ହୋମଗାର୍ଡଙ୍କୁ ସଂଘବଦ୍ଧ ଆକ୍ରମଣ

ପୁରୀ(ଓଡ଼ିଶା ରିପୋର୍ଟର): ପୁରୀ ବାସେଳୀ ଥାନା ଅନ୍ତର୍ଗତ ଗୋଖା ସାହିରେ କାର୍ଯ୍ୟରତ ହୋମଗାର୍ଡ ଗୁଣମଣି ରାଉତଙ୍କୁ ଭୁଜାଲିରେ ଆକ୍ରମଣ କରାଯାଇଥିବା ଅଭିଯୋଗ ହୋଇଛି। ଗୁଣମଣିଙ୍କୁ ପୁରୀ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। କିଛିଦିନ ତଳେ ସଂପୃକ୍ତ ଅଞ୍ଚଳରେ ବୋମାମାଡ଼ ହୋଇଥିଲା। ଏହାପରେ ପୁଲିସ ସେଠାରେ ସୁରକ୍ଷା ବ୍ୟବସ୍ଥା ବଢ଼ାଇ ଦେବା ସହ ପାଟ୍ରୋଲିଂ ବ୍ୟବସ୍ଥାକୁ କଡ଼ାକଡ଼ି କରିଦେଇଥିଲା। ଗତକାଲି ଗୁଣମଣି ଡ୍ୟୁଟି କରୁଥିଲେ। ସେ ଏକା ଥିବା ଦେଖି କିଛି ଦୁର୍ବୃତ୍ତ ତାଙ୍କୁ ଆକ୍ରମଣ କରିଥିବା ପୁରୀ ଏଏସପି […]

tyyy,,,

tyyy,,,

Tapaswini Nayak
  • Published: Tuesday, 09 October 2018
  • Updated: 09 October 2018, 12:57 PM IST

ପୁରୀ(ଓଡ଼ିଶା ରିପୋର୍ଟର): ପୁରୀ ବାସେଳୀ ଥାନା ଅନ୍ତର୍ଗତ ଗୋଖା ସାହିରେ କାର୍ଯ୍ୟରତ ହୋମଗାର୍ଡ ଗୁଣମଣି ରାଉତଙ୍କୁ ଭୁଜାଲିରେ ଆକ୍ରମଣ କରାଯାଇଥିବା ଅଭିଯୋଗ ହୋଇଛି। ଗୁଣମଣିଙ୍କୁ ପୁରୀ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

କିଛିଦିନ ତଳେ ସଂପୃକ୍ତ ଅଞ୍ଚଳରେ ବୋମାମାଡ଼ ହୋଇଥିଲା। ଏହାପରେ ପୁଲିସ ସେଠାରେ ସୁରକ୍ଷା ବ୍ୟବସ୍ଥା ବଢ଼ାଇ ଦେବା ସହ ପାଟ୍ରୋଲିଂ ବ୍ୟବସ୍ଥାକୁ କଡ଼ାକଡ଼ି କରିଦେଇଥିଲା।

ଗତକାଲି ଗୁଣମଣି ଡ୍ୟୁଟି କରୁଥିଲେ। ସେ ଏକା ଥିବା ଦେଖି କିଛି ଦୁର୍ବୃତ୍ତ ତାଙ୍କୁ ଆକ୍ରମଣ କରିଥିବା ପୁରୀ ଏଏସପି ସୂଚନା ଦେଇଛନ୍ତି।

https://youtu.be/Ht7dN5XpkXk

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story