ଚକୋଲେଟ୍ ଦେବା ବାହାନାରେ ଡାକି ନେଲେ, ତା’ ପରେ...

ପାରାଦୀପ (ରମାକାନ୍ତ ଦାସ ): ପୁଣି ଥରେ ବର୍ଦ୍ଦିରେ ଲାଗିଲା ଦାଗ । ଏଥର CISF କନଷ୍ଟେବଲ୍‌ଙ୍କ ନାଁରେ ଆସିଛି ଦୁଷ୍କର୍ମ ଅଭିଯୋଗ । ଜଗତସିଂହପୁର ଅଭୟଚାନ୍ଦପୁର ଥାନା ଅଞ୍ଚଳର ଜଣେ ସାଢ଼େ ୪ ବର୍ଷର ନାବାଳିକାକୁ ଦୁଷ୍କର୍ମ କରିଥିବା ଅଭିଯୋଗରେ ଗିରଫ ହୋଇଛନ୍ତି CISF ହେଡ୍ କନଷ୍ଟେବଲ ଏମ୍. କାଣ୍ଡାସ୍ୱାମୀ । ଅଭିଯୋଗ ଅନୁସାରେ, ପଡ଼ୋଶୀ ଘରେ ରହୁଥିବା ଝିଅକୁ ଚକୋଲେଟ୍ ଦେବା ବାହାନାରେ ଏମ୍ କାଣ୍ଡାସ୍ୱାମୀ ଡାକି ନେଇ ଦୁଷ୍କର୍ମ କରିଛନ୍ତି । ପିଲାଟି […]

rape

rape

Niharika Rout
  • Published: Saturday, 18 January 2020
  • Updated: 18 January 2020, 02:37 PM IST

Sports

Latest News

ପାରାଦୀପ (ରମାକାନ୍ତ ଦାସ ): ପୁଣି ଥରେ ବର୍ଦ୍ଦିରେ ଲାଗିଲା ଦାଗ । ଏଥର CISF କନଷ୍ଟେବଲ୍‌ଙ୍କ ନାଁରେ ଆସିଛି ଦୁଷ୍କର୍ମ ଅଭିଯୋଗ । ଜଗତସିଂହପୁର ଅଭୟଚାନ୍ଦପୁର ଥାନା ଅଞ୍ଚଳର ଜଣେ ସାଢ଼େ ୪ ବର୍ଷର ନାବାଳିକାକୁ ଦୁଷ୍କର୍ମ କରିଥିବା ଅଭିଯୋଗରେ ଗିରଫ ହୋଇଛନ୍ତି CISF ହେଡ୍ କନଷ୍ଟେବଲ ଏମ୍. କାଣ୍ଡାସ୍ୱାମୀ ।

ଅଭିଯୋଗ ଅନୁସାରେ, ପଡ଼ୋଶୀ ଘରେ ରହୁଥିବା ଝିଅକୁ ଚକୋଲେଟ୍ ଦେବା ବାହାନାରେ ଏମ୍ କାଣ୍ଡାସ୍ୱାମୀ ଡାକି ନେଇ ଦୁଷ୍କର୍ମ କରିଛନ୍ତି । ପିଲାଟି ଘରେ ପହଞ୍ଚି ପରିବାର ଲୋକଙ୍କୁ ସବୁ କହିବା ପରେ ପୀଡ଼ିତାଙ୍କ ପରିବାର ଲୋକେ ଥାନାରେ ଏତଲା ଦେଇଥିଲେ। ଯାହାକୁ ଭିତ୍ତି କରି ପୁଲିସ୍‌ ଏମ୍. କାଣ୍ଡାସ୍ୱାମୀଙ୍କୁ ଗିରଫ କରିବା ପରେ କୋର୍ଟଚାଲାଣ କରିଛି । ତାଙ୍କ ଘର ତାମିଲନାଡୁ ରାଜପାଲାୟମ୍ ଅଞ୍ଚଳରେ ବୋଲି ଜଣାପଡ଼ିଛି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story