୨୦୧୯ ଜୁଲାଇ ପର୍ଯ୍ୟନ୍ତ ବଢିଲା ବିଜୁ କୃଷକ କଲ୍ୟାଣ ଯୋଜନା

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ବିଜୁ କୃଷକ କଲ୍ୟାଣ ଯୋଜନାକୁ ୨୦୧୯ ଜୁଲାଇ ୩୧ ତାରିଖ ପର୍ଯ୍ୟନ୍ତ କାର୍ଯ୍ୟକ୍ଷମ କରିବା ପାଇଁ ରାଜ୍ୟ କ୍ୟାବିନେଟ୍‌ରେ ନିଷ୍ପତ୍ତି ହୋଇଛି। ରାଜ୍ୟ କ୍ୟାବିନେଟ୍‌ର ନିଷ୍ପତ୍ତି ଅନୁସାରେ ରାଷ୍ଟ୍ରୀୟ ସ୍ୱାସ୍ଥ୍ୟ ବୀମା ଯୋଜନା (ଆରଏସ୍‌ବିୱାଇ)ରେ ପଞ୍ଜିକୃତ ସମସ୍ତ ୪୪ ଲକ୍ଷ ୮ହଜାର ୭୦ଟି ପରିବାରକୁ ବିଜୁ କୃଷକ କଲ୍ୟାଣ ଯୋଜନା (ବିକେକେୱାଇ)ରେ ସାମିଲ କରାଯିବ। ଦ୍ୱିତୀୟ ପର୍ଯ୍ୟାୟ ବିକେକେୱାଇରେ ପଞ୍ଜିକୃତ ହୋଇପାରିନଥିବା ୧୨ ଲକ୍ଷ ୯ ହଜାର ୧୬୭ଟି ଆରଏସ୍‌ବିୱାଇ ହିତାଧିକାରୀ ପରିବାରକୁ […]

cabinet

cabinet

Rakesh Mallick
  • Published: Saturday, 21 July 2018
  • Updated: 21 July 2018, 11:06 PM IST

Sports

Latest News

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ବିଜୁ କୃଷକ କଲ୍ୟାଣ ଯୋଜନାକୁ ୨୦୧୯ ଜୁଲାଇ ୩୧ ତାରିଖ ପର୍ଯ୍ୟନ୍ତ କାର୍ଯ୍ୟକ୍ଷମ କରିବା ପାଇଁ ରାଜ୍ୟ କ୍ୟାବିନେଟ୍‌ରେ ନିଷ୍ପତ୍ତି ହୋଇଛି। ରାଜ୍ୟ କ୍ୟାବିନେଟ୍‌ର ନିଷ୍ପତ୍ତି ଅନୁସାରେ ରାଷ୍ଟ୍ରୀୟ ସ୍ୱାସ୍ଥ୍ୟ ବୀମା ଯୋଜନା (ଆରଏସ୍‌ବିୱାଇ)ରେ ପଞ୍ଜିକୃତ ସମସ୍ତ ୪୪ ଲକ୍ଷ ୮ହଜାର ୭୦ଟି ପରିବାରକୁ ବିଜୁ କୃଷକ କଲ୍ୟାଣ ଯୋଜନା (ବିକେକେୱାଇ)ରେ ସାମିଲ କରାଯିବ। ଦ୍ୱିତୀୟ ପର୍ଯ୍ୟାୟ ବିକେକେୱାଇରେ ପଞ୍ଜିକୃତ ହୋଇପାରିନଥିବା ୧୨ ଲକ୍ଷ ୯ ହଜାର ୧୬୭ଟି ଆରଏସ୍‌ବିୱାଇ ହିତାଧିକାରୀ ପରିବାରକୁ ବିଜୁ କୃଷକ କଲ୍ୟାଣ ଯୋଜନାରେ ପଞ୍ଜିକୃତ କରିବା ପାଇଁ ନିଷ୍ପତ୍ତି ହୋଇଛି।

ରାଜ୍ୟ ସରକାର ଆରଏସ୍‌ବିୱାଇ ଓ ବିକେକେୱାଇ ଯୋଜନାରେ ପଞ୍ଜିକୃତ ସମସ୍ତ ପରିବାରକୁ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ମାଧ୍ୟମରେ ସମାନ ଧାରାରେ ୧ଲକ୍ଷ ଟଙ୍କାର ସ୍ୱାସ୍ଥ୍ୟ ବୀମା ଯୋଗାଇ ଦେବାକୁ ନିଷ୍ପତ୍ତି ନେଇଛନ୍ତି। ଏହା ସହିତ ରାଜ୍ୟ ଚିକିତ୍ସା ପାଣ୍ଠିରୁ ସେମାନଙ୍କୁ ଅତିରିକ୍ତ ୪ ଲକ୍ଷ ଟଙ୍କାର ଚିକିତ୍ସା ସହାୟତା ଯୋଗାଇ ଦେବେ। ଏଭଳି ଭାବେ ସେମାନେ ମୋଟ୍‌ ୫ ଲକ୍ଷ ଟଙ୍କାର ସ୍ୱାସ୍ଥ୍ୟ ସହାୟତା ପାଇବେ। କ୍ୟାବିନେଟ୍‌ ବୈଠକରେ ଦିଆଯାଇଥିବା ତଥ୍ୟ ଅନୁସାରେ ବିକେକେୱାଇର ପ୍ରଥମ ପର୍ଯ୍ୟାୟରେ ୨୫,୬୧,୬୦୨ଟି ଚାଷୀ ପରିବାର ଓ ବିକେକେୱାଇ ଦ୍ୱିତୀୟ ପର୍ଯ୍ୟାୟରେ ୩୨,୦୨,୭୫୭ଟି ପରିବାରକୁ ସ୍ୱାସ୍ଥ୍ୟ ବୀମା ଯୋଗାଇ ଦିଆଯାଉଛି। ଏଭଳି ଭାବେ ମୋଟ ୫୭,୬୪,୩୫୯ଟି ଚାଷୀ ପରିବାରକୁ ବିକେକେୱାଇ ସ୍ମାର୍ଟ କାର୍ଡ ପ୍ରଦାନ କରାଯାଇଛି।ସୂଚନାଯୋଗ୍ୟ ଯେ, ରାଜ୍ୟ ସରକାର ଅଗଷ୍ଟ ୧୫ରୁ ରାଜ୍ୟର ମୋଟ୍‌ ୭୦ ଲକ୍ଷ ପରିବାରର ପ୍ରାୟ ସାଢ଼େ ୩କୋଟି ଲୋକଙ୍କୁ ୫ଲକ୍ଷ ଟଙ୍କା ପର୍ଯ୍ୟନ୍ତ ସ୍ୱାସ୍ଥ୍ୟ ସହାୟତା ଯୋଗାଇ ଦେବେ ବୋଲି ଜୁନ୍‌ ୧୨ତାରିଖରେ ଘୋଷଣା କରିଥିଲେ।

ଏହା ବ୍ୟତୀତ ଓଡ଼ିଶା ମୁଖ୍ୟ ବିଭାଗୀୟ କାର୍ଯ୍ୟାଳୟରେ କନିଷ୍ଠ ସହାୟକ ପଦବୀ ଓ ଉପବିଭାଗ ଅଧିକାରୀ ନିଯୁକ୍ତି ପାଇଁ ଶିକ୍ଷାଗତ ଯୋଗ୍ୟତାକୁ ଯୁକ୍ତ ଦୁଇ ପାସ୍‌ ସହ କମ୍ପ୍ୟୁଟର ଜ୍ଞାନ ପରିବର୍ତ୍ତେ ଯୁକ୍ତ ୩ ପାସ୍‌ ଓ କମ୍ପ୍ୟୁଟର ଜ୍ଞାନ ରଖାଯାଇଛି। ସେହିପରି ପୁରୀ ଓ ଗଞ୍ଜାମ ଜିଲ୍ଲାର ୫ଟି ବ୍ଲକ୍‌ରେ ୩୦୫ଟି ଗାଁର ୨.୯୦ ଲକ୍ଷ ଲୋକଙ୍କୁ ପାଇପ୍‌ ଯୋଗେ ପାନୀୟ ଜଳ ଯୋଗାଣ ନିମନ୍ତେ ୩୮୭.୫୯ କୋଟି ଟଙ୍କାର ପ୍ରସ୍ତାବକୁ ମଧ୍ୟ କ୍ୟାବିନେଟ୍‌ ଅନୁମୋଦନ କରିଛନ୍ତି। ପ୍ରତି ଜିଲ୍ଲାରେ ୨ ଜଣ ଲେଖାଏ ଶ୍ରମ ଅଧିକାରୀ, ନୂତନ ଭାବେ ୮ଟି ଯୁଗ୍ମ ଶ୍ରମ କମିଶନର ପଦବୀ ସୃଷ୍ଟି ସହ ମୋଟ୍‌ ଶ୍ରମ ଅଧିକାରୀ ପଦବୀକୁ ୪୧୯କୁ ବୃଦ୍ଧି କରାଯାଇଛି।

ସେହିପରି ଓଡ଼ିଶା ଲୋକସେବା ଆୟୋଗର ୩ ବର୍ଷର ବାର୍ଷିକ ରିପୋର୍ଟକୁ ବିଧାନସଭାରେ ଉପସ୍ଥାପନ ପାଇଁ ମଧ୍ୟ କ୍ୟାବିନେଟ୍‌ ଅନୁମୋଦନ କରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story