ଶୋଇଥିବା ବେଳେ ନାବାଳକଙ୍କ ଉପରେ ଖସିଲା ଆଜବେଷ୍ଟସ୍‌

ବ୍ରହ୍ମପୁର (ଓଡ଼ିଶା ରିପୋର୍ଟର): ଘରର ଆଜବେଷ୍ଟସ୍‌  ଖସି ଚାଲିଗଲା ନାବାଳକଙ୍କ ଜୀବନ। ଏଭଳି ଦୁଃଖଦ ଘଟଣା ଘଟିଛି ଗଞ୍ଜାମ ଜିଲ୍ଲା ଟାଉନ ଥାନା ଅନ୍ତର୍ଗତ କେନାଲ ସାହିରେ। ମୃତ ନାବାଳକ ଜଣଙ୍କ ହେଲେ କିଷାନ ବେହେରା। ତାଙ୍କୁ ୧୦ ବର୍ଷ ହୋଇଥିଲା। କିଷାନଙ୍କ ପରିବାର କେନାଲ ସାହିରେ ଭଡ଼ା ଘରେ ରହୁଥିଲେ। ଏହି ଭଡ଼ା ଘରର ଗୋଟିଏ ବଖରାରେ ନିର୍ମାଣ କାର୍ଯ୍ୟ ଚାଲିଥିଲା। ଗୋଟିଏ ବଖରା ଘର ଆଜବେଷ୍ଟସ୍‌ ବାହାର କରାଯାଇ କାମ ଚାଲିଥିଲା। କିଷାନଙ୍କ ପରିବାର ଅନ୍ୟ […]

dead

dead

Tapaswini Nayak
  • Published: Friday, 20 May 2022
  • Updated: 20 May 2022, 01:35 PM IST

ବ୍ରହ୍ମପୁର (ଓଡ଼ିଶା ରିପୋର୍ଟର): ଘରର ଆଜବେଷ୍ଟସ୍‌  ଖସି ଚାଲିଗଲା ନାବାଳକଙ୍କ ଜୀବନ। ଏଭଳି ଦୁଃଖଦ ଘଟଣା ଘଟିଛି ଗଞ୍ଜାମ ଜିଲ୍ଲା ଟାଉନ ଥାନା ଅନ୍ତର୍ଗତ କେନାଲ ସାହିରେ। ମୃତ ନାବାଳକ ଜଣଙ୍କ ହେଲେ କିଷାନ ବେହେରା। ତାଙ୍କୁ ୧୦ ବର୍ଷ ହୋଇଥିଲା।

କିଷାନଙ୍କ ପରିବାର କେନାଲ ସାହିରେ ଭଡ଼ା ଘରେ ରହୁଥିଲେ। ଏହି ଭଡ଼ା ଘରର ଗୋଟିଏ ବଖରାରେ ନିର୍ମାଣ କାର୍ଯ୍ୟ ଚାଲିଥିଲା। ଗୋଟିଏ ବଖରା ଘର ଆଜବେଷ୍ଟସ୍‌ ବାହାର କରାଯାଇ କାମ ଚାଲିଥିଲା। କିଷାନଙ୍କ ପରିବାର ଅନ୍ୟ ଏକ ବଖରାରେ ରହୁଥିଲେ। ରାତିରେ କିଷାନ ପରିବାର ଲୋକଙ୍କ ସହ ଘରେ ଶୋଇ ଥିଲେ। ଏହି ସମୟରେ ଆଜବେଷ୍ଟସ୍‌ ଟି କିଷାନଙ୍କ ଉପରେ ଖସି ପଡ଼ିଥିଲା।

ପରିବାର ଲୋକେ ତାଙ୍କୁ ଗୁରତର ଅବସ୍ଥାରେ ଡାକ୍ତରଖାନାକୁ ନେଇଯାଇଥିଲେ। ଡାକ୍ତର ନାବାଳକଙ୍କୁ ମୃତ ଘୋଷଣା କରିଥିଲେ।  ଆଜବେଷ୍ଟସ୍‌ ଉପରେ କୌଣସି ଠେସ ନ ଥିବାରୁ ଖସି ପଡ଼ିଥିବା  ସ୍ଥାନୀୟ ଲୋକେ କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story