ପରବିନ୍ଦରଙ୍କ ଘରକୁ ଅନନ୍ତଙ୍କ ଅନ୍ଧାରୀ ବିଜେ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର):  “କିଛି ଅପରିଚିତ ଲୋକ ଆସି ରାତି ୧ଟାରେ ବେଲ୍‌ ମାରିଲେ। କବାଟ ନ ଖୋଲିବାରୁ ପଳାଇଲେ। ପୁଣି ସକାଳେ ଆସି ସହାନୁଭୂତି ଦେଖାଇଲେ। ଭୟଭୀତ ହୁଅ ନାହିଁ, ଆମେ ତୁମ ସହ ଅଛୁ ବୋଲି ଆଶ୍ୱାସନା ଦେଲେ। ହେଲେ ଏହାର କିଛି ସମୟ ପରେ ୩ ଅଭିଯୁକ୍ତ ବେଲ୍‌ ପାଇଯାଇଥିବା ଶୁଣିବାକୁ ପାଇଲୁ।” ଏପରି କହିଛନ୍ତି ଗତ ୧୪ ତାରିଖରେ ପୁଲିସ୍‌ ସମ୍ମୁଖରେ ମରଣାନ୍ତକ ଆକ୍ରମଣର ଶିକାର ହୋଇଥିବା ପରବିନ୍ଦର ପାଲ ସିଂହଙ୍କ ପତ୍ନୀ। […]

anata-1--1

anata-1--1

Niharika Rout
  • Published: Thursday, 16 January 2020
  • Updated: 16 January 2020, 02:57 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର):  “କିଛି ଅପରିଚିତ ଲୋକ ଆସି ରାତି ୧ଟାରେ ବେଲ୍‌ ମାରିଲେ। କବାଟ ନ ଖୋଲିବାରୁ ପଳାଇଲେ। ପୁଣି ସକାଳେ ଆସି ସହାନୁଭୂତି ଦେଖାଇଲେ। ଭୟଭୀତ ହୁଅ ନାହିଁ, ଆମେ ତୁମ ସହ ଅଛୁ ବୋଲି ଆଶ୍ୱାସନା ଦେଲେ। ହେଲେ ଏହାର କିଛି ସମୟ ପରେ ୩ ଅଭିଯୁକ୍ତ ବେଲ୍‌ ପାଇଯାଇଥିବା ଶୁଣିବାକୁ ପାଇଲୁ।” ଏପରି କହିଛନ୍ତି ଗତ ୧୪ ତାରିଖରେ ପୁଲିସ୍‌ ସମ୍ମୁଖରେ ମରଣାନ୍ତକ ଆକ୍ରମଣର ଶିକାର ହୋଇଥିବା ପରବିନ୍ଦର ପାଲ ସିଂହଙ୍କ ପତ୍ନୀ।

ପୁଲିସ୍‌ ସମ୍ମୁଖରେ ସଂଘବଦ୍ଧ ଭାବେ ମରଣାନ୍ତକ ଆକ୍ରମଣ ହୋଇଥିବା ସତ୍ତ୍ୱେ ୩ ଅଭିଯୁକ୍ତଙ୍କୁ ତୁରନ୍ତ ମିଳିଗଲା ଜାମିନ। ଏହି ଘଟଣାରେ ପୁଲିସ୍‌ର ଭୂମିକାକୁ ନେଇ ପ୍ରଶ୍ନ ଉଠିଥିବା ବେଳେ ମାମଲାକୁ ନେଇ ଚାଲିଛି ସରଗରମ ଆଲୋଚନା। ଏପରି କ୍ଷେତ୍ରରେ ଗତ ରାତିରେ ପରବିନ୍ଦରଙ୍କ ଘର ସମ୍ମୁଖରେ ଅନ୍ଧାରୀ ବିଜେ କରିଥିଲେ ଭୁବନେଶ୍ୱର ମଧ୍ୟ ବିଧାୟକ ଅନନ୍ତ ନାରାୟଣ ଜେନା ଓ  ପୁଲିସ୍ ଅଧିକାରୀ ଅନୁପ କାନୁନ୍‌ଗୋ। ସେମାନଙ୍କ ସହ ଅନ୍ୟ ଦୁଇ ଜଣ ବି ଥିଲେ। ଯାହାର ଭିଜୁଆଲ୍‌ ସିସିଟିଭିରେ କଏଦ ହୋଇଛି । ସେମାନେ କ’ଣ ପାଇଁ ବିଳମ୍ବିତ ରାତିରେ ସେଠାକୁ ଯାଇଥିଲେ ତାହାକୁ ନେଇ ଉଠିଛି ପ୍ରଶ୍ନ।

ପୁଲିସ୍‌ ସାମ୍ନାରେ ମରଣାନ୍ତକ ଆକ୍ରମଣ ସତ୍ତ୍ୱେ ହତ୍ୟା ଉଦ୍ୟମ ଦଫା ଲାଗି ନ ଥିବାରୁ ଅସନ୍ତୋଷ ପ୍ରକାଶ କରିଛନ୍ତି ପରବିନ୍ଦର ପାଲ ସିଂହ। ଭୁବନେଶ୍ୱରରେ ପରିବାର ସହ ରହିବାକୁ ସେ ଆଉ ସୁରକ୍ଷିତ ମଣୁ ନ ଥିବା କହିଛନ୍ତି। ପୁଲିସ୍‌ ସାମ୍ନାରେ ମାଡ଼ ସତ୍ତ୍ୱେ ହତ୍ୟା ଉଦ୍ୟମ ଦଫା ନ ଲଗାଇ କୋହଳ ଦଫା ଲଗାଯାଇଥିବାରୁ ଅଭିଯୁକ୍ତମାନେ ଅତି ସହଜରେ ଜାମିନ ପାଇଯାଇଥିବା ଅଭିଯୋଗ ମଧ୍ୟ କରିଛନ୍ତି।

ଏହାକୁ ନେଇ ଉଦ୍‌ବେଗ ପ୍ରକାଶ କରିଛନ୍ତି। ଶିରୋମଣୀ ଅକାଳି ଦଳ ଦିଲ୍ଲୀର ଶିରୋମଣି ଅକାଳୀ ଦଳ  ବିଧାୟକ ତଥା ବରିଷ୍ଠ ନେତା ମନଜିନ୍ଦର ସିଂ  ସିରସା। ପରବିନ୍ଦରଙ୍କୁ ମାଡ଼ ଏକ ଷଡଯନ୍ତ୍ର, ଅଭିଯୁକ୍ତଙ୍କୁ ସ୍ଥାନୀୟ ପ୍ରଶାସନ ସୁରକ୍ଷା ଦେଉଛି। ତୁରନ୍ତ ଅଭିଯୁକ୍ତଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସେ ଦାବି କରିଛନ୍ତି  ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story