ଜୁଆ ଆଡ୍ଡା ଉପରେ ଚଢ଼ଉ; ୩୯ ଗିରଫ

ମୋହନା(ମିହିର ଯତି): ଗଜପତି ଜିଲ୍ଲା ମୋହନା ନିକଟରେ ଥିବା ବଣିକ ସଂଘ ଘରେ ପୁଲିସ୍ ଚଢ଼ଉ କରି ୩୯ ଜଣ ଜୁଆଡ଼ିଙ୍କୁ ଗିରଫ କରିଛି। ସେମାନଙ୍କ ନିକଟରୁ ୨ଲକ୍ଷ ୫୭ ହଜାର ଟଙ୍କା ଓ ୨୯ଟି ମୋବାଇଲ ଜବତ କରାଯାଇଛି। ଅଭିଯୁକ୍ତମାନେ ମୋହନା, ଅଡବା ଓ ଲୁହାଗୁଡ଼ି ଅଞ୍ଚଳର ବୋଲି ଜଣାପଡ଼ିଛି। ଗତକାଲି ସନ୍ଧ୍ୟାରେ ବଣିକ ସଂଘ ଘରେ ଜୁଆ ଖେଳ ଚାଲୁଥିବା ମୋହନା ପୁଲିସ୍ କୌଣସି ସୂତ୍ରରୁ ଖବର ପାଇଥିଲା। ଆଇଇଆଇସି ସୁଜିତ କୁମାର ନାୟକଙ୍କ […]

mohana000

mohana000

Tapaswini Nayak
  • Published: Monday, 14 October 2019
  • Updated: 14 October 2019, 10:11 AM IST

Sports

Latest News

ମୋହନା(ମିହିର ଯତି): ଗଜପତି ଜିଲ୍ଲା ମୋହନା ନିକଟରେ ଥିବା ବଣିକ ସଂଘ ଘରେ ପୁଲିସ୍ ଚଢ଼ଉ କରି ୩୯ ଜଣ ଜୁଆଡ଼ିଙ୍କୁ ଗିରଫ କରିଛି। ସେମାନଙ୍କ ନିକଟରୁ ୨ଲକ୍ଷ ୫୭ ହଜାର ଟଙ୍କା ଓ ୨୯ଟି ମୋବାଇଲ ଜବତ କରାଯାଇଛି। ଅଭିଯୁକ୍ତମାନେ ମୋହନା, ଅଡବା ଓ ଲୁହାଗୁଡ଼ି ଅଞ୍ଚଳର ବୋଲି ଜଣାପଡ଼ିଛି।

ଗତକାଲି ସନ୍ଧ୍ୟାରେ ବଣିକ ସଂଘ ଘରେ ଜୁଆ ଖେଳ ଚାଲୁଥିବା ମୋହନା ପୁଲିସ୍ କୌଣସି ସୂତ୍ରରୁ ଖବର ପାଇଥିଲା। ଆଇଇଆଇସି ସୁଜିତ କୁମାର ନାୟକଙ୍କ ନେତୃତ୍ୱରେ ଏକ ଟିମ୍‌ ଚଢ଼ଉ କରି ୩୯ ଜଣ ଜୁଆଡିଙ୍କୁ ଗିରଫ କରିଥିଲା। ଆଜି ସେମାନଙ୍କୁ କୋର୍ଟଚାଲାଣ କରାଯିବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story