ସାଙ୍ଗ ସହ ଖରାପ କାମ କରି ଥାନାରେ ଅଟକ ନାବାଳକ

କେନ୍ଦୁଝର( ପ୍ରଣୟ ପାଣି) :ଅପ୍ରାକୃତିକ ଯୌନକ୍ରିୟା କରି ଥାନାରେ ଅଟକ ନାବାଳକ। ଯୋଡ଼ା ଥାନା ଅଞ୍ଚଳରେ ଜଣେ ନାବାଳକ ତାର ଦୁଇ ପଡୋଶୀ ନାବାଳକଙ୍କ ସହ ଅପ୍ରାକୃତିକ ଯୌନ ସମ୍ପର୍କ ରଖି ଆସୁଥିଲା । ଗତକାଲି ଜଣେ ନାବାଳକର ଦେହ ଖରାପ ହେବାରୁ ପରିବାର ଲୋକେ ଏ ବିଷୟରେ ଜାଣିବାକୁ ପାଇଥିଲେ । ଯାହାକୁ ନେଇ ପରିବାର ପକ୍ଷରୁ ଆଜି ଅଭିଯୁକ୍ତ ନାବାଳକ ବିରୋଧରେ ଥାନାରେ ଅଭିଯୋଗ କରାଯାଇଛି। ଏମିତିକି ଅଭିଯୁକ୍ତ ନାବାଳକ ଜଣକ ଜୀବନରୁ ମାରି […]

5432

5432

Tapas Behera
  • Published: Monday, 02 December 2019
  • Updated: 02 December 2019, 04:01 PM IST

Sports

Latest News

କେନ୍ଦୁଝର( ପ୍ରଣୟ ପାଣି) :ଅପ୍ରାକୃତିକ ଯୌନକ୍ରିୟା କରି ଥାନାରେ ଅଟକ ନାବାଳକ। ଯୋଡ଼ା ଥାନା ଅଞ୍ଚଳରେ ଜଣେ ନାବାଳକ ତାର ଦୁଇ ପଡୋଶୀ ନାବାଳକଙ୍କ ସହ ଅପ୍ରାକୃତିକ ଯୌନ ସମ୍ପର୍କ ରଖି ଆସୁଥିଲା । ଗତକାଲି ଜଣେ ନାବାଳକର ଦେହ ଖରାପ ହେବାରୁ ପରିବାର ଲୋକେ ଏ ବିଷୟରେ ଜାଣିବାକୁ ପାଇଥିଲେ ।

ଯାହାକୁ ନେଇ ପରିବାର ପକ୍ଷରୁ ଆଜି ଅଭିଯୁକ୍ତ ନାବାଳକ ବିରୋଧରେ ଥାନାରେ ଅଭିଯୋଗ କରାଯାଇଛି। ଏମିତିକି ଅଭିଯୁକ୍ତ ନାବାଳକ ଜଣକ ଜୀବନରୁ ମାରି ଦେବାକୁ ଧମକ ଦେଇଥିବା ଅଭିଯୋଗ ହୋଇଛି। ପୁଲିସ ଏକ ମାମଲା ରୁଜୁ କରି ତଦନ୍ତ କରିବା ସହ ଅଭିଯୁକ୍ତ ନାବାଳବାକୁ ଅଟକ ରଖି ପଚରା ଉଚୁରା ଜାରି ରଖିଛି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story