ପେଟ୍ରୋଲ ପମ୍ପରେ ଦାଦାଗିରି; ତେଲ ପକାଇଲେ, ଟଙ୍କା ମାଗିବାରୁ ବନ୍ଧୁକ ଦେଖାଇଲେ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ପେଟ୍ରୋଲ ପମ୍ପରେ ଦାଦାଗିରି ଦେଖାଇ ମାଗଣାରେ ତେଲ ପକାଇ ଛୁ ମାରିଲେ ଦୁର୍ବୃତ୍ତ। ରାତି ଅଧରେ ପେଟ୍ରୋଲ ପମ୍ପକୁ ଆସିଲେ। ତେଲ ପକାଇବା ପରେ ପଇସା ନଦେଇ ପେଟ୍ରୋଲ୍ ପମ୍ପ କର୍ମୀଙ୍କୁ ବନ୍ଧୁକ ଦେଖାଇ ଡରେଇଲେ, ଆଉ ବାଇକ୍‌ରେ ଛୁ ମାରିଲେ। ଏପରି କିଛି ଘଟଣା ଘଟିଛି ଭୁବନେଶ୍ୱର ସୁନ୍ଦରପଦାର ଏକ ପେଟ୍ରୋଲ ପମ୍ପରେ। ଯେଉଁଠି ଗତ ୯ ତାରିଖ ରାତିରେ ତିନି ଜଣ ଦୁବୃର୍ତ୍ତ ବାଇକ୍‌ରେ ଆସି ପେଟ୍ରୋଲ ପମ୍ପରେ ଆତଙ୍କ ଖେଳାଇଛନ୍ତି। […]

petrol-1

petrol-1

Niharika Rout
  • Published: Wednesday, 11 March 2020
  • Updated: 11 March 2020, 02:40 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ପେଟ୍ରୋଲ ପମ୍ପରେ ଦାଦାଗିରି ଦେଖାଇ ମାଗଣାରେ ତେଲ ପକାଇ ଛୁ ମାରିଲେ ଦୁର୍ବୃତ୍ତ। ରାତି ଅଧରେ ପେଟ୍ରୋଲ ପମ୍ପକୁ ଆସିଲେ। ତେଲ ପକାଇବା ପରେ ପଇସା ନଦେଇ ପେଟ୍ରୋଲ୍ ପମ୍ପ କର୍ମୀଙ୍କୁ ବନ୍ଧୁକ ଦେଖାଇ ଡରେଇଲେ, ଆଉ ବାଇକ୍‌ରେ ଛୁ ମାରିଲେ।

ଏପରି କିଛି ଘଟଣା ଘଟିଛି ଭୁବନେଶ୍ୱର ସୁନ୍ଦରପଦାର ଏକ ପେଟ୍ରୋଲ ପମ୍ପରେ। ଯେଉଁଠି ଗତ ୯ ତାରିଖ ରାତିରେ ତିନି ଜଣ ଦୁବୃର୍ତ୍ତ ବାଇକ୍‌ରେ ଆସି ପେଟ୍ରୋଲ ପମ୍ପରେ ଆତଙ୍କ ଖେଳାଇଛନ୍ତି। ପ୍ରଥମେ ତେଲ ପକାଇବାକୁ ଆସି କ୍ରେଡିଟ୍ କାର୍ଡ ଦେବେ ବୋଲି କହିଥିଲେ। ହେଲେ ଏହା ପରେ ଜଣେ ବ୍ୟକ୍ତି ବନ୍ଧୁକ ବାହାର କରି ପେଟ୍ରୋଲ ପମ୍ପ କର୍ମଚାରୀଙ୍କୁ ଦେଖାଇଥିଲେ। ଆଉ ଏହାପରେ ନିକଟରେ ଥିବା ସମସ୍ତ କର୍ମଚାରୀ ସେଠୁ ଦୌଡ଼ି ପଲାଇଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story