ଘର ପାଖରେ ଖେଳୁଥିଲା ନାବାଳିକା, ଡାକିନେଲା ନାବାଳକ

ପାରଳାଖେମୁଣ୍ଡି(ଆଦର୍ଶ ଦାସ): ଘରେ ନିକଟରେ ହୋଇଥିବା ଗଣେଶ ପୂଜା ମଣ୍ଡପ ନିକଟରେ ଖେଳୁଥିବା ଜଣେ  ୭ ବର୍ଷର  ନାବାଳିକା ହେଲେ ଦୁଷ୍କର୍ମର ଶିକାର। ଅଭିଯୁକ୍ତଜଣକ ମଧ୍ୟ ନାବାଳକ ହୋଇଥିବା ବେଳେ ତାଙ୍କ ବୟସ ୧୬ ବର୍ଷ ବୋଲି ଜଣାପଡ଼ିଛି। ଏପରି ଲଜ୍ଜାଜନକ ଘଟଣା ଗଜପତି ଜିଲ୍ଲା କାଶୀନଗର ଥାନା  ଅଞ୍ଚଳରେ ଘଟିଛି। ପୁଲିସ୍‌ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ନାବାଳିକାଜଣକ ଗଣେଶ ପୂଜା ସମୟରେ ଘର ନିକଟ ପେଣ୍ଡାଲ ପାଖରେ ଖେଳୁଥିଲା। ଉକ୍ତ ସମୟରେ ସେହି ସାହିର […]

rape

rape

Niharika Rout
  • Published: Sunday, 12 September 2021
  • Updated: 12 September 2021, 10:55 AM IST

ପାରଳାଖେମୁଣ୍ଡି(ଆଦର୍ଶ ଦାସ): ଘରେ ନିକଟରେ ହୋଇଥିବା ଗଣେଶ ପୂଜା ମଣ୍ଡପ ନିକଟରେ ଖେଳୁଥିବା ଜଣେ  ୭ ବର୍ଷର  ନାବାଳିକା ହେଲେ ଦୁଷ୍କର୍ମର ଶିକାର। ଅଭିଯୁକ୍ତଜଣକ ମଧ୍ୟ ନାବାଳକ ହୋଇଥିବା ବେଳେ ତାଙ୍କ ବୟସ ୧୬ ବର୍ଷ ବୋଲି ଜଣାପଡ଼ିଛି। ଏପରି ଲଜ୍ଜାଜନକ ଘଟଣା ଗଜପତି ଜିଲ୍ଲା କାଶୀନଗର ଥାନା  ଅଞ୍ଚଳରେ ଘଟିଛି।

ପୁଲିସ୍‌ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ନାବାଳିକାଜଣକ ଗଣେଶ ପୂଜା ସମୟରେ ଘର ନିକଟ ପେଣ୍ଡାଲ ପାଖରେ ଖେଳୁଥିଲା। ଉକ୍ତ ସମୟରେ ସେହି ସାହିର ଜଣେ ୧୬ବର୍ଷର ନାବାଳକ କୌଣସି ବାହାନାରେ ପୀଡିତାକୁ ଶୂନଶାନ ସ୍ଥାନକୁ ଡାକି‌ ନେଇଥିଲା। ସେଠାରେ ଅଭିଯୁକ୍ତ ନାବାଳିକାକୁ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି।

ନାବାଳିକା ଜଣକ ସେଠାରୁ ଘରକୁ କାନ୍ଦି କାନ୍ଦି ଫେରିବାରୁ ପରିବାର ଲୋକେ କାରଣ ପଚାରିଥିଲେ। ଏହାପରେ ନାବାଳିକା ଜଣକ ଘଟଣା ସଂପର୍କରେ କହିବା ସହ ଘଟଣା ସ୍ଥଳ ଏବଂ ଅଭିଯୁକ୍ତକୁ ଦେଖାଇଥିଲା। ପରିବାର ଲୋକେ ପୁଲିସକୁ ଖବର ଦେଇଥିଲେ। କାଶୀନଗର ପୁଲିସ ଆମ୍ବୁଲାନ୍ସ ଯୋଗେ ପୀଡିତାଙ୍କୁ ଆଣି ପାରଳାଖେମୁଣ୍ଡି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଛି।

ନାବାଳିକାର ଚିକିତ୍ସା ପାଇଁ ଏକ ଟିମ୍‌ ଗଠିତ ହୋଇଥିବା  ବେଳେ ଅବସ୍ଥା ସ୍ଥିର ଥିବା ଚିକିତ୍ସା କରୁଥିବା ଡାକ୍ତର କହିଛନ୍ତି।   ଘଟଣାର ତଦନ୍ତ ଜାରି ରହିଛି ଏବଂ ତଦନ୍ତ ପରେ ପରବର୍ତ୍ତୀ ପଦକ୍ଷେପ ଗ୍ରହଣ କରାଯିବ ବୋଲି କହିଛନ୍ତି ଏସ୍‌ଡିପିଓ ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story