ମଙ୍ଗଳବାରଠୁ ନିଖୋଜ ଥିଲେ, ଆଜି ମିଳିଲା ମୃତଦେହ

ଦେବଗଡ଼ (ସିଦ୍ଧାର୍ଥ ଗୁରୁ): ଦେବଗଡ଼ ଜିଲ୍ଲା ରିଆମାଳ ଥାନା ଅନ୍ତର୍ଗତ ପାଲୁଣୀପଡ଼ା ଗାଁର କେନ୍ଦୁପତ୍ର ଫଡ଼ି ନିକଟସ୍ଥ ଏକ ବୁଦା ମଧ୍ୟରୁ ଜଣେ ଯୁବକଙ୍କ ଗଳିତ ମୃତଦେହ ଉଦ୍ଧାର କରାଯାଇଛି। ତାଙ୍କ ନାଁ ମନୋଜ ମହାନନ୍ଦ। ତାଙ୍କ ଘର ସେହି ଗାଁରେ। ସେ ଗତ ମଙ୍ଗଳବାର ଠାରୁ ନିଖୋଜ ଥିଲେ। ଆଜି ସକାଳେ ମନୋଜଙ୍କ ମୃତଦେହ ବୁଦା ମଧ୍ୟରେ ପଡ଼ିଥିବା ଦେଖି କିଛି କେନ୍ଦୁପତ୍ର ତୋଳାଳି ପୁଲିସ୍‌କୁ ସୂଚନା ଦେଇଥିଲେ। ପୁଲିସ୍‌ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର କରିଥିଲା। […]

deadbody

deadbody

Jyoshna Pradhan
  • Published: Friday, 17 May 2019
  • Updated: 17 May 2019, 02:11 PM IST

Sports

Latest News

ଦେବଗଡ଼ (ସିଦ୍ଧାର୍ଥ ଗୁରୁ): ଦେବଗଡ଼ ଜିଲ୍ଲା ରିଆମାଳ ଥାନା ଅନ୍ତର୍ଗତ ପାଲୁଣୀପଡ଼ା ଗାଁର କେନ୍ଦୁପତ୍ର ଫଡ଼ି ନିକଟସ୍ଥ ଏକ ବୁଦା ମଧ୍ୟରୁ ଜଣେ ଯୁବକଙ୍କ ଗଳିତ ମୃତଦେହ ଉଦ୍ଧାର କରାଯାଇଛି। ତାଙ୍କ ନାଁ ମନୋଜ ମହାନନ୍ଦ। ତାଙ୍କ ଘର ସେହି ଗାଁରେ। ସେ ଗତ ମଙ୍ଗଳବାର ଠାରୁ ନିଖୋଜ ଥିଲେ।

ଆଜି ସକାଳେ ମନୋଜଙ୍କ ମୃତଦେହ ବୁଦା ମଧ୍ୟରେ ପଡ଼ିଥିବା ଦେଖି କିଛି କେନ୍ଦୁପତ୍ର ତୋଳାଳି ପୁଲିସ୍‌କୁ ସୂଚନା ଦେଇଥିଲେ। ପୁଲିସ୍‌ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର କରିଥିଲା।

ପାରିପାର୍ଶ୍ୱିକ ପରିସ୍ଥିତିରୁ ମନୋଜଙ୍କୁ ହତ୍ୟା କରାଯାଇଥିବା ପୁଲିସ୍‌ ସନ୍ଦେହ କରୁଛି। ତେଣୁ ଅଧିକ ତଦନ୍ତ ନିମନ୍ତେ ସାଇଣ୍ଟିଫିକ୍ ଓ ଡଗ୍‌‌ ସ୍କ୍ୱାଡ୍‌ର ସହାୟତା ଲୋଡ଼ିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos