ଛେଳି ବ୍ୟବସାୟୀଙ୍କ ହାତ ହାଣି ଦେଢ଼ ଲକ୍ଷ ଟଙ୍କା ଲୁଟିନେଲେ

ଅନୁଗୋଳ(ବିରଜା ପ୍ରସାଦ ଦାଶ): ମାତିଛନ୍ତି ଲୁଟେରା। ଜଣେ ଛେଳି ବ୍ୟବସାୟୀଙ୍କ ଠାରୁ ଦେଢ଼ ଲକ୍ଷ ଟଙ୍କା ଲୁଟ୍‌ ହୋଇଥିବା ଅଭିଯୋଗ ହୋଇଛି। ଏହି ଘଟଣା ଘଟିଛି ଅନୁଗୋଳ ଜିଲ୍ଲା ଜରପଡ଼ା ଥାନା ଅନ୍ତର୍ଗତ ଅମାନ୍ତପୁର ନିକଟରେ। ଆଜି ସକାଳ ପ୍ରାୟ ସାଢ଼େ ୫ଟା ସମୟରେ ପିତାମ୍ବର ସାହୁ ଓ ତାଙ୍କ ସହଯୋଗୀ ପ୍ରଦୀପ ଦାସ ଛେଳି କିଣିବାକୁ ବାଇକ୍‌ରେ ହାଟକୁ ଯାଉଥିଲେ। ଏହି ସମୟରେ ତିନି ଜଣ ଦୁର୍ବୃତ୍ତ ମୁହଁରେ କଳା କପଡ଼ା ବାନ୍ଧି କଳା ପଲସରରେ ଆସିଥିଲେ। […]

nnn,,,,,,,,,,,,oooo

nnn,,,,,,,,,,,,oooo

Tapaswini Nayak
  • Published: Thursday, 27 June 2019
  • Updated: 27 June 2019, 11:18 AM IST

Sports

Latest News

ଅନୁଗୋଳ(ବିରଜା ପ୍ରସାଦ ଦାଶ): ମାତିଛନ୍ତି ଲୁଟେରା। ଜଣେ ଛେଳି ବ୍ୟବସାୟୀଙ୍କ ଠାରୁ ଦେଢ଼ ଲକ୍ଷ ଟଙ୍କା ଲୁଟ୍‌ ହୋଇଥିବା ଅଭିଯୋଗ ହୋଇଛି। ଏହି ଘଟଣା ଘଟିଛି ଅନୁଗୋଳ ଜିଲ୍ଲା ଜରପଡ଼ା ଥାନା ଅନ୍ତର୍ଗତ ଅମାନ୍ତପୁର ନିକଟରେ।

ଆଜି ସକାଳ ପ୍ରାୟ ସାଢ଼େ ୫ଟା ସମୟରେ ପିତାମ୍ବର ସାହୁ ଓ ତାଙ୍କ ସହଯୋଗୀ ପ୍ରଦୀପ ଦାସ ଛେଳି କିଣିବାକୁ ବାଇକ୍‌ରେ ହାଟକୁ ଯାଉଥିଲେ। ଏହି ସମୟରେ ତିନି ଜଣ ଦୁର୍ବୃତ୍ତ ମୁହଁରେ କଳା କପଡ଼ା ବାନ୍ଧି କଳା ପଲସରରେ ଆସିଥିଲେ। ରାସ୍ତାରେ ପିତାମ୍ବର ଓ ତାଙ୍କ ସହଯୋଗୀଙ୍କୁ ଅଟକାଇଥିଲେ। ସେମାନଙ୍କୁ ବନ୍ଧୁକ ଦେଖାଇ ଭୟଭୀତ କରାଇଥିଲେ। ଏହାପରେ ପିତାମ୍ବରଙ୍କ ହାତକୁ ହାଣି ଦେଇ ତାଙ୍କ ନିକଟରୁ ଦେଢ଼ ଲକ୍ଷ ଟଙ୍କା ଛଡ଼ାଇ ନେଇ ଫେରାର ହୋଇଯାଇଥିଲେ। ପୁଲିସ୍‌ ଘଟଣାର ତଦନ୍ତ କରୁଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story