍ୱର ପ୍ରଥମ ଅତିରିକ୍ତ ଜିଲ୍ଲା ଦୌରାଜଜ ଅଭିଯୁକ୍ତ ପ୍ରଶାନ୍ତ ପ୍ରଧାନ ଓ ସୁକାନ୍ତ ପ୍ରଧାନଙ୍କୁ ଦୋଷମୁକ୍ତ କରିଛନ୍ତି। ଏନେଇ ଆଜି ପ୍ରତିକ୍ରିୟା ରଖିଛନ୍ତି ପିପିଲି ବିଧାୟକ ତଥା ମନ୍ତ୍ରୀ ପ୍ରଦୀପ ମହାରଥୀ। ସେ କହିଛନ୍ତି-“ପୀଡ଼ିତା ପାଇଁ ମୁଁ ଦୁଃଖିତ। ରାୟକୁ ସମ୍ମାନ ଦେଉଛି। ସତ କେବେ ଲୁଚି ରହେନି। ଆଜି ସତ୍ୟର ବିଜୟ ହୋଇଛି। […]

by

by

Tapaswini Nayak
  • Published: Tuesday, 25 December 2018
  • Updated: 25 December 2018, 06:06 PM IST

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ବହୁଚର୍ଚ୍ଚିତ ପିପିଲି ଦୁଷ୍କର୍ମ ଓ ହତ୍ୟା ମାମଲାର ଦୁଇ ଅଭିଯୁକ୍ତ ଭାଇ ଦୋଷମୁକ୍ତ ହୋଇଛନ୍ତି। ପ୍ରମାଣ ଅଭାବରୁ ଭୁବନେଶ୍ୱର ପ୍ରଥମ ଅତିରିକ୍ତ ଜିଲ୍ଲା ଦୌରାଜଜ ଅଭିଯୁକ୍ତ ପ୍ରଶାନ୍ତ ପ୍ରଧାନ ଓ ସୁକାନ୍ତ ପ୍ରଧାନଙ୍କୁ ଦୋଷମୁକ୍ତ କରିଛନ୍ତି। ଏନେଇ ଆଜି ପ୍ରତିକ୍ରିୟା ରଖିଛନ୍ତି ପିପିଲି ବିଧାୟକ ତଥା ମନ୍ତ୍ରୀ ପ୍ରଦୀପ ମହାରଥୀ।

ସେ କହିଛନ୍ତି-“ପୀଡ଼ିତା ପାଇଁ ମୁଁ ଦୁଃଖିତ। ରାୟକୁ ସମ୍ମାନ ଦେଉଛି। ସତ କେବେ ଲୁଚି ରହେନି। ଆଜି ସତ୍ୟର ବିଜୟ ହୋଇଛି। ସତ ସତ ଓ ମିଛ ମିଛ ଜଣାପଡ଼ିଛି। ଆଜି କ୍ଷୀର ପାଣି ଅଲଗା ହୋଇଯାଇଛି। ପୀଡ଼ିତାକୁ ନ୍ୟାୟ ମିଳିଛି।”

ପୀଡ଼ିତାକୁ କିଏ ମାରିଲା ପ୍ରଶ୍ନରେ ମହାରଥୀ କହିଛନ୍ତି-“ପୀଡ଼ିତାକୁ ‘ସମୟ’ ମାରି ଦେଇଛି। ଯଦି ଘଟଣାକୁ କିଏ କଦର୍ଥ କରୁଥାଏ, ତାହାହେଲେ ସିଏ ଆପଣମାନେ(ମିଡିଆ)।”

‘ସମୟ’ କିଏ ବୋଲି ପଚାରିବାରୁ ସେ କହିଛନ୍ତି-“ଆପଣମାନଙ୍କ ପାଖରେ ମିଡିଆ ଅଛି ସତ୍ୟାସତ୍ୟ ଆପଣ ବାହାର କରନ୍ତୁ। ମୁଁ କିଏ? ମୁଁ ତ ନିମିତ୍ତ ମାତ୍ର। ମୁଁ ସେହି ସମୟରେ ବେଦନାରେ ଛଡ଼ପଟ୍‌ ହେଉଥିଲି। ଆଗରୁ କହୁଥିଲି ଓ ଏବେ ମଧ୍ୟ କହୁଛି ପୀଡ଼ିତାକୁ କିଏ ମାରିଲା ଜାଣିନି? ମାତ୍ର ତାକୁ ଯଦି କିଏ ମାରିଥାଏ, ସେ ହେଉଛନ୍ତି ଆପଣମାନେ(ମିଡିଆ)। ମିଛ କଥାକୁ ପ୍ରଚାର ନକରିବା ପାଇଁ ସେତେବେଳେ ମୁଁ କହିଥିଲି। ଦିନେ ନା ଦିନେ ସତ୍ୟର ବିଜୟ ହେବ ବୋଲି ଆଗରୁ କହିଥିଲି। ତାହା ଆଜି ସତ୍ୟରେ ପରିଣତ ହୋଇଛି। ଛବିରାଣୀର ବିଜୟ ହୋଇଥିଲା। ଆଜି ବେବିନାର ମଧ୍ୟ ବିଜୟ ହୋଇଛି।”

ଲୋକ ପ୍ରତିନିଧି ହିସାବରେ ରହସ୍ୟ ଜାଣିବାକୁ ଚାହିଁବେନି କି ପ୍ରଶ୍ନରେ ମହାରଥୀ କହିଛନ୍ତି-“ମୋର କ’ଣ ଦରକାର। ଜଣେ ଲୋକ ପ୍ରତିନିଧି ହିସାବରେ ମୋ ପାଖରେ ବହୁତ କାମ ରହିଛି। ମୁଁ ଏପରି କାମରେ ନିଜକୁ କେବେ ଅର୍ନ୍ତଭୁକ୍ତ କରିବାକୁ ଚାହେଁନି।”

https://youtu.be/OBZngNAQ0og

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story