ମହାନଦୀ ବିବାଦକୁ ନେଇ ବିଜେଡି ରାଜନୀତି କରୁଛି: ଉମା ଭାରତୀ

ନୂଆଦିଲ୍ଲୀ:  ମହାନଦୀ  ବିବାଦକୁ ନେଇ ବିଜେଡି ଚଳାଇଥିବା ଆନ୍ଦୋଳନକୁ କେନ୍ଦ୍ର ଜଳସଂପଦ ମନ୍ତ୍ରୀ ଉମା ଭାରତୀ ନିନ୍ଦା କରିଛନ୍ତି। ସେ କହିଛନ୍ତି, “ମହାନଦୀ ବିବାଦର ସମାଧାନ ନେଇ ଦୁଇ ରାଜ୍ୟର ଅଧିକାରୀମାନେ ସହମତ ହୋଇଥିବା ବେଳେ ବିଜେଡି ଲୋକମାନଙ୍କୁ ନେଇ ବିକ୍ଷୋଭ ପ୍ରଦର୍ଶନ କରୁଛି। ଏହା ପ୍ରମାଣିତ କରୁଛି, ଓଡ଼ିଶା ସରକାରଙ୍କ ସମସ୍ୟା ସହ କୌଣସି ସଂପର୍କ ନାହିଁ  କି ସମସ୍ୟାର ସମାଧାନ ଚାହୁଁନାହାନ୍ତି।  ସେ କେବଳ ରାଜନୀତି କରିବା ପାଇଁ ଏମିତି କରୁଛନ୍ତି।” ଉମା ଆହୁରି […]

_UMA_BHARTI_

_UMA_BHARTI_

Rakesh Mallick
  • Published: Thursday, 04 August 2016
  • Updated: 04 August 2016, 07:52 PM IST

Sports

Latest News

ନୂଆଦିଲ୍ଲୀ:  ମହାନଦୀ  ବିବାଦକୁ ନେଇ ବିଜେଡି ଚଳାଇଥିବା ଆନ୍ଦୋଳନକୁ କେନ୍ଦ୍ର ଜଳସଂପଦ ମନ୍ତ୍ରୀ ଉମା ଭାରତୀ ନିନ୍ଦା କରିଛନ୍ତି। ସେ କହିଛନ୍ତି, “ମହାନଦୀ ବିବାଦର ସମାଧାନ ନେଇ ଦୁଇ ରାଜ୍ୟର ଅଧିକାରୀମାନେ ସହମତ ହୋଇଥିବା ବେଳେ ବିଜେଡି ଲୋକମାନଙ୍କୁ ନେଇ ବିକ୍ଷୋଭ ପ୍ରଦର୍ଶନ କରୁଛି। ଏହା ପ୍ରମାଣିତ କରୁଛି, ଓଡ଼ିଶା ସରକାରଙ୍କ ସମସ୍ୟା ସହ କୌଣସି ସଂପର୍କ ନାହିଁ  କି ସମସ୍ୟାର ସମାଧାନ ଚାହୁଁନାହାନ୍ତି।  ସେ କେବଳ ରାଜନୀତି କରିବା ପାଇଁ ଏମିତି କରୁଛନ୍ତି।”

ଉମା ଆହୁରି କହିଛନ୍ତି, “ମହାନଦୀ ବିବାଦ ନେଇ ଦେଖାଦେଇଥିବା ସମସ୍ୟାର ସମାଧାନ ହେବ। ଓଡ଼ିଶା ସହ କୌଣସି ଅନ୍ୟାୟ କରାଯିବ ନାହିଁ। ଓଡ଼ିଶା ସରକାର କୌଣସି କଥା  ନ ଶୁଣି ହୋହାଲ୍ଲା କରିବାକୁ ନିଷ୍ପତ୍ତି କରିନେଇଛି । ଓଡ଼ିଶା ସରକାରଙ୍କ ଏଭିଳି କାର୍ଯ୍ୟକୁ ମୁଁ ନିନ୍ଦା କରୁଛି।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story