ମନ୍ତ୍ରୀ ଦେଲେ କାର୍ଯ୍ୟର ମାସିକିଆ ହିସାବ, 'ଯାଞ୍ଚ' କରିବେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗତମାସରେ ଦେଇଥିବା ନିର୍ଦ୍ଦେଶ ଅନୁଯାୟୀ ରାଜ୍ୟର ସମସ୍ତ ମନ୍ତ୍ରୀ ନିଜ ନିଜ ବିଭାଗର ସମୀକ୍ଷା ରିପୋର୍ଟ ଦାଖଲ କରିଛନ୍ତି। ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ ସମସ୍ତ ମନ୍ତ୍ରୀ ନିଜ ବିଭାଗର କାର୍ଯ୍ୟର ସମୀକ୍ଷା ରିପୋର୍ଟ ଦାଖଲ କରିଛନ୍ତି। ଗତ ୨-୩ ଦିନ ମଧ୍ୟରେ ୬ଜଣ ମନ୍ତ୍ରୀ ନିଜର ରିପୋର୍ଟ ଦାଖଲ କରିଥିବାବେଳେ ବାକିଥିବା ମନ୍ତ୍ରୀ ଆଜି ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟକୁ ରିପୋର୍ଟ ପଠାଇଛନ୍ତି। ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ଏସବୁ […]

bjd

bjd

Manoranjan Sial
  • Published: Saturday, 06 July 2019
  • Updated: 06 July 2019, 08:41 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗତମାସରେ ଦେଇଥିବା ନିର୍ଦ୍ଦେଶ ଅନୁଯାୟୀ ରାଜ୍ୟର ସମସ୍ତ ମନ୍ତ୍ରୀ ନିଜ ନିଜ ବିଭାଗର ସମୀକ୍ଷା ରିପୋର୍ଟ ଦାଖଲ କରିଛନ୍ତି।
ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ ସମସ୍ତ ମନ୍ତ୍ରୀ ନିଜ ବିଭାଗର କାର୍ଯ୍ୟର ସମୀକ୍ଷା ରିପୋର୍ଟ ଦାଖଲ କରିଛନ୍ତି। ଗତ ୨-୩ ଦିନ ମଧ୍ୟରେ ୬ଜଣ ମନ୍ତ୍ରୀ ନିଜର ରିପୋର୍ଟ ଦାଖଲ କରିଥିବାବେଳେ ବାକିଥିବା ମନ୍ତ୍ରୀ ଆଜି ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟକୁ ରିପୋର୍ଟ ପଠାଇଛନ୍ତି। ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ଏସବୁ ରିପୋର୍ଟ ସହ ବାସ୍ତବ ସ୍ଥିତିକୁ ଯାଞ୍ଚ କରିବା ପରେ ବିଭାଗୀୟ ମନ୍ତ୍ରୀ ଓ ଅଫିସରଙ୍କୁ ଡକାଇ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ କରିବେ ବୋଲି ଜଣାପଡ଼ିଛି। ଉଲ୍ଲେଖଯୋଗ୍ୟ, ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ନିଜର ମନ୍ତ୍ରୀମାନଙ୍କୁ ପ୍ରତିମାସ ୭ତାରିଖ ସୁଦ୍ଧା ନିଜ ବିଭାଗୀୟ କାର୍ଯ୍ୟର ହିସାବ ଦେବା ପାଇଁ ନିର୍ଦ୍ଦେଶ ଦେଇଥିଲେ।

ଉଲ୍ଲେଖଯୋଗ୍ୟ, ଗତ ମେ’ ୨୯ତାରିଖରେ ନୂଆ ମନ୍ତ୍ରିମଣ୍ଡଳ ଗଠନ ହୋଇଥିବା ବେଳେ ଚଳିତମାସ ୨୦ତାରିଖ ପର୍ଯ୍ୟନ୍ତ ବ୍ୟକ୍ତିଗତ ସଚିବ(ବରିଷ୍ଠ ଓଏଏସ୍ ଅଫିସର) ନିଯୁକ୍ତି ମିଳିନଥିବାରୁ ମନ୍ତ୍ରୀମାନେ ଠିକ୍ ଭାବେ ନିଜ ଅଫିସ କାର୍ଯ୍ୟ କରିପାରିନଥିଲେ। ଅଧିକାଂଶ ମନ୍ତ୍ରୀ ମଧ୍ୟ ଏପର୍ଯ୍ୟନ୍ତ ନିଜ ବିଭାଗ ଅଧୀନରେ ଥିବା ବିଭିନ୍ନ ନିର୍ଦ୍ଦେଶାଳୟ ସମ୍ପର୍କରେ ଜାଣିବାର ସୁଯୋଗ ପାଇନାହାନ୍ତି। ଏଭଳି ସ୍ଥଳରେ ସେମାନଙ୍କ ଦ୍ୱାରା ପ୍ରସ୍ତୁତ ସମୀକ୍ଷା ରିପୋର୍ଟ କିଭଳି ମୁଖ୍ୟମନ୍ତ୍ରୀଙ୍କୁ ପ୍ରଭାବିତ କରିବ, ତାକୁ ନେଇ ସାଧାରଣରେ ଚର୍ଚ୍ଚା ଲାଗି ରହିଛି। ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ଅନୁସାରେ ମନ୍ତ୍ରୀମାନେ ବାସ୍ତବରେ ନିଜେ ବିଭାଗୀୟ କାର୍ଯ୍ୟର ସମୀକ୍ଷା କରି ରିପୋର୍ଟ ପ୍ରସ୍ତୁତ କରିଛନ୍ତି ନା ତାଙ୍କ ପାଇଁ ସରକାରୀ ଅଫିସରମାନେ ଏହି ରିପୋର୍ଟ ପ୍ରସ୍ତୁତ କରିଛନ୍ତି, ତାକୁ ନେଇ ପ୍ରଶ୍ନ ଉଠିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story