ସୁନାମୀ ସ୍ଥିତିର ମୁକାବିଲା ପାଇଁ ହେବ ମକ୍‌ଡ୍ରିଲ

<p>ବାଲେଶ୍ୱର: ସମ୍ଭାବ୍ୟ ସୁନାମୀ ସ୍ଥିତିର ମୁକାବିଲା ପାଇଁ ଆଜି ହେବ ମକ୍&zwnj;ଡ୍ରିଲ। ଆନ୍ଧ୍ରପ୍ରଦେଶ, ପୁଡୁଚେରୀ, ତାମିଲନାଡୁ ଓ ପଶ୍ଚିମବଙ୍ଗରେ ମଧ୍ୟ ଏହି ମକଡ୍ରିଲ୍&zwnj; କରାଯିବ। ଓଡ଼ିଶାର ସମୁଦ୍ର ଉପକୂଳବର୍ତ୍ତୀ ୬ ଜିଲ୍ଲାର ୨୨ଟି ବ୍ଲକ୍&zwnj;ରେ ଏହି ସୁନାମୀ ମକ୍&zwnj;ଡ୍ରିଲ କରାଯିବ। ରାଜ୍ୟର ଉପକୂଳବର୍ତ୍ତୀ ୩୨୮ ଗାଁ ସୁନାମୀ ମକଡ୍ରିଲ୍&zwnj;ରେ ସାମିଲ ହେବେ।</p> <p>ଅଭ୍ୟାସ କାର୍ଯ୍ୟକ୍ରମ ପାଇଁ&nbsp; ପ୍ରଶାସନ ପକ୍ଷରୁ ସମସ୍ତ ପ୍ରସ୍ତୁତି କରାଯାଇଛି। ଏନ୍&zwnj;ଡିଆର୍&zwnj;ଏଫ୍&zwnj;, ଓଡିଆର୍&zwnj;ଏଫ୍&zwnj;, ଅଗ୍ନିଶମ ବିଭାଗ ସହ ନୌବାହିନୀ ଓ କୋଷ୍ଟଗାର୍ଡର କର୍ମକର୍ତ୍ତା ସାମିଲ ହେବେ।</p>

Ordigital Desk
  • Published: Friday, 24 November 2017
  • Updated: 24 November 2017, 09:57 AM IST

Sports

Latest News

<p>ବାଲେଶ୍ୱର: ସମ୍ଭାବ୍ୟ ସୁନାମୀ ସ୍ଥିତିର ମୁକାବିଲା ପାଇଁ ଆଜି ହେବ ମକ୍&zwnj;ଡ୍ରିଲ। ଆନ୍ଧ୍ରପ୍ରଦେଶ, ପୁଡୁଚେରୀ, ତାମିଲନାଡୁ ଓ ପଶ୍ଚିମବଙ୍ଗରେ ମଧ୍ୟ ଏହି ମକଡ୍ରିଲ୍&zwnj; କରାଯିବ। ଓଡ଼ିଶାର ସମୁଦ୍ର ଉପକୂଳବର୍ତ୍ତୀ ୬ ଜିଲ୍ଲାର ୨୨ଟି ବ୍ଲକ୍&zwnj;ରେ ଏହି ସୁନାମୀ ମକ୍&zwnj;ଡ୍ରିଲ କରାଯିବ। ରାଜ୍ୟର ଉପକୂଳବର୍ତ୍ତୀ ୩୨୮ ଗାଁ ସୁନାମୀ ମକଡ୍ରିଲ୍&zwnj;ରେ ସାମିଲ ହେବେ।</p><p>ଅଭ୍ୟାସ କାର୍ଯ୍ୟକ୍ରମ ପାଇଁ&nbsp; ପ୍ରଶାସନ ପକ୍ଷରୁ ସମସ୍ତ ପ୍ରସ୍ତୁତି କରାଯାଇଛି। ଏନ୍&zwnj;ଡିଆର୍&zwnj;ଏଫ୍&zwnj;, ଓଡିଆର୍&zwnj;ଏଫ୍&zwnj;, ଅଗ୍ନିଶମ ବିଭାଗ ସହ ନୌବାହିନୀ ଓ କୋଷ୍ଟଗାର୍ଡର କର୍ମକର୍ତ୍ତା ସାମିଲ ହେବେ।</p>

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos