ମୁଣ୍ଡକୁ ଚଢ଼ିଲା ରାଗ: ଝିଅ ଇଜ୍ଜତ ସହ ଖେଳିବାକୁ ଆସିଥିବା ଯୁବକକୁ ପାନେ ଦେଲା ମା’

ରାଉରକେଲା (ସତ୍ୟାନନ୍ଦ ମହାନ୍ତି): ଝିଅର ଇଜ୍ଜତ ସହ ଖେଳିବାକୁ ଉଦ୍ୟମ କରିଥିବା ଯୁବକଙ୍କ ମୁଣ୍ଡକୁ ପଥରରେ ଛେଚି ଦେଇଛନ୍ତି ଜଣେ ମହିଳା। ଯୁବକଙ୍କ ଅବସ୍ଥା ଗୁରୁତର ରହିଛି ଓ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଏଭଳି ଏକ ଘଟଣା ଘଟିଛି ରାଉରକେଲା ପ୍ଲାଣ୍ଟସାଇଟ୍‌ ଥାନା ଅଞ୍ଚଳରେ। ଅଭିଯୋଗ ଅନୁଯାୟୀ, ଗତକାଲି ଜଣେ ନାବାଳିକା ତାଙ୍କ ସାନ ଭଉଣୀ ସହ ଘରେ ଥିଲେ। ଏହି ସମୟରେ ଜଣେ ଯୁବକ ତାଙ୍କ ଘରେ ପଶିଥିଲେ। ଘରେ ଆଉ କେହି ନ […]

9999.jpg000

9999.jpg000

Tapaswini Nayak
  • Published: Wednesday, 04 September 2019
  • Updated: 04 September 2019, 11:15 AM IST

Sports

Latest News

ରାଉରକେଲା (ସତ୍ୟାନନ୍ଦ ମହାନ୍ତି): ଝିଅର ଇଜ୍ଜତ ସହ ଖେଳିବାକୁ ଉଦ୍ୟମ କରିଥିବା ଯୁବକଙ୍କ ମୁଣ୍ଡକୁ ପଥରରେ ଛେଚି ଦେଇଛନ୍ତି ଜଣେ ମହିଳା। ଯୁବକଙ୍କ ଅବସ୍ଥା ଗୁରୁତର ରହିଛି ଓ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଏଭଳି ଏକ ଘଟଣା ଘଟିଛି ରାଉରକେଲା ପ୍ଲାଣ୍ଟସାଇଟ୍‌ ଥାନା ଅଞ୍ଚଳରେ।

ଅଭିଯୋଗ ଅନୁଯାୟୀ, ଗତକାଲି ଜଣେ ନାବାଳିକା ତାଙ୍କ ସାନ ଭଉଣୀ ସହ ଘରେ ଥିଲେ। ଏହି ସମୟରେ ଜଣେ ଯୁବକ ତାଙ୍କ ଘରେ ପଶିଥିଲେ। ଘରେ ଆଉ କେହି ନ ଥିବାର ସୁଯୋଗ ନେଇ ସେ ନାବାଳିକାଙ୍କୁ ଅସଦାଚରଣ କରିବା ସହ ଦୁଷ୍କର୍ମ କରିବାକୁ ଉଦ୍ୟମ କରିଥିଲେ। ୨ ଭଉଣୀଙ୍କ ଚିତ୍କାର ଶୁଣି ସ୍ଥାନୀୟ ଲୋକେ ଜମା ହୋଇଯାଇଥିଲେ। ଫଳରେ ଯୁବକ ଜଣକ ଫେରାର ହୋଇଯାଇଥିଲେ।

ନାବାଳିକାଙ୍କ ମା’ ଘରକୁ ଫେରି ଘଟଣା ସମ୍ପର୍କରେ ଜାଣିବା ପରେ ରାଗ ସମ୍ଭାଳି ପାରି ନଥିଲେ ଏବଂ ସମ୍ପୃକ୍ତ ଯୁବକଙ୍କୁ ଖୋଜିବାକୁ ଯାଇଥିଲେ। ତାଙ୍କୁ ସେ ମାଲ୍‌ ଗୋଦାମ ଅଞ୍ଚଳରେ ପାଇଥିଲେ। ଯୁବକଙ୍କୁ ସେଠାରେ ଦେଖିବା ମାତ୍ରେ ମହିଳା ଜଣଙ୍କ ଏକ ପଥରରେ ତାଙ୍କ ମୁଣ୍ଡକୁ ଛେଚି ଦେଇଥିଲେ। ଯୁବକ ଜଣଙ୍କ ସଂଜ୍ଞାହୀନ ହୋଇ ପଡ଼ି ଯାଇଥିଲେ। ସ୍ଥାନୀୟ ଲୋକେ ତାଙ୍କୁ ରାଉରକେଲା ସରକାରୀ ହସ୍ପିଟାଲରେ ଭର୍ତ୍ତି କରିଥିଲେ। ତେବେ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ବୁର୍ଲା ସ୍ଥାନାନ୍ତର କରାଯାଇଛି। ଅନ୍ୟପକ୍ଷରେ ନାବାଳିକାଙ୍କ ମା’ ଏନେଇ ପ୍ଲାଣ୍ଟସାଇଟ୍ ଥାନାରେ ଏତଲା ଦେଇଛନ୍ତି। ପୁଲିସ୍ ତାଙ୍କ ଅଭିଯୋଗ ଆଧାରରେ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story