ଲାଲବାହିନୀକୁ ଶକ୍ତ ଧକ୍କା, ସଂଗଠନ ଛାଡ଼ିଲେ ୭୦୦ ନକ୍ସଲ ସମର୍ଥକ

ଲମତାପୁଟ(ଓଡ଼ିଶା ରିପୋର୍ଟର): ମାଓ ସଂଗଠନକୁ ଛାଡି ସମାଜର ମୁଖ୍ୟସ୍ରୋତରେ ସାମିଲ ହେଲେ ୭୦୦ ମାଓ ସମର୍ଥକ। ସେମାନଙ୍କ ଭିତରେ ୩୧୪ ଜଣ ମାଓ ମିଲିସିଆ ରହିଛନ୍ତି। ଆଜି ବିଏସଏଫ ଓ ପୁଲିସ ପକ୍ଷରୁ ଆୟୋଜିତ ଘର ବାହୁଡା କାର୍ଯ୍ୟକ୍ରମରେ ଏମାନେ ଆତ୍ମ ସମର୍ପଣ କରିଛନ୍ତି। କୋରାପୁଟ  ଓ ମାଲକାନଗିରି ଜିଲ୍ଲା ସୀମାନ୍ତ ହଡ୍ରାହାଲସ୍ଥିର ୬୫ ବାଟାଲିଆନ ବିଏସଏଫ କ୍ୟାମ୍ପ ପରିସରରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଉପସ୍ଥିତ ଅଧିକାରୀମାନଙ୍କୁ ଅଂଚଳର ମହିଳାମାନେ ପାରମ୍ପରିକ ସଙ୍ଗୀତ ଭିତରେ ଫୁଲ […]

naxal

naxal

Niranjan Mishra
  • Published: Saturday, 17 September 2022
  • Updated: 17 September 2022, 05:32 PM IST

Sports

Latest News

ଲମତାପୁଟ(ଓଡ଼ିଶା ରିପୋର୍ଟର): ମାଓ ସଂଗଠନକୁ ଛାଡି ସମାଜର ମୁଖ୍ୟସ୍ରୋତରେ ସାମିଲ ହେଲେ ୭୦୦ ମାଓ ସମର୍ଥକ। ସେମାନଙ୍କ ଭିତରେ ୩୧୪ ଜଣ ମାଓ ମିଲିସିଆ ରହିଛନ୍ତି। ଆଜି ବିଏସଏଫ ଓ ପୁଲିସ ପକ୍ଷରୁ ଆୟୋଜିତ ଘର ବାହୁଡା କାର୍ଯ୍ୟକ୍ରମରେ ଏମାନେ ଆତ୍ମ ସମର୍ପଣ କରିଛନ୍ତି। କୋରାପୁଟ  ଓ ମାଲକାନଗିରି ଜିଲ୍ଲା ସୀମାନ୍ତ ହଡ୍ରାହାଲସ୍ଥିର ୬୫ ବାଟାଲିଆନ ବିଏସଏଫ କ୍ୟାମ୍ପ ପରିସରରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଉପସ୍ଥିତ ଅଧିକାରୀମାନଙ୍କୁ ଅଂଚଳର ମହିଳାମାନେ ପାରମ୍ପରିକ ସଙ୍ଗୀତ ଭିତରେ ଫୁଲ ମାଳ ଦେଇ ସ୍ୱାଗତ କରିଥିଲେ।

ଏଥିରେ କୋରାପୁଟ ପୁଲିସ ଡିଆଜି ରାଜେଶ ପଣ୍ଡିତ, କୋରାପୁଟ ବିଏସଏଫ ଡିଆଜି ମଦନ ଲାଲ, ମାଲକାନଗିରି ଏସପିଙ୍କ ସମେତ ବହୁ ଅଧିକାରୀ ଉପସ୍ଥିତ ରହିଥିଲେ। ଆତ୍ମ ସମର୍ପଣ କରିଥିବା ମାଓ ସମର୍ଥକଙ୍କ ଭିତରେ ୩ଶହ ଜଣ ମାଲକାନଗିରି ଜିଲ୍ଲା ସୀମାନ୍ତ ସିନ୍ଧିଗୁଡା, ଅଣ୍ଡେଇଗୁଡା, ଗଲାଗୁଡା, ପାତ୍ରପୁଟ, ଉଜନଗୁଡା ଓ ବିଶୋଇଗୁଡା ଗାଁର ମାଓ ମିଲିସିଆ ରହିଥିଲେ। ସେହିପରି ଆନ୍ଧ୍ରପ୍ରଦେଶର ରାଙ୍ଗବେଳ ପଂଚାୟତର ପାଡାଲପୁଟ, କସପୁଟ ଗାଁର ୧୩ ଜଣ ମାଓ ମିଲିସିଆ ଏଠାରେ ଆତ୍ମସମର୍ପଣ କରିଥିଲେ।

ଆତ୍ମସମର୍ପଣ କରିଥିବା ମିଲିସିୟମାନେ ପୂର୍ବରୁ ମାଓବାଦୀଙ୍କ ବିଭିନ୍ନ କାର୍ଯ୍ୟକ୍ରମରେ ସହଯୋଗ କରୁଥିଲେ। ହେଲେ ଏବେ ମାଓବାଦୀ କାର୍ଯ୍ୟକଳାପକୁ ଛାଡି ଅଞ୍ଚଳର ବିକାଶ ନିମନ୍ତେ ପୁଲିସ ଓ ସରକାରଙ୍କ ଉନ୍ନତିକରଣ କାମକୁ ସହଯୋଗ କରିବେ ବୋଲି ମତ ଦେଇଛନ୍ତି। ଆତ୍ମସମର୍ପଣକାରୀ ମିଲିସିଆମାନେ ଏହି ଅବସରରେ ମାଓବାଦୀଙ୍କ କୁଶପୁତଳିକା ଦାହ କରିଥିଲେ। ମାଓ ବିରୋଧୀ ନାରାବାଜି ଦେଇଥିଲେ। ଆତ୍ମସମର୍ପଣକାରୀ ମିଲିସିଆଙ୍କୁ ଉପସ୍ଥିତ ଅଧିକାରୀମାନେ ଶାଢ଼ି, ଲୁଙ୍ଗି, ଗାମୁଛା, ଖେଳ ଉପକରଣ ପ୍ରଭୃତି ପ୍ରଦାନ କରି ସ୍ୱାଗତ କରିଥିଲେ। ସମସ୍ତଙ୍କ ନିମନ୍ତେ ମାଗଣା ସ୍ୱାସ୍ଥ୍ୟ ପରୀକ୍ଷା ଶିବିର କରାଯାଇଥିଲା।

ସୂଚନା ଥାଉକି, ପୂର୍ବରୁ ହଣ୍ଡରାହାଲ ଅଞ୍ଚଳରେ ମାଓବାଦୀଙ୍କ ଦବଦବା ଜାହିର ରହିଥିଲା। ମାଓବାଦୀମାନେ ମାଓ ସମର୍ଥକଙ୍କ ପଛରେ ରହି ଉନ୍ନୟନ କାର୍ଯ୍ୟରେ ବାଧା ସୃଷ୍ଟି କରୁଥିଲେ। ତେବେ ଏହି ଅଂଚଳରେ ବିଏସ୍‌ଏଫ୍ କ୍ୟାମ୍ପ ସ୍ଥାପନ ହେବା ପରେ ମାଓବାଦୀଙ୍କ ଚଳପ୍ରଚଳ କମି ଯାଇଛି। ଫଳରେ ଅଂଚଳର ବିଭିନ୍ନ ପ୍ରକାଶ ବିକାଶ କାମ ହୋଇପାରିଛି। ଯାହାକୁ ନେଇ ମାଓ ସମର୍ଥକମାନେ ବେଶ ଖୁସି ହୋଇ ହିଂସା ପଥ ଛାଡ଼ି ସମାଜର ମୁଖ୍ୟସ୍ରୋତକୁ ଫେରି ଆସିଥିବା ଜଣାପଡ଼ିଛି।

ଏନେଇ ବିଏସ୍‌ଏଫ୍ କୋରାପୁଟ ଡିଭିଜନ ଡିଆଇଜି ମୋଦନ ଲାଲ ଓ ଡିଆଇଜି ରାଜେଶ ପଣ୍ଡିତ କହିଛନ୍ତି, ଲୋକେ ମାଓ ହିଂସା ଛାଡ଼ି ସମାଜର ମୁଖ୍ୟସ୍ରୋତକୁ କିପରି ଅଧିକରୁ ଅଧିକ ମାତ୍ରାରେ ଫେରି ଆସିବେ ପାଇଁ ପ୍ରୟାଶ ଜାରି ରହିଛି। ମାଓ ଗତିବିଧି ରହିଥିବା ଅଞ୍ଚଳରେ ପୁଲିସର ଆବଶ୍ୟକତା ମୁତାବକ ବିଏସ୍‌ଏଫ୍ କ୍ୟାମ୍ପ କରାଯାଇ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଉଛି। ଫଳରେ ମାଓ ଅଞ୍ଚଳରେ ରାସ୍ତାଘାଟ, ସ୍କୁଲ, କଲେଜ ପ୍ରଭୃତି ପ୍ରତିଷ୍ଠା ହୋଇପାରୁଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story