ଘରେ ପଶି ଲୁଟିଲେ, ଗଲା ବେଳେ ମୁଣ୍ଡିଆ ମାରିଲେ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଘରେ ପଶି ସୁନା ଗହଣା ଓ ଟଙ୍କା ଲୁଟିଲେ। ଆଉ ଗଲା ବେଳେ ମୁଣ୍ଡିଆ ମାରିଲେ। ଏମିତି ଏକ ଘଟଣା ଘଟିଛି ରାଜଧାନୀ ଭୁବନେଶ୍ୱରର ଧଉଳି ଥାନା ଅନ୍ତର୍ଗତ ନୂଆଗାଁର ବଳରାମ ବିହାରରେ। ଦୁଇ ତଳେ ଏଠାରେ ଏକ ଘରେ ପଶିଥିଲେ ୫ ଜଣ ଡକାୟତ। ସେତେବେଳେ ସେ ଘରେ କେବଳ ଦୁଇ ଜଣ ମହିଳା ଥିଲେ। ସେମାନଙ୍କ ମଧ୍ୟରୁ ପୁଣି ଜଣଙ୍କ ବୟସ ୮୨ ବର୍ଷ। ଡକାୟତମାନେ ଘରୁ ପ୍ରାୟ ୧୫ […]

House

House

Jitendra Garnayak
  • Published: Saturday, 07 May 2022
  • Updated: 07 May 2022, 04:22 PM IST

Sports

Latest News

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଘରେ ପଶି ସୁନା ଗହଣା ଓ ଟଙ୍କା ଲୁଟିଲେ। ଆଉ ଗଲା ବେଳେ ମୁଣ୍ଡିଆ ମାରିଲେ। ଏମିତି ଏକ ଘଟଣା ଘଟିଛି ରାଜଧାନୀ ଭୁବନେଶ୍ୱରର ଧଉଳି ଥାନା ଅନ୍ତର୍ଗତ ନୂଆଗାଁର ବଳରାମ ବିହାରରେ।

ଦୁଇ ତଳେ ଏଠାରେ ଏକ ଘରେ ପଶିଥିଲେ ୫ ଜଣ ଡକାୟତ। ସେତେବେଳେ ସେ ଘରେ କେବଳ ଦୁଇ ଜଣ ମହିଳା ଥିଲେ। ସେମାନଙ୍କ ମଧ୍ୟରୁ ପୁଣି ଜଣଙ୍କ ବୟସ ୮୨ ବର୍ଷ। ଡକାୟତମାନେ ଘରୁ ପ୍ରାୟ ୧୫ ଲକ୍ଷ ଟଙ୍କାର ସୁନା ଗହଣା ଓ ନଗଦ ଟଙ୍କା ଲୁଟି ନେଇଛନ୍ତି।

ଉକ୍ତ ୮୨ ବର୍ଷୀୟା ମହିଳାଙ୍କ ପୁଅ କହିଛନ୍ତି, ୫ ଜଣ ଡକାୟତ ଆସିଥିଲେ। ଗୋଟିଏ ଝରକା ତାଡ଼ି ସେମାନଙ୍କ ମଧ୍ୟରୁ ୪ ଜଣ ଘର ଭିତରେ ପଶିଥିଲେ। ଆଉ ଜଣେ ବାହାରେ ଛିଡ଼ା ହୋଇଥିଲା। ଘରେ ପଶିବା ପରେ ମୋ ମା’ ଓ ଘର ମାଲିକାଣୀଙ୍କୁ ଉଠାଇ ସେମାନେ ଯାହା ସୁନା ଗହଣା ପିନ୍ଧିଥିଲେ, ସେଗୁଡ଼ିକୁ ନେଇ ଯାଇଥିଲେ। ଏହା ପରେ ସେମାନେ ପୂରା ଘରକୁ ଘାଣ୍ଟି ପକାଇଥିଲେ। ଆଲମାରୀ ଖୋଲି ସେଥିରେ ଥିବା ସୁନା ଗହଣା ଓ ପ୍ରାୟ ନଗଦ ୨୫ ହଜାର ଟଙ୍କା ନେଇ ଯାଇଥିଲେ। ସେମାନେ ପ୍ରାୟ ୧୫ ଲକ୍ଷ ଟଙ୍କାର ସୁନା ଗହଣା ଲୁଟି ନେଇଛନ୍ତି।

ସେ ଆହୁରି କହିଛନ୍ତି, ଘରେ କେବଳ ଦୁଇ ଜଣ ମହିଳା ଥିବାରୁ ସେମାନେ ଡକାୟତଙ୍କୁ ପ୍ରତିରୋଧ କରି ନଥିଲେ। ଡକାୟତମାନେ ଯାହା ମାଗିଥିଲେ ସେମାନେ ଦେଇ ଦେଇଥିଲେ। ତେବେ ଘରେ ପଶିଥିବା ସେହି ଡକାୟତମାନଙ୍କର ବୟସ ଖୁବ୍ କମ୍ ଜଣାପଡ଼ୁଥିବା ଦେଖି ଘର ମାଲିକାଣୀ ସେମାନଙ୍କୁ ଏଭଳି ଲୁଟ୍‌ପାଟ୍ କାହିଁକି କରୁଛ ବୋଲି ପଚାରିଥିଲେ। ଜବାବରେ ସେମାନଙ୍କ ମଧ୍ୟରୁ ଜଣେ କହିଥିଲା ଯେ ପେଟ ପୋଷିବାକୁ ଏମିତି କରିବାକୁ ପଡ଼ୁଛି। ଏହା ପରେ ସେଠାରୁ ଗଲା ବେଳେ ସେହି ଡକାୟତ ମୋ ମା’ଙ୍କୁ ମୁଣ୍ଡିଆ ମାରିଥିଲା।

ଧଉଳି ପୁଲିସ୍ ଘଟଣାର ତଦନ୍ତ କରୁଛି। ତେବେ ଏଯାଏ ଡକାୟତଙ୍କ ସଂପର୍କରେ ଟେର୍ ପାଇନି। ପୁଲିସ୍‌କୁ ମିଳିଛି ଏକ ସିସିଟିଭି ଫୁଟେଜ୍। ଏଥିରେ ୫ ଜଣ ଡକାୟତ ଦୌଡ଼ି ପଳାଉଥିବା ଦେଖିବାକୁ ମିଳିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story