ଢାବାରେ ନାବାଳିକାଙ୍କୁ ଗଣ ଦୁଷ୍କର୍ମ, ୬ ଗିରଫ

ସମ୍ବଲପୁର (ଓଡ଼ିଶା ରିପୋର୍ଟର): ସମ୍ବଲପୁର ଜିଲ୍ଲା ବୁର୍ଲା ଥାନା ଅନ୍ତର୍ଗତ ୫୩ ନମ୍ବର ଜାତୀୟ ରାଜପଥର ଗୋଶାଳା ଅଞ୍ଚଳରେ ଥିବା ଏକ ଢାବାରେ ଜଣେ ନାବାଳିକାକୁ ଗଣଦୁଷ୍କର୍ମ କରାଯାଇଥିବା ଅଭିଯୋଗ ହୋଇଛି। ଏନେଇ ବୁର୍ଲା ଥାନାରେ ଅଭିଯୋଗ ହେବା ପରେ ପୁଲିସ ୬ ଜଣଙ୍କୁ ଗିରଫ କରି ପଚରାଉଚରା କରୁଛି। ଗିରଫ ଅଭିଯୁକ୍ତମାନେ ହେଲେ ଢାବା ମାଲିକ,ଦଲାଲ ମହିଳା ଓ ୪ଜଣ ଦୁଷ୍କର୍ମକାରୀ। ଜଣେ ମହିଳା ଦଲାଲ ନାବାଳିକାଙ୍କୁ ମିଥ୍ୟା ପ୍ରତିଶ୍ରୁତି ଦେଇ ଢାବାକୁ ଡାକି ନେଇ […]

gage rape

gage rape

Tapaswini Nayak
  • Published: Monday, 01 August 2022
  • Updated: 01 August 2022, 10:28 AM IST

Sports

Latest News

ସମ୍ବଲପୁର (ଓଡ଼ିଶା ରିପୋର୍ଟର): ସମ୍ବଲପୁର ଜିଲ୍ଲା ବୁର୍ଲା ଥାନା ଅନ୍ତର୍ଗତ ୫୩ ନମ୍ବର ଜାତୀୟ ରାଜପଥର ଗୋଶାଳା ଅଞ୍ଚଳରେ ଥିବା ଏକ ଢାବାରେ ଜଣେ ନାବାଳିକାକୁ ଗଣଦୁଷ୍କର୍ମ କରାଯାଇଥିବା ଅଭିଯୋଗ ହୋଇଛି। ଏନେଇ ବୁର୍ଲା ଥାନାରେ ଅଭିଯୋଗ ହେବା ପରେ ପୁଲିସ ୬ ଜଣଙ୍କୁ ଗିରଫ କରି ପଚରାଉଚରା କରୁଛି। ଗିରଫ ଅଭିଯୁକ୍ତମାନେ ହେଲେ ଢାବା ମାଲିକ,ଦଲାଲ ମହିଳା ଓ ୪ଜଣ ଦୁଷ୍କର୍ମକାରୀ।

ଜଣେ ମହିଳା ଦଲାଲ ନାବାଳିକାଙ୍କୁ ମିଥ୍ୟା ପ୍ରତିଶ୍ରୁତି ଦେଇ ଢାବାକୁ ଡାକି ନେଇ ଥିଲେ। ସେଠାରେ ଝିଅଟିକୁ ଦେହ ବେପାରରେ ଲଗାଇଥିଲେ। ପୁଲିସ ଏନେଇ କୌଣସି ସୂତ୍ରରୁ ଖବର ପାଇଥିଲା।  ଗତ ଶନିବାର ରାତିରେ ପୁଲିସ ଢାବାରେ ଚଢ଼ାଉ କରି ନାବାଳିକାଙ୍କୁ ସେଠାରୁ ଉଦ୍ଧାର କରିଥିଲା। ଏହାସହ ମାମଲା ରୁଜୁ କରି ଘଟଣା ତଦନ୍ତ ଜାରି ରଖିଥିଲା। ଗତକାଲି ପୁଲିସ ଘଟଣାର ତଦନ୍ତ କରି ୬ଜଣଙ୍କୁ ଗିରଫ କରିଥିଲା। ଅନ୍ୟ ପକ୍ଷରେ ପୀଡିତା ନାବାଳିକାଙ୍କୁ ସ୍ୱାସ୍ଥ୍ୟ ପରୀକ୍ଷା  ପାଇଁ ଡାକ୍ତରଖାନାକୁ ପଠାଇଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story