ମାଙ୍କଡ଼ କାମୁଡ଼ାରେ ୧୫ରୁ ଅଧିକ ଲୋକ ଆହତ

ଜଳେଶ୍ୱର (ଅଜିତ ଦାସ): ମାଙ୍କଡ଼ କାମୁଡ଼ାରେ ବାଲେଶ୍ୱର ଜିଲ୍ଲା ବସ୍ତା ବ୍ଲକ କୁଳିଦା ପଞ୍ଚାୟତ ତେନ୍ତୁଳିଆ ଗାଁର ୧୫ରୁ ଅଧିକ ଲୋକ ଆହତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୮ ଜଣଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ଥିବାରୁ ମେଡିକାଲ୍‌ରେ ଭର୍ତ୍ତି କରାଯାଇଛି। ଗତ ଦୁଇ ମାସ ଭିତରେ ୩୦ରୁ ଅଧିକ ମାଙ୍କଡ ଏହି ପଞ୍ଚାୟତରେ ଉତ୍ପାତ କରୁଛନ୍ତି। ତେବେ ତେନ୍ତୁଳିଆ ଗାଁ ଲୋକେ ମାଙ୍କଡ଼ଙ୍କ ଆକ୍ରମଣରେ ଆହତ ହୋଇଛନ୍ତି। ବର୍ତ୍ତମାନ ପରିସ୍ଥିତି ଏମିତି ହୋଇଛି ଯେ ପିଲାମାନେ ଘରୁ […]

balasore

balasore

Manoranjan Sial
  • Published: Tuesday, 16 July 2019
  • Updated: 16 July 2019, 09:25 PM IST

Sports

Latest News

ଜଳେଶ୍ୱର (ଅଜିତ ଦାସ): ମାଙ୍କଡ଼ କାମୁଡ଼ାରେ ବାଲେଶ୍ୱର ଜିଲ୍ଲା ବସ୍ତା ବ୍ଲକ କୁଳିଦା ପଞ୍ଚାୟତ ତେନ୍ତୁଳିଆ ଗାଁର ୧୫ରୁ ଅଧିକ ଲୋକ ଆହତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୮ ଜଣଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ଥିବାରୁ ମେଡିକାଲ୍‌ରେ ଭର୍ତ୍ତି କରାଯାଇଛି।

ଗତ ଦୁଇ ମାସ ଭିତରେ ୩୦ରୁ ଅଧିକ ମାଙ୍କଡ ଏହି ପଞ୍ଚାୟତରେ ଉତ୍ପାତ କରୁଛନ୍ତି। ତେବେ ତେନ୍ତୁଳିଆ ଗାଁ ଲୋକେ ମାଙ୍କଡ଼ଙ୍କ ଆକ୍ରମଣରେ ଆହତ ହୋଇଛନ୍ତି। ବର୍ତ୍ତମାନ ପରିସ୍ଥିତି ଏମିତି ହୋଇଛି ଯେ ପିଲାମାନେ ଘରୁ ବାହାରି ପାରୁ ନାହାନ୍ତି। ତେଣୁ ପିଲାଙ୍କ ସ୍କୁଲ ଯିବା ଏକ ପ୍ରକାର ଠପ୍‌ ହୋଇଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos