ରାଜଧାନୀରେ ନାବାଳିକାକୁ ଅସଦାଚରଣ କରିଥିବା ଯୌନ ପିପାସୁ ଗିରଫ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଗିରଫ ହେଲା ରାଜଧାନୀର ଯୌନ ପିପାସୁ। ଅଭିଯୁକ୍ତକୁ ପୀଡ଼ିତା ଚିହ୍ନିବା ପରେ ତା’ର ନାଁ ପ୍ରକାଶ କରାଯିବ ବୋଲି ଭୁବନେଶ୍ୱର କମିଶନରେଟ୍‌ ପୁଲିସ ପକ୍ଷରୁ କରାଯାଇଛି। ଗତ ୨୧ ତାରିଖରେ ଶବର ସାହି ଲେନ୍ ଦେଇ ଲକ୍ଷ୍ମୀସାଗର ଅଞ୍ଚଳରେ ଜଣେ ନାବାଳିକା ସାଇକେଲ୍‌ରେ ଟ୍ୟୁସନ ଯାଉଥିଲେ। ତାକୁ ଜଣେ ଯୌନ ପିପାସୁ ପିଛା କରିଥିଲେ। ଆଉ ସୁଯୋଗ ଦେଖି ରାସ୍ତାରେ ଅଟକାଇ ଅସଦାଚରଣ କରିଥିଲା। ନାବାଳିକା ଜଣକ ଚିତ୍କାର କରିବାରୁ ଅଭିଯୁକ୍ତ ସେଠାରୁ ଚମ୍ପଟ ମାରିଥିଲା। […]

bbsr-1..1

bbsr-1..1

Manoranjan Sial
  • Published: Friday, 30 August 2019
  • Updated: 30 August 2019, 10:54 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଗିରଫ ହେଲା ରାଜଧାନୀର ଯୌନ ପିପାସୁ। ଅଭିଯୁକ୍ତକୁ ପୀଡ଼ିତା ଚିହ୍ନିବା ପରେ ତା’ର ନାଁ ପ୍ରକାଶ କରାଯିବ ବୋଲି ଭୁବନେଶ୍ୱର କମିଶନରେଟ୍‌ ପୁଲିସ ପକ୍ଷରୁ କରାଯାଇଛି।

ଗତ ୨୧ ତାରିଖରେ ଶବର ସାହି ଲେନ୍ ଦେଇ ଲକ୍ଷ୍ମୀସାଗର ଅଞ୍ଚଳରେ ଜଣେ ନାବାଳିକା ସାଇକେଲ୍‌ରେ ଟ୍ୟୁସନ ଯାଉଥିଲେ। ତାକୁ ଜଣେ ଯୌନ ପିପାସୁ ପିଛା କରିଥିଲେ। ଆଉ ସୁଯୋଗ ଦେଖି ରାସ୍ତାରେ ଅଟକାଇ ଅସଦାଚରଣ କରିଥିଲା। ନାବାଳିକା ଜଣକ ଚିତ୍କାର କରିବାରୁ ଅଭିଯୁକ୍ତ ସେଠାରୁ ଚମ୍ପଟ ମାରିଥିଲା। ଯାହା ସିସିଟିଭିରେ କଏଦ ହୋଇଥିଲା। ପରେ ଏନେଇ ପରିବାର ଲୋକେ ଥାନାରେ ଅଭିଯୋଗ କରିଥିଲେ। ହେଲେ ପୁଲିସ ଅଭିଯୁକ୍ତକୁ ଧରିପାରିନଥିଲା।

ଏନେଇ ଓଟିଭିରେ ଖବର ପ୍ରସାରଣ ପରେ ରାଜଧାନୀରେ ଖେଳି ଯାଇଥିଲା ଚାଞ୍ଜଲ୍ୟ। ରାଜଧାନୀର ଏହି ଯୌନ ପିପାସୁକୁ ଧରିବାକୁ କମିଶନରେଟ ପୁଲିସ ତତ୍ପର ହୋଇ ଉଠିଥିଲା। ବହୁ କସରତ ପରେ ତାକୁ ଚିହ୍ନଟ କରାଯାଇଥିଲା। ଆଜି ସନ୍ଧ୍ୟାରେ ତାକୁ କମିଶରେଟ୍‌ ପୁଲିସ ଗିରଫ କରିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story