ଝିଆରୀକୁ ଡାକି ଲୋକ ଲଗାଇ ଗଣଦୁଷ୍କର୍ମ ! ଅଭିଯୋଗ ଶୁଣୁନି ପୁଲିସ

କୋରାପୁଟ(ଓଡ଼ିଶା ରିପୋର୍ଟର): ଗଣ ଦୁଷ୍କର୍ମର ଶିକାର ହେଲେ ଜଣେ ନବମ ଶ୍ରେଣୀରେ ପଢ଼ୁଥିବା ଛାତ୍ରୀ। ଘରେ ଉତ୍ସବ ଚାଲିଥିବା ବେଳେ ନାବାଳିକାଙ୍କୁ ତାଙ୍କ ସମ୍ପର୍କୀୟ ଦାଦା ସାଥୀରେ ଡାକି ନେଇ ଅଧା ରାସ୍ତାରେ ଛାଡ଼ି ପଳାଇ ଆସିଥିଲେ। ଆଉ ତା’ପରେ ନାବାଳିକାଙ୍କୁ ଦୁଇଜଣ ଯୁବକ ଗଣ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି। ଏପରି ଅଭିଯୋଗ କୋରାପୁଟ୍‌ ଜିଲ୍ଲାରୁ ଆସିଛି। ମାଛକୁଣ୍ଡ ଥାନା ଅଞ୍ଚଳର ସମ୍ପୃକ୍ତ ନାବାଳିକା ୯ମ ଶ୍ରେଣୀରେ ପାଠ ପଢ଼ନ୍ତି। ଗତ ଶନିବାର ରାତିରେ ତାଙ୍କ […]

koraput

koraput

Manoranjan Sial
  • Published: Wednesday, 05 June 2019
  • Updated: 05 June 2019, 10:05 PM IST

Sports

Latest News

କୋରାପୁଟ(ଓଡ଼ିଶା ରିପୋର୍ଟର): ଗଣ ଦୁଷ୍କର୍ମର ଶିକାର ହେଲେ ଜଣେ ନବମ ଶ୍ରେଣୀରେ ପଢ଼ୁଥିବା ଛାତ୍ରୀ। ଘରେ ଉତ୍ସବ ଚାଲିଥିବା ବେଳେ ନାବାଳିକାଙ୍କୁ ତାଙ୍କ ସମ୍ପର୍କୀୟ ଦାଦା ସାଥୀରେ ଡାକି ନେଇ ଅଧା ରାସ୍ତାରେ ଛାଡ଼ି ପଳାଇ ଆସିଥିଲେ। ଆଉ ତା’ପରେ ନାବାଳିକାଙ୍କୁ ଦୁଇଜଣ ଯୁବକ ଗଣ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି। ଏପରି ଅଭିଯୋଗ କୋରାପୁଟ୍‌ ଜିଲ୍ଲାରୁ ଆସିଛି।

ମାଛକୁଣ୍ଡ ଥାନା ଅଞ୍ଚଳର ସମ୍ପୃକ୍ତ ନାବାଳିକା ୯ମ ଶ୍ରେଣୀରେ ପାଠ ପଢ଼ନ୍ତି। ଗତ ଶନିବାର ରାତିରେ ତାଙ୍କ ଘରେ କୌଣସି ଏକ ଉତ୍ସବ ଚାଲିଥିଲା। ଏଥିପାଇଁ ଘରେ ଗହଳି ଚହଳିରେ ଫାଟି ପଡ଼ୁଥିଲା। ଏହି ଉତ୍ସବରେ ସମ୍ପୃକ୍ତ ନାବାଳିକାର ସମ୍ପର୍କୀୟ ଦାଦା ମଧ୍ୟ ଯୋଗଦେଇଥିଲେ। ଗହଳିର ସୁଯୋଗ ନେଇ ଦାଦା ନିଜ ପ୍ରେମିକାଙ୍କୁ ଦେଖା କରିବାର ବାହାନା କରି ଝିଆରୀକୁ ସାଥୀରେ ବାଇକ୍‌ରେ ଡାକି ନେଇଥିଲେ। କିନ୍ତୁ କଅଁଳ ବୟସର ନାବାଳିକା ବୁଝିପାରିନଥିଲେ ଦାଦାଙ୍କ ମନ ଭିତରେ ଥିବା କପଟ। କିଛି ବାଟ ଗଲା ପରେ ରାସ୍ତାରେ ଝିଆରୀକୁ ଛିଡ଼ା କରି କାହା ପାଖକୁ ଫୋନ୍‌ କରିଥିଲେ। ଏପଟେ ଭାଵୀ ଖୁଡ଼ିଙ୍କୁ ଦେଖିବା ପାଇଁ ବ୍ୟଗ୍ର ଥିଲେ ଝିଆରୀ। ଦାଦା ଝିଆରୀକୁ ରାସ୍ତାରେ ଛାଡ଼ି ପଳାଇ ଆସିଥିଲେ। ସେ ଆସିବା ପରେ ଦୁଇ ଜଣ ଯୁବକ ଉକ୍ତ ନାବାଳିକାକୁ ଜଣେ ପରେ ଜଣେ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି।

ଉତ୍ସବର ଭିଡ଼ ଭିତରେ ଝିଅକୁ ନପାଇ ପରିବାର ଲୋକେ ବ୍ୟସ୍ତ ଓ ବିବ୍ରତ ହୋଇପଡ଼ିଥିଲେ। ଚାରିଆରେ ଖୋଜାଖୋଜି କରିଥିଲେ ମଧ୍ୟ ଝିଅକୁ ପାଇନଥିଲେ। ରାତି ପ୍ରାୟ ସାଢ଼େ ୧୨ଟା ବେଳେ ଝିଅକୁ ଉଦ୍ଧାର କରି ଘରକୁ ଆଣିଥିଲେ ପରିବାର ଲୋକେ। ପରେ ସେ ପୂରା ଘଟଣା ସମ୍ପର୍କରେ କହିଥିଲେ। ତା’ପର ଦିନ ପରିବାର ଲୋକେ ଏନେଇ ମାଛକୁଣ୍ଡ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ମାତ୍ର ପୁଲିସ ଏତଲା ଗ୍ରହଣ କରିବା ପରିବର୍ତ୍ତେ ଗିରଫର ଧମକ ଦେଉଥିବା ପୀଡ଼ିତା ଅଭିଯୋଗ କରିଛନ୍ତି। ଶେଷରେ ସବୁଠାରୁ ନିରାଶ ହୋଇ ପୀଡ଼ିତାଙ୍କ ପରିବାର ଲୋକେ ଘରକୁ ଫେରି ଯାଇଥିଲେ।

କୋରାପୁଟ ଜିଲ୍ଲା ଶିଶୁ ଅଧିକାରୀ ରାଜଶ୍ରୀ ଦାସ ଓ ‘ସଖୀ’ର ସଂଯୋଜକ ଶିବାନୀ ପାତ୍ର କୌଣସି ସୂତ୍ରରୁ ଖବର ପାଇ ଗାଁରେ ପହଞ୍ଚିଥିଲେ। ପରେ ପୀଡ଼ିତାଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରି ସେ ମାଛକୁଣ୍ଡ ଥାନାରେ ଅଭିଯୋଗ କରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story