ବୁଦ୍ଧି ଖଟାଇ ଖସି ଆସିଲା କୁନି ଝିଅ, ବିସ୍କୁଟ୍ ପାଇଁ ଯାଇଥିଲା ବେଳେ ଉଠାଇନେଇଥିଲେ

ରାଉରକେଲା(ସତ୍ୟାନନ୍ଦ ମହାନ୍ତି):ବର୍ଷେ ତଳେ ଅପହରଣ କରାଯାଇ ନାବାଳିକାକୁ ବିକ୍ରି କରାଯାଇଥିଲା। ଆଉ ସେବେଠାରୁ ଏକ ଘରେ ବନ୍ଦ କରି ଅକଥନୀୟ ନିର୍ଯାତନା ଦିଆଯାଉଥିଲା। ଯାହାର ପର୍ଦ୍ଦାଫାଶ  ହୋଇଛି।  ଏହି ଘଟଣାରେ ରାଉରକେଲା ବନ୍ଧମୁଣ୍ଡା ପୁଲିସ ତଦନ୍ତ ଚଳାଇଛି। ସୂଚନା ଅନୁଯାୟୀ, ରାଉରକେଲାର ବନ୍ଧମୁଣ୍ଡା ଥାନା ସେକ୍ଟର-ଇ-ବସ୍ତିରେ ରାଜକୁମାର ଯାଦବଙ୍କ ୧୧ ବର୍ଷୀୟ ନାବାଳିକା ବିସ୍କୁଟ ଆଣିବାକୁ ଯାଇଥିଲେ। ଏହି ସମୟରେ କିଛି  କିଛି ଦୁର୍ବୁତ୍ତ ତାକୁ ଅପହରଣ କରି ରାଉରକେଲାର କୋଏଲ ନଗରର ଅଞ୍ଚଳର ଜଣଙ୍କ ଘରେ […]

otm-1-0

otm-1-0

Tapas Behera
  • Published: Saturday, 15 February 2020
  • Updated: 15 February 2020, 05:39 PM IST

Sports

Latest News

ରାଉରକେଲା(ସତ୍ୟାନନ୍ଦ ମହାନ୍ତି):ବର୍ଷେ ତଳେ ଅପହରଣ କରାଯାଇ ନାବାଳିକାକୁ ବିକ୍ରି କରାଯାଇଥିଲା। ଆଉ ସେବେଠାରୁ ଏକ ଘରେ ବନ୍ଦ କରି ଅକଥନୀୟ ନିର୍ଯାତନା ଦିଆଯାଉଥିଲା। ଯାହାର ପର୍ଦ୍ଦାଫାଶ  ହୋଇଛି।  ଏହି ଘଟଣାରେ ରାଉରକେଲା ବନ୍ଧମୁଣ୍ଡା ପୁଲିସ ତଦନ୍ତ ଚଳାଇଛି।

ସୂଚନା ଅନୁଯାୟୀ, ରାଉରକେଲାର ବନ୍ଧମୁଣ୍ଡା ଥାନା ସେକ୍ଟର-ଇ-ବସ୍ତିରେ ରାଜକୁମାର ଯାଦବଙ୍କ ୧୧ ବର୍ଷୀୟ ନାବାଳିକା ବିସ୍କୁଟ ଆଣିବାକୁ ଯାଇଥିଲେ। ଏହି ସମୟରେ କିଛି  କିଛି ଦୁର୍ବୁତ୍ତ ତାକୁ ଅପହରଣ କରି ରାଉରକେଲାର କୋଏଲ ନଗରର ଅଞ୍ଚଳର ଜଣଙ୍କ ଘରେ ରଖିଥିଲେ। ତେବେ ଗତକାଲି ଉକ୍ତ ଘର ଲୋକ ନାବାଳିକାକୁ ଘରେ ବନ୍ଦ କରି ବାହାରକୁ ଯାଇଥିବା ବେଳେ କୌଣସି ପ୍ରକାରେ ନାବାଳିକା ଜଣଙ୍କ ଘରୁ ବାହାରକୁ ଆସିବାର ସକ୍ଷମ ହୋଇଥିଲେ।

ପରେ ନାବାଳିକା ଜଣଙ୍କ ରାତିରେ ରାଉରକେଲା ଜନତା ନିବାସ ରେ ନିଜ ସମ୍ପର୍କୀୟଙ୍କ ଘରେ ପହଞ୍ଚିଲା ପରେ ସଂପର୍କୀୟ ମାନେ ନାବାଳିକାର ଘରକୁ ଜଣାଇଥିଲେ। ସେଠାରେ ତାକୁ ଦିଆଯାଉଥିବା ନିର୍ଯାତନାର କାହାଣୀ ବଖାଣିଥିଲେ। ଘରର ବାସନ ମାଜିବା, କପଡ଼ା ଧୋଇବା, ଶୌଚାଳୟ ସଫା କରିବା ସହ ତାଙ୍କୁ ବିଭିନ୍ନ ପ୍ରକାର କାମରେ ଲଗାଯାଉଥିଲା। ପରେ ଘର ଲୋକେ ପହଁଞ୍ଚି ନାବାଳିକାକୁ ନିଜ ଘର ବନ୍ଧମୁଣ୍ଡା ଆଣିଥିଲେ। ଏ ନେଇ ନାବାଳିକାର ପରିବାର ଲୋକ ଆଜି ବନ୍ଧମୁଣ୍ଡା ଥାନାର ଅଭିଯୋଗ ଆଣିଲା ପରେ ବନ୍ଧମୁଣ୍ଡା ପୋଲିସ ତଦନ୍ତ ଆରମ୍ଭ କରିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story